Movie prime

ବସ ଭିତରେ କଣ କରୁଛନ୍ତି କଲେଜ୍ ଛାତ୍ରୀ, ଦେଖନ୍ତୁ ପୁରା ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏମିତି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ବସ୍ ଷ୍ଟାଣ୍ଡରେ ବସ୍ ଭିତରେ ଏଭଳି କାମ ହେଉଥିବାର କେବେ ଦେଖିନଥିବେ ।
ବସ୍ ଭିତରେ ଏଭଳି କାମ କରୁଛନ୍ତି ଲୋକମାନେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ବସ୍ ଷ୍ଟାଣ୍ଡରେ ବସ୍ ରହେ ଆଉ ଲୋକମାନଙ୍କୁ ବସ୍ ଯାତ୍ରା କରାଇଥାଏ । ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ବସ୍ ଗୁଡ଼ିକ ରହିଛି । ଆଉ ଏହା ଭିତରେ ମାଳ ମାଳ କ-ଣ୍ଡୋ-ମ୍ ପଡ଼ିଛି । ଏହି ବସର ସିଟ ଗୁଡ଼ିକ ସବୁ ଶୋଇ ରହିଛି । 
ଏହି ଦୃଶ୍ୟ ଦେଖିଲେ ଆପଣ ଭାବିବେ କି ଏହା କୌଣସି ରେଡ ଲାଇଟ୍ ଏରିଆ କିନ୍ତୁ ଏହା କୌଣସି ରେଡ ଲାଇଟ୍ ଏରିଆ ନୁହେଁ । ଏହା ହେଉଛି ବିଶ୍ଵ ପ୍ରସିଦ୍ଧ ଖଣ୍ଡଗିରିର ପାର୍କିଂ ସ୍ଥାନ ।
ପର୍ଯ୍ୟଟକମାନେ ଏହି ଅଞ୍ଚଳରେ ଗାଡ଼ି ପାର୍କ କରି ଖଣ୍ଡଗିରିର ମନୋହର ଦୃଶ୍ୟ ଦେଖିବାକୁ ଯାଆନ୍ତି । ଆଉ ସେହି ସ୍ଥାନରେ ତିନୋଟି ବସରେ ଚାଲୁଛି ଦେହ ବ୍ୟବସାୟ ।
ତାହେଲେ ଏଥିରୁ ଜଣାପଡୁଛି କି ଆମ ପର୍ଯ୍ୟଟନ ସ୍ଥଳୀ କେତେ ସୁରକ୍ଷିତ । ଆଉ ଏହି ଖବର ଆଗରୁ ଅନେକ ଥର ପ୍ରସାରଣ ହୋଇଛି କିନ୍ତୁ ପ୍ରଶାସନ ଏହାର କୌଣସି ପଦକ୍ଷେପ ନେଉନାହିଁ । 
ଏହି ଖବର ପ୍ରସାରଣର ତିନିମାସ ହୋଇଗଲାଣି କିନ୍ତୁ ଏହି ବସ୍ ତିନୋଟିକୁ ଅନ୍ୟତ୍ର ନିଆ ଯାଉ ନାହିଁ । ଏଥିରୁ ଜଣାପଡୁଛି କି କେତେ ସୁରକ୍ଷିତ ଆମ ପ୍ରଶାସନ ।
ଆଉ ଏହିସବୁ ଜିନିଷକୁ କେତେ ଗୁରୁତର ଭାବେ ନେଉଛି ପ୍ରଶାସନ । ସୂର୍ଯ୍ୟାସ୍ତ ହେବା ପରେ ଏଠି ଆରମ୍ଭ ହୋଇଯାଏ କଳେଙ୍କାରୀ କାମ । ଆଉ ଏଠି ଲୋକମାନଙ୍କର ଆଡ଼ା ଜମୁଛି ।
ବସ୍ ଭିତରେ ଏବଂ ବାହାରେ ଅନେକ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳୁଛି । ଏବେ ପ୍ରଶାସନ ଏନେଇ ଦୃଷ୍ଟି ଦେବା ଆବଶ୍ୟକ ଅଟେ ।