Movie prime

୭୫ ବର୍ଷର ବୁଢ଼ା ଶଶୁରଙ୍କ ସହ ୨୫ ବର୍ଷର ବୋହୂ ସହ ବାହାଘର ଦେଖନ୍ତୁ ଭାଇରାଲ ହେଲା ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ଖବର ସମ୍ପର୍କରେ ଆପଣ ତ ଜାଣି ପାରୁଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ହେଉଛି କି ଶଶୁର ହୋଇ ବୋହୂ ସହ ଏଭଳି କାମ କରୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଶଶୁର ଜଣଙ୍କର ବୟସ ୭୫ ବର୍ଷ ଆଉ ବୋହୂ ଜଣଙ୍କର ବୟସ ୨୫ ବର୍ଷ । ଏହି ୭୫ ବର୍ଷର ଶଶୁର ୨୫ ବର୍ଷର ବୋହୂ ସହ ସମ୍ପର୍କ ରଖିଥିଲା ।
ପୁଅ ବିଦେଶରେ ରହି ଟଙ୍କା ରୋଜଗାର କରୁଥିଲା । ଆଉ ତାର ସ୍ତ୍ରୀ ଘରେ ଏକୁଟିଆ ଥିଲା । ଆଉ ଶଶୁର ଜଣଙ୍କର ମଧ୍ୟ ସ୍ତ୍ରୀ ପୂର୍ବରୁ ମରି ଯାଇଥିଲେ । ଆଉ ଶଶୁର ଜଣକ ମଧ୍ୟ ଏକୁଟିଆ ଥିଲେ । ଏହାପରେ ନିଜ ଘରର ବୋହୂ ଉପରେ ଆଖି ପକାଇଥିଲା ଶଶୁର ଜଣକ ।
Special Report
ଆଉ ନିଜ ବୋହୂ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ରଖୁଥିଲେ ଶଶୁର । ନିଜ ପୁଅ ଘରେ ନଥିବା ସମୟରେ ଶଶୁର ଜଣକ ବୋହୂ ସମାନ ଝିଅ ସହିତ ସମ୍ପର୍କ ରଖୁଥିଲା । ଆଉ ବୋହୂ ଜଣକ ମଧ୍ୟ ଏହି ସମ୍ପର୍କକୁ ସ୍ବୀକାର କରିଥିଲା ।
ଏହି ବୋହୂ ଜଣକ ନିଜ ସ୍ବାମୀ ନଥିବାରୁ ଶଶୁରର ସମ୍ପର୍କକୁ ସ୍ବୀକାର କରିଥିଲା । ଆଉ ଏହି ଶଶୁର ଜଣକ ଶେଷରେ ବୋହୂ ଜଣଙ୍କୁ ବିବାହ ମଧ୍ୟ କରିଥିଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ରସିକିଆ ଶଶୁର ଜଣଙ୍କୁ ଦେଖିପାରିବେ ।
Special Report
ପୁଅ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଏଭଳି କାମ କରୁଥିଲେ ନିଜ ସ୍ତ୍ରୀ ଆଉ ନିଜ ବାପା । ବୋହୂ ହୋଇ ବାପା ସମାନ ଶଶୁର ସହ ରଖୁଥିଲା ଶାରିରୀକ ସମ୍ପର୍କ । ଏହି ବୋହୂ ଜଣକ ଶଶୁର ପ୍ରେମରେ ଉବୁଟୁବୁ ହୋଇଥିଲା । ଆଉ ଏହି ଶଶୁର ସହ ଶେଷରେ ବିବାହ ବି କରିଥିଲା ।
Special
ଏହି ବୋହୂ ଜଣକ ଶଶୁରକୁ ବିବାହ କରିବାକୁ ଗୋଡ଼ ଟେକି ବସିଥିଲା । ସ୍ବାମୀ ସେପଟେ ସ୍ତ୍ରୀ, ବାପା ଆଉ ଭାଇ କିଭଳି ଭଲରେ ରହିବେ ସେଥିପାଇଁ ସେ ବାହାରକୁ ଯାଇ ଦାଦନ ଖଟୁଥିଲେ କିନ୍ତୁ ନିଜ ବାପା ଆଉ ସ୍ତ୍ରୀ ଏଭଳି କାମ କରିବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଏହି ଶଶୁର ଆଉ ବୋହୂ ଜଣଙ୍କର ବିବାହକୁ ପରିବାର ଲୋକେ ଏବଂ ସମ୍ପର୍କୀୟ ବାରଣ କରିଥିଲେ କିନ୍ତୁ ଏହି ଶଶୁର ଆଉ ବୋହୂ କାହାର କଥା ମାନି ନଥିଲେ । ଆଉ ଶେଷରେ ସେମାନେ ବିବାହ କରିଥିଲେ । ଆଉ ଏହି ଖବର ଏବେ ଚର୍ଚ୍ଚା ହେଉଛି ।