Movie prime

ବୁଢ଼ା ବୟସ ରେ ରଙ୍ଗୀନ ହେଲେ ସଲମାନ୍ ଖାଁ, ଫେବୃଆରୀ ୧୪ ରେ ନୂଆ ଝିଅ ଧରି ବାଇକ୍ ରେ ବୁହାଇଲେ..

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ର ନାମୀ ଦାମୀ ଅଭିନେତା ସଲମାନ୍ ଖାଁ ଙ୍କୁ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ ସାରା ଭାରତ ରେ କିଏ ବା ନ ଜାଣିଚି।ସେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କୁ ଖୁବ୍ ଭଲ ଲାଗି ଥାଏ।କେବଳ ଭାରତ ରେ ନୁହେଁ ଭାରତ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ମାନେ ଅଛନ୍ତି।ଆମେ ଆଜି ଏହି ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special report
ଶୁଣିବାକୁ ମିଳୁଛି କୁ ସଲମାନ୍ ଖାଁ ବିବାହ କରିବାକୁ ଯାଉଛନ୍ତି।ନିଜ ଠାରୁ ଅଧା ବୟସ ର ଝିଅ ସହିତ ସେ ବିବାହ କରିବାକୁ ଯାଉଛନ୍ତି।ଏ କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ହେଲେ ଏହା ତାଙ୍କ ରିୟଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ ହେବାକୁ ଯାଉଚି।
ଆପଣ ମାନେ ସମସ୍ତେ ଜାଣି ଥିବେ ସେ ଏବେ ୫୭ ବର୍ଷ ରେ ପାଦ ରଖିଛନ୍ତି।ଏତେ ଅଧିକ ବୟସ ହୋଇ ମଧ୍ୟ ସେ ବିବାହ କରି ନାହାନ୍ତି।ଅନେକ ଝିଅ ଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହି ଥିଲା।
ହେଲେ ଶେଷ ରେ ସମସ୍ତେ ତାଙ୍କୁ ଛାଡି ଚାଲି ଯାଇଥିଲେ।ସେ ଆଉ ଅଳ୍ପ ଦିନ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି ବୋଲି ଏବେ ଶୁଣିବାକୁ ମିଳିଛି।ସଲମାନ୍ ଖାଁ ବର୍ତ୍ତମାନ ସମୟ ରେ ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ କୁ ନେଇ ବ୍ୟସ୍ତ ଅଛନ୍ତି।
Special Report
ଏହି ଫିଲ୍ମ ରେ ସେ ଦୁଇ ଜଣ ଅଭିନେତ୍ରୀ ଙ୍କ ସହିତ ଅଭିନୟ କରୁଛନ୍ତି।ନିକଟ ରେ ସେ ତାଙ୍କର ଗୋଟିଏ ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରି ଥିଲେ।ଏଥିରେ ସେ ଦୁଇ ଅଭିନେତ୍ରୀ ଙ୍କ ସହିତ ଫଟୋ ଉଠାଇ ଥିଲେ।
ଏହା ପରେ ସଲମାନ୍ ଖାନ୍ ଙ୍କ କିଛି ପ୍ରଶଂସକ ମାନେ କହି ଥିଲେ କି ସଲମାନ୍ ଖାନ୍ ବୋଧେ ଏବେ ବିବାହ କରିବେ।ସେହି ଦୁଇ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସେ ଜଣକୁ ବିବାହ କରିବେ।
ଏହା ପରେ ଏହି କଥା କୁ ନେଇ ଚାରି ଆଡ଼େ ଚର୍ଚ୍ଚା କରା ଯାଉଚି।ତେବେ ଆମେ କହି ଦେବାକୁ ଚାହୁଁଚୁ ଯେ ସଲମାନ୍ ଖାନ୍ ଆଉ ବିବାହ କରିବେ ନାହି ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.