Movie prime

ହେ ଭଗବାନ, ବୁଲି ବୁଲି ମାଛ ବିକୁଥିବା ମାଛବାଲା ସୁଯୋଗ ପାଇ ନବବଧୂ ର ଲୁଟିଲା ଇଜ୍ଜତ୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାମନା ନିଆ ରେ ଅନ୍ଧ ହୋଇଗଲା ମଣିଷ। ଏକୁଟିଆ ନିର୍ଜନ ସ୍ଥାନକୁ ମାଛ ଦେଖାଇବା ବୋଲି କହି ପ୍ରଥମ ଶ୍ରେଣୀର କଅଁଳ ଶିଶୁ ଦୁଇ ଜଣକୁ ନେଇ ଯାଇଥିଲା।
Special report
କେହି କୁଆଡେ ନଥିବା ଦେଖି ଜଣକ ପରେ ଜଣକୁ ମନ ଭରି ସେଠାରେ ହିଁ ଦୁ-ଷ୍କ-ର୍ମ କରିଥିଲା। କୁନି କୁନି ଛୁଆ ଦୁଇଜଣ କିଛି ଜାଣି ପାରୁ ନଥିବା ବେଳେ ସେମାନେ ସେଠାରେ ହିଁ ଖୁବ୍ ଜୋରେ ଚିତ୍କାର କରୁ ଥାଆନ୍ତି।
ହେଲେ ସେହି ଚିତ୍କାର ଶୁଣିବା ପରେ ଏହି ନର ରୁପି ରାକ୍ଷସ ଆହୁରି ଭୟଙ୍କର ହୋଇ ଉଠୁଥିଲା। ନିଜ ଦାନ୍ତରେ ମଧ୍ଯ ସେମାନଙ୍କୁ କାମୁଡି କାମୁଡି କ୍ଷତ ବିକ୍ଷତ କରି ପକାଉ ଥିଲା।
ଆଉ ନିଜର ମନ ଶାନ୍ତି ହୋଇ ସାରିବା ପରେ ନିଜର ଜାଗା ଛାଡି ସେଠାରୁ ହିଁ ଚଂପଟ ମାରିଥିଲା ଏହି ଦୁର୍ବୃତ୍ତ ଜଣକ। ହେଲେ ସେ ସେହି ଶିଶୁ ଦୁଇ ଜଣକୁ ସେଠାରେ ହିଁ ଛାଡି ପଳାଇ ଯାଇଥିଲା। ଆଉ ସେହି ସ୍ଥାନରେ ପଡି ଶିଶୁ ଦୁଇଜଣ ଯନ୍ତ୍ରଣାରେ ଛଟପଟ ହେଉଥିଲେ।
Special report
ତାଙ୍କର ଅବସ୍ଥା ଏଭଳି ହୋଇ ଯାଇଥିଲା କି ସେ କଥା କହି ପାରୁ ନଥିଲେ ତାଙ୍କର ଦେହ ହାତ ସଂପୂର୍ଣ୍ଣ ଭାବରେ ଥରୁ ଥିଲା। ଆଉ କଥା କହିବା ସମୟରେ ତାଙ୍କର ପାଟି ମଧ୍ୟ ଖନୀ ମାରି ଯାଉଥିଲା।
ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଯେତେବେଳେ ଘର ଲୋକ ଯାଇ ତାଙ୍କ ନିକଟରେ ପହଞ୍ଚି ଥିଲେ ସେତେବେଳେ ସେମାନେ ଏହି ଦୃଶ୍ୟ ଦେଖି ତାଙ୍କର ପାଦ ତଳୁ ସଂପୂର୍ଣ୍ଣ ଭାବରେ ମାଟି ଖସି ଯାଇଥିଲା।
ଆଉ ଗୁରୁତର ଅବସ୍ଥାରେ ଦୁଇ ଶିଶୁ ଙ୍କୁ ଉଦ୍ଧାର କରା ଯାଇଥିଲା। ଏଭଳି ଏକ ଲଜ୍ୟା ଜନକ ଘଟଣା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ, କାଳିଆ ପାଣି ଥାନା , ସୁକୁରଙ୍ଗି ଅଞ୍ଚଳରେ ଘଟି ଯାଇଛି।
ସୁଚନା ମୁତାବକ ଦିନ ଦୁଇଟା ସମୟରେ ଦୁଇ ଜଣ ନିଷ୍ପାପ ଶିଶୁ ଙ୍କୁ ଦୁ-ଷ୍କ-ର୍ମ କରାଯାଉ ଥିବା ନେଇ ମଧ୍ୟ ଏହା ସୁଚନା ମିଳିଛି। ଆଉ ଏହି ଅଭିଯୁକ୍ତ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର କ୍ଷେତ୍ରବାସ ଦେହୁରୀ ଙ୍କ ପୁଅ ରତ୍ନାକର ଦେହୁରୀ। ଆଉ ଏବେ ତାକୁ ପୋଲିସ୍ ଗିରଫ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.