Movie prime

ବୁଢ଼ା ବୟସରେ ପୁଟିନ କଲେ ନୂଆ ବିବାହ... ହନିମୁନରେ ନୂଆଦିଲ୍ଲୀ ଆସିବେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି ପୁଟିନ। କାରଣ ସେ ପୁଣି ଥରେ ପ୍ରେମରେ ପଡି ଯାଇଛନ୍ତି।୭୧ ବର୍ଷ ତାଙ୍କୁ ହୋଇଥିବା ବେଳେ ତାଙ୍କର ପ୍ରେମିକା ତାଙ୍କ ଠାରୁ ୩୨ ବର୍ଷ ସାନ।
Special report
ସେ ହେଉଛନ୍ତି ସିନେଟର ଙ୍କ ଝିଅ ମିଜୁଲିନା। ବିଶ୍ଵ ର ଅନ୍ୟତମ ଶକ୍ତିଶାଳୀ ରାଜନେତା ତାଙ୍କର ରଣନୀତି ପାଇଁ ସେ ବେଶ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ପ୍ରେମ କାହାଣୀ ମଧ୍ୟ ବିଶ୍ୱରେ ଥିବା ଚର୍ଚ୍ଚିତ ପ୍ରସଙ୍ଗ ମଧ୍ୟରୁ ଗୋଟେ ଅଟେ।
ପରିଣତ ବୟସରେ ପୁଟିନ ଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଗୋଟେ ପଟେ ୟୁକ୍ରେନ୍ ସହ ଯୁଦ୍ଧ ପାଇଁ ସେ ଅନିଶ୍ଚିତତା କୁ ଠେଲି ହୋଇ ଯାଇଥିବା ବେଳେ ରାଷ୍ଟ୍ରପତି ପୁଟିନ ଙ୍କ ଆଉ ଏକ ପ୍ରେମ କାହାଣୀକୁ ନେଇ ବର୍ତ୍ତମାନ୍ ସମୟରେ ଚର୍ଚ୍ଚା ଲାଗି ରହିଛି।
ଏବେ ପୁଟିନ ଲଣ୍ଡନ ରେ ଜଣେ ଯୁବତୀଙ୍କ ପ୍ରେମରେ ପଡି ଉବୁଟୁବୁ ହେଉଥିବା କଥା କୁହା ଯାଇଛି। ସେ ହେଉଛନ୍ତି ପୁଟିନ ଙ୍କ ଠାରୁ ୩୨ ବର୍ଷ ସାନ।
Special report
୩୯ ବର୍ଷୀୟା ଏକାତେରିନା କାତ୍ୟା ମିଜୁଲିନା ଋଷ ରାଷ୍ଟ୍ରପତି ଙ୍କ ଇଣ୍ଟରନେଟ ସମ୍ବନ୍ଧୀୟ କାର୍ଯ୍ୟ କରୁଛନ୍ତି। ଏବଂ ତାଙ୍କୁ ହୃଦୟ ଦେଇ ବସିଛନ୍ତି ରାଷ୍ଟ୍ରପତି ପୁଟିନ।ମିଜୁଲିନା ହେଉଛନ୍ତି ପୁଟିନ ଙ୍କ ଦୃଢ଼ ସମର୍ଥକ ଏବଂ ୟୁକ୍ରେନ ବିରୋଧୀ ସିନେଟର ଙ୍କ ଝିଅ।
ଏହା ପୂର୍ବରୁ ପୁଟିନ ଙ୍କ ଦୀର୍ଘ ଦିନର ପ୍ରେମିକା ଆଲିନା କାବାଏରା ଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। ଏଭଳି କି ଦୁହିଁଙ୍କ ତିନି ରୁ ଚାରି ଜଣ ସନ୍ତାନ ଥିବା କଥା ମଧ୍ୟ କୁହା ଯାଇଥାଏ।
ଆଲିନା ଙ୍କୁ ପୁଟିନ ମହାଲାବି ଗିଫ୍ଟ କରିଥିବା କଥା ମଧ୍ୟ କୁହା ଯାଇଛି। ଆଲିନା ହେଉଛନ୍ତି ଜଣେ ସ୍ଵର୍ଣ୍ଣ ପଦକ ବିଜୟୀ ଆଥେଲେଟ।
ଏବେ ହଠାତ୍ ବୟସ୍କ ପୁଟିନ ଙ୍କ ଆଉ ଏକ ପ୍ରେମ କାହାଣୀ ଋଷ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.