Movie prime

ବୁଢ଼ା ବୟସ ରେ ବିବାହ ର ମଜା ନେବେ ଅଭିନେତା ଆଶିଷ , ବହୁତ୍ ଦିନ ରୁ ଚାହୁଁଥିଲେ କରିବେ ବିବାହ ଆଉ ଶେଷରେ କରିଲେ...

 
Special Report
ଆପଣମାନେ ଲୋକପ୍ରିୟ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ ହୋଇଥାଏ।ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ବର୍ତମାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। 
Special Report
ଯାହାକୁ ଶୁଣି କିଛି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହେବା ସହିତ ଆଉ କିଛି ଦର୍ଶକ ବହୁତ ଖୁସି ହୋଇଛନ୍ତି।ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ଜଣେ ଯୁବତୀ ଙ୍କୁ ବିବାହ କରିଥିବା ଜଣାପଡ଼ିଛି।ଯୁବତୀ ଙ୍କ ନାମ ହେଉଛି ରୂପାଲି ବରୁଆ।
ବିବାହର ଫଟୋ ଆଉ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଅଭିନେତା ଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇଛନ୍ତି।
Special Report
ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସ ରେ ଆସାମର ରୂପାଲି ବରୁଆ ଙ୍କ ପ୍ରେମରେ ପଡ଼ି ଯାଇଛନ୍ତି।ଆପଣମାନେ ଜାଣିଥିବେ ସେଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳିକ ଫିଲ୍ମରେ ଅଭିନୟ କରିଛନ୍ତି।
କେବଳ ସେତିକି ନୁହେଁ ସେ ତିନି ଶହ ରୁ ଅଧିକ ଚଳଚ୍ଚିତ୍ର ରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି।ସବୁଠାରୁ ବଡ଼ କଥା ହେଉଛି ଯେ ଅଭିନେତା ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ବିବାହିତ ଥିଲେ।
Special Report
ତାଙ୍କ ପୂର୍ବ ପତ୍ନୀ ଙ୍କ ନାମ ହେଉଛି ରାଜୋଶି ବରୁଆ।ତାଙ୍କର ଏକ ପୁଅ ମଧ୍ୟ ଅଛନ୍ତି।ରୂପାଲି ବରୁଆ ଙ୍କୁ ବୟସ ମାତ୍ର ୩୩ ବର୍ଷ।ସୂଚନା ଅନୁସାରେ ଅଭିନେତା ଆଶିଷ ବିଦ୍ୟାର୍ଥୀ ଏବଂ ରୂପାଲି ବରୁଆ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି।
ସେଠାରେ ପରିବାର ଲୋକ ଏବଂ ସମ୍ପର୍କୀୟ ମାନେ ମଧ୍ୟ ଉପସ୍ଥିତ ଥିଲେ।ଅଭିନେତା ଆଶିଷ ବିଦ୍ୟାର୍ଥୀ ଏହି ବାହାଘର ରେ ବହୁତ ଖୁସି ଅଛନ୍ତି।ବର୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।