Movie prime

ନିଜ ପ୍ରାଇଭେଟ୍ ଅଙ୍ଗ ରେ କ୍ୟାମେରା ଲଗେଇ ସମ୍ପର୍କ ରଖୁଥିବା ବେଳେ ଯୁବତୀ ସହ ଘଟିଗଲା ଏମିତି..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବର୍ତ୍ତମାନ ସମୟ ରେ ଝିଅ ମାନଂକ କାରାନମା ବିଷୟ ରେ ଭଲ ଭାବେ ଜାଣି ଥିବେ।କିଛି ଝିଅ ମାନେ ଅନ୍ୟ ପୁରୁଷ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି।ଆଜି ଆମେ ସେଭଳି ଜଣେ ମଡେଲ ଦିବ୍ୟା ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special Report
ଦିବ୍ୟା ଙ୍କୁ ତାଙ୍କ ପ୍ରେମିକ ସନ୍ଦେହ କରି ଶେଷ ରେ ଗୁଳି ଫୁଟାଇ ହ-ତ୍ୟା କରିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଡଗାଁ ରେ।ସେଠାରେ ଦିବ୍ୟା ଙ୍କୁ ହ-ତ୍ୟା କରା ଯାଇଛି।ପୋଲିସ କୁ ଏବେ ହ-ତ୍ୟା ର କାରଣ ବିଷୟ ରେ ଜଣା ପଡ଼ିଛି।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ସୂଚନା ଅନୁସାରେ ଦିବ୍ୟା ଜଣେ ମଡେଲ ଅଟନ୍ତି।ସେ ଜଣେ ବଡ ଗ୍ୟାଙ୍ଗ ଷ୍ଟାର ଙ୍କୁ ପ୍ରେମ କରୁଥିଲେ।ଗୋଟିଏ ହୋଟେଲ୍ ରୁମ୍ ରେ ସେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ପୋଲିସ ନିକଟ ରେ ଏହି ଖବର ପହଞ୍ଚିବା ପରେ
ସେମାନେ ହୋଟେଲ ରୁମ୍ ରେ ପହଞ୍ଚି ସେହି ଗ୍ୟାଙ୍ଗ ଷ୍ଟାର ଙ୍କୁ ଗୁଳି ଫୁଟାଇ ହ-ତ୍ୟା କରିଥିଲେ।ଓ ଦିବ୍ୟା ଙ୍କୁ ପୋଲିସ ସାକ୍ଷୀ ରୂପେ ନେଇ ଥିଲା।ଏହା ପରେ ଦିବ୍ୟା ସେହି ହୋଟେଲ ର ମାଲିକ ଅଭିଜିତ ଙ୍କୁ ପ୍ରେମ କରିଥିଲେ।ଅଭିଜିତ ଙ୍କ ଠାରୁ ବହୁତ ଟଙ୍କା ନେଇ ଥିଲେ।
Special Report
ସେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖି ଥିଲେ।ହେଲେ ଦିବ୍ୟା ଅଭିଜିତ ଙ୍କ କିଛି ଫଟୋ ଉଠାଇ ତାଙ୍କୁ ବାରମ୍ବାର ବ୍ଲାକ ମେଲ କରୁଥିଲେ।ଏ କଥା ରେ ଉଭୟ ଙ୍କ ମଧ୍ୟ ରେ ଖୁବ୍ ଝଗଡ଼ା ହୋଇ ଥିଲା।ଶେଷ ରେ ଅଭିଜିତ ତାଙ୍କୁ ଗୁଳି ଫୁଟାଇ ହ-ତ୍ୟା କରି ଥିଲା।
ଯେପରି କେହି ନ ଜାଣି ପାରିବେ ସେଥିପାଇଁ ଅଭିଜିତ ମୃ-ତ ଦେହ କୁ ଘୋଷାଡି ଘୋଷାଡି କାର ଭିତରେ ଭର୍ତି କରିଥିଲା।ଏହା ପରେ ତାଙ୍କୁ ଜଙ୍ଗଲ କୁ ନେଇ ପୋତି ପକାଇ ଥିଲେ।ଏହାକୁ ନେଇ ଦିବ୍ୟା ଙ୍କ ପରିବାର ଲୋକେ ତାଙ୍କୁ ଖୁବ୍ ଖୋଜାଖୋଜି କଲେ।
ଶେଷ ରେ ପୋଲିସ ରେ ଖବର ଦେଲେ।ପୋଲିସ ଘଟଣା ବିଷୟ ରେ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା କି ହୋଟେଲ ରେ ସି ସି ଟିଭି କ୍ୟାମେରା ଲାଗିଥିଲା।ଏହି କ୍ୟାମେରା ରୁ ସବୁ କିଛି ର ଭିଡିଓ କଏଦ ହୋଇ ଯାଇଥିଲା।
ଯାହା ଦ୍ଵାରା ପୋଲିସ ଅଭିଜିତ ଙ୍କୁ ଗିରଫ କରିଥିଲା। ପରେ ଅଭିଜିତ ଘଟଣା ର ସତ୍ୟାସତ୍ୟ ବିଷୟ ରେ ଜଣାଇ ଥିଲେ।ଏବେ ଅଭିଜିତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।