Movie prime

ବଡ ଖବର BYJU ସିଇଓ ଙ୍କ ଘରେ ଏବଂ ଅଫିସ ରେ ED କଲେ ଚଢ଼ାଉ ଦେଖନ୍ତୁ କାହିଁକି ହେଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ବାଏଜୁସ ଲର୍ଣିଂ ଆପ ବିଷୟ ରେ ଜାଣିଥିବେ। ଏହା ଏକ ଲର୍ଣିଂ ଆପ। ଚାରିଆଡ଼େ ଏବେ ଏହି ଲର୍ଣିଂ ଆପ ର ପ୍ରଚାର ପ୍ରସାର ଚାଲିଛି।
ଏହି ଲର୍ଣିଂ ଆପ ର ଏବେ ବେଶି ପ୍ରଚାର ଚାଲିବାରେ ପ୍ରାୟ ସମସ୍ତେ ଶୁଣିଥିବେ। ତେବେ ଏହା ର ସି ଇ ଓ
ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି।
ଏହି ଲର୍ଣିଂ ଆପ ର ସି ଇ ଓ ରବୀନ୍ଦ୍ର ଙ୍କ ବିରୋଧ ରେ ଆସିଲା ଫେମା ନିୟମ ଉଲଙ୍ଘନ କରିଥିବା ର ଅଭିଯୋଗ । ଦେଶ ର ସର୍ବ ବୃହତ୍ କମ୍ପାନୀ ବାଏଯୁସ ଲର୍ଣିଂ ରେ
ପୂର୍ବତନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଏହି କମ୍ପାନୀ କୁ ରେଡ୍ କରଯାଇଛି। ବୈଦେଶିକ ପରିଚାଳନା ନିୟମ ଆକ୍ଟ ଉଲଙ୍ଘନ ନେଇ କମ୍ପାନୀ ବିରୋଧ ରେ ଅଭିଯୋଗ କରଯାଇଛି।
ତେବେ ଏହାର ସି ଇ ଓ ବାଏଜୁସ ରବୀନ୍ଦ୍ର ଙ୍କ ଘର ଓ ଅଫିସ ରେ ଚଢାଉ କରାଯାଇଛି। ଏହି ଚଢାଉ ପରେ କିଛି ଆପତ୍ତିଜନକ ଡକ୍ୟୁମେଣ୍ଟ କୁ ଜବତ କରଯାଇଛି।
ତେବେ ସୂଚନା ମୁତାବକ ଫେମା ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ରେ ଆଜି ଇଡି ବାଙ୍ଗାଲୋର ସ୍ଥିତ ବାଏଜୁସ ଅଫିସ ରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସବୁ ଆପତିଜନକ
ଡକ୍ୟୁମେଣ୍ଟ କୁ ମଧ୍ୟ ଜବତ କରାଯାଇଛି।
ଏବଂ ରବୀନ୍ଦ୍ର ଙ୍କ ଘର ଓ ଅଫିସ ରେ ରେଡ୍ ମଧ୍ଯ କରଯାଇଛି। କିଛି ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡାଟା ମିଳିଛି ବୋଲି କୁହାଯାଉଛି। ତାଙ୍କ କମ୍ପାନୀ ୨୦୧୧ ରୁ୨୦୨୩ ମଧ୍ୟରେ ପ୍ରାୟ ୨୮ ହଜାର କୋଟି ଟଙ୍କା ର ବିଦେଶିକ ପୁଞ୍ଜି ନିବେଶ କରଯାଇଛି।
କମ୍ପାନୀ ପ୍ରତେହ ବିଦେଶିକ ପୁଞ୍ଜି ନାମରେ ବିଦେଶୀ କମ୍ପାନୀ ମାନଙ୍କୁ ପ୍ରାୟ ୯ ହାଜର ୭ ଶହ କୋଟି ଟଙ୍କା ଦେଇଛି। ସେହିଭଳି ତାଙ୍କ କମ୍ପାନୀ ରେ ୨୦୨୦-୨୧ ବର୍ଷ ଠାରୁ ଫାଇନାନ୍ସିଆଲ୍ ଷ୍ଟେଟମେଣ୍ଟ ପ୍ରସ୍ତୁତ କରାଯାଇ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.