Movie prime

ବୁଢ଼ୀ ବୟସ ରେ ପୁଣି ମା ହେଲେ ସିନ୍ଧୁ ମୁସେୱାଲା ଙ୍କ ମା।ଲୋକେ କହିଲେ, ଯାହା ହେଉ.. ବାପା ମା ମଲା ପୁଅ କୁ ଭୁଲି ନୂଆ ସଂସାର କଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସିଦ୍ଧୁ ମୋସୱାଲା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ଗାୟକ। ତାଙ୍କର ଗୀତକୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।
ହେଲେ ଏବେ ସେ ଆଉ ଆମ ଗହଣରେ ନାହାଁନ୍ତି ।ତାଙ୍କୁ ଏକ ବର୍ଷ ପୂର୍ବେ ନିର୍ମମ ଭାବରେ ହ-ତ୍ୟା କରାଯାଇ ଥିଲା। ତାଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ସାରା ଦେଶରେ ଖୁବ ଉତ୍ତେଜନା ସୃଷ୍ଟି ହୋଇଥିଲା। ହେଲେ ଏବେ ସେ ଚର୍ଚ୍ଚାରେ ଅଛନ୍ତି।
Special report
କୁହା ଯାଉଛି କି ସିଦ୍ଧୁ ମୋସୱାଲା ଙ୍କ ସମସ୍ତ ସମ୍ପତ୍ତି ର ଉତ୍ତରାଧିକାରୀ ମିଳି ସାରିଛି। ଆମେ ଏବେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ସିଦ୍ଧୁ ମୋସୱାଲା ଙ୍କ ସମସ୍ତ ସ୍ଥାବର ଅସ୍ତାବ ସମ୍ପତ୍ତି ର ଉତ୍ତରାଧିକାରୀ କିଏ ହେବାକୁ ଯାଉଛି।
କାରଣ ଏହି ଖବର ଶୁଣି ସାରିବା ପରେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆପଣ ମାନେ ମଧ୍ୟ ଏହି ଖବର କୁ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ସିଦ୍ଧୁ ମୋସୱାଲାଙ୍କ ମା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି।ଅର୍ଥାତ୍ ସେ ଏବେ ଗର୍ଭବତୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସେ ଏକ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି। ଯିଏକି ପୁଣି ଥରେ ସିଦ୍ଧୁ ମୋସୱାଲା ଙ୍କ ବାପା ମାଆ ଙ୍କୁ ବାପା ଓ ମାଆ ବୋଲି ଡାକିବା।
Special report
ସିଦ୍ଧୁ ମୋସୱାଲା ଙ୍କ ଉତ୍ତରାଧିକାରୀ ତାଙ୍କର ଆସିବାକୁ ଯାଉଥିବା ଏହି ଭାଇଙ୍କୁ କୁହା ଯାଉଛି। ଆଉ ସିଦ୍ଧୁ ମୋସୱାଲା ଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ରହିଛି।
ଲୋକମାନେ ମଧ୍ୟ ଏହି ଖବର ସମ୍ପର୍କରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରିବାରେ ଲାଗି ପଡିଛନ୍ତି। ସେମାନେ କହିଛନ୍ତି କି ସିଦ୍ଧୁ ମୋସୱାଲା ପୁଣି ଥରେ ପୁନର୍ଜନ୍ମ ଭାବରେ ତାଙ୍କର ବାପା ଓ ମାଆ ଙ୍କ କୋଳକୁ ଫେରିବାକୁ ଯାଉଛନ୍ତି।
ଆଉ ପିଲାଟି ଜନ୍ମ ହେବା ମାତ୍ରେ ହିଁ କୋଟିପତି ହେବ ବୋଲି ଲୋକମାନେ କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।