Movie prime

Bollywood ଦୁନିଆରୁ ଆସିଲା ବଡ ଖବର ଦେଖନ୍ତୁ ଆଗାମୀ ସମୟରେ ଆସିବ ବଚ୍ଚନ ପରିବାରରେ ଏମିତି ଝଡ଼

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର କଳାକାରମାନଙ୍କୁ ଜାଣିଥିବେ ।
Special Report
ବଲିଉଡ ଜଗତର କଳାକାରମାନଙ୍କ ମଧ୍ୟରୁ ବିଗ ବି ଅମିତାଭ ବଚ୍ଚନଙ୍କୁ ବା କିଏ ନ ଜାଣିଛି । ଏବେ ତାଙ୍କ ପରିବାରକୁ ନେଇ କିଛି ଖବର ଆସିଛି । ଆପଣମାନେ ନିକଟରେ ତ ଶୁଣିଥିଲେ କି ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଲଗା ହେବାକୁ ଯାଉଛନ୍ତି ।
ତାଙ୍କ ଅଲଗା ହେବାକୁ ନେଇ ଅନେକ ଖବର ଆସୁଥିବା ବେଳେ ଏହାର କାରଣ ଏବେ ସାମ୍ନାକୁ ଆସିଛି । ଏବେ ସତ କଣ ଏହା ସାମ୍ନାକୁ ଆସିଛି । ଏହି ସମ୍ପର୍କ ଭାଙ୍ଗିବାର ୮ଟି କାରଣ ରହିଛି । ଅଭିଷେକ ବଚ୍ଚନ ସହ ଅମିତାଭ ବଚ୍ଚନ ମଧ୍ୟ ଐଶ୍ୱର୍ଯ୍ୟା ଙ୍କ ଠାରୁ ଦୂରେଇ ଗଲେ ।
Special Report
ଐଶ୍ୱର୍ଯ୍ୟାଙ୍କ ମୁହଁ ଆଉ ଅମିତାଭ ବଚ୍ଚନ ଦେଖିବାକୁ ଚାହୁଁ ନାହାଁନ୍ତି । କୁହାଯାଉଥିଲା କି ଅମିତାଭ ବଚ୍ଚନ କେବେ ତାଙ୍କ ପରିବାରରେ ଛାଡ଼ପତ୍ର ହେବାକୁ ଦେବେ ନାହିଁ କିନ୍ତୁ ଏହା ହେଉଛି । ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ଅନ୍ ଫଲୋ କରିଛନ୍ତି ।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହକୁ ୧୬ ବର୍ଷ ହୋଇଥିଲା । ଆଉ ଏବେ ସେମାନେ ଅଲଗା ହୋଇ ଯାଉଛନ୍ତି । ପ୍ରଥମ କାରଣ ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ଅନ୍ ଫଲୋ କରିଛନ୍ତି । ଆଉ ଦ୍ଵିତୀୟ କାରଣ ହେଉଛି ଐଶ୍ୱର୍ଯ୍ୟା କେବେବି ଭଲରେ ରହୁ ନଥିଲେ ବା
Special Report
କୌଣସି ଜାଗାକୁ ସେ ଅଭିଷେକଙ୍କ ସହିତ ଯାଇ ଖୁସି ନଥିଲେ । ତୃତୀୟ କାରଣ ହେଉଛି ଅଭିଷେକ ବଚ୍ଚନ ତାଙ୍କ ବିବାହ ମୁଦି ହାତରୁ ଓହ୍ଲାଇ ଦେଇଛନ୍ତି । ଚତୁର୍ଥ କାରଣ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ୫୦ ତମ ଜନ୍ମଦିନରେ ବଚ୍ଚନ ପରିବାରରୁ କେହି ଯୋଗ ଦେଇ ନଥିଲେ । 
ପଞ୍ଚମ କାରଣ ହେଉଛି ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ କିନ୍ତୁ ଜୟା ବଚ୍ଚନଙ୍କ ଫଟୋକୁ କ୍ରୋପ କରି ଦେଇଥିଲେ । ଷଷ୍ଠ କାରଣ ହେଉଛି ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନରେ ଭଲଭାବରେ ଶୁଭେଚ୍ଛା ଦେଇ ନଥିଲେ । ସପ୍ତମ କାରଣ ହେଉଛି ଐଶ୍ୱର୍ଯ୍ୟା ସବୁବେଳେ ଅଭିଷେକ ବଚ୍ଚନଙ୍କୁ ବଡ ବଡ ଆଖିରେ ଅନାଉଥିଲେ ।
ଅଭିଷେକ ବଚ୍ଚନଙ୍କ ଭଉଣୀ ଶ୍ୱେତା ଏକ ଫ୍ୟାସନ ଶୋ ରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ମଧ୍ୟ ଚାଲିଗଲେ । ଏବେ ଏହିସବୁ କାରଣକୁ ନେଇ ଫ୍ୟାନ୍ସମାନେ କଥାବାର୍ତ୍ତା କରୁଛନ୍ତି । ଅଭିଷେକ ବଚ୍ଚନ ଆଉ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କିଏ ଆସିଗଲା ଯାହା ପାଇଁ ସେମାନେ ଅଲଗା ହୋଇଗଲେ । ଏବେ ଏହା ଚର୍ଚ୍ଚା ହେଉଛି ।