Movie prime

କ୍ୟାମେରା ସାମ୍ନାରେ ରେକର୍ଡ ହେଲା ଏମିତି କିଛି ଦୃଶ୍ୟ ଯାହାକୁ ନିଜେ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ - ରହସ୍ୟମୟ ଦୁନିଆ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ପାଞ୍ଚ ଟି ଭୟାନକ ଜୀବ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ରୋମ ମଧ୍ୟ ଟଙ୍କୁରି ଉଠିବ।
ଆଉ ଆପଣ ମାନେ ମଧ୍ୟ ଭୟରେ ଥରହର ହୋଇ ଯିବେ। ଆଉ ଆପଣ କେବେ ହେଲେ ମଧ୍ୟ ଏହା ଚାହିଁବେ ନାହିଁ କି କେବେ ମଧ୍ଯ ଆପଣ ମାନଙ୍କ ସାମ୍ନା ଏହି ଯିବ ମାନଙ୍କ ସହ ହୋଇ ଯାଉ ବୋଲି।
Special report
ପ୍ରଥମ ଟି ହେଉଛି Doorman ଏହା ହେଉଛି ଇଣ୍ଟରନେଟ୍ ଦ୍ବାରା ସୃଷ୍ଠି। ଏହା କେବେ ହେଲେ ମଧ୍ୟ ଆପଣଙ୍କ ଉପରକୁ ଆଟାକ୍ କରିବ ନାହିଁ। ହେଲେ ଏହାକୁ ଲୋକମାନେ ଦେଖିବା ପରେ ପ୍ରାୟତଃ ସମୟରେ ସେମାନେ ଖୁବ୍ ଡରି ଯାଇ ଥାଆନ୍ତି।
ଆଉ ଏହା ମୁହଁରେ ଥିବା ଦାନ୍ତ ମଧ୍ୟ ଦେଖିବା ପାଇଁ ଖୁବ୍ ଭୟଙ୍କର ଅଟେ। ଏହାକୁ ଦେଖିବା ପରେ ଆପଣ କେବେ ସେହି କବାଟ ନିକଟକୁ ଯିବାକୁ ଚେଷ୍ଟା କରିବେ ନାହିଁ।
Special report
ଏହାପରେ SCP 096 ଏହା ଦେଖିବାକୁ ଏକ ମଣିଷ ଆକାରର ମାତ୍ର ଏହାର ହାତ ମଣିଷ ମାନଙ୍କ ଠାରୁ ବହୁତ ଲମ୍ବା ଅଟେ। ଏହା ଯେତେବେଳେ କୌଣସି ଲୋକଙ୍କୁ ଦେଖିଥାଏ
ସେତେବେଳେ ଏହା ନିଜ ହାତ ସାହାଯ୍ୟରେ ନିଜ ମୁହଁ କୁ ଲୁଚାଇ ଦେଇଥାଏ। ଏହାପରେ ଖୁବ ଜୋରେ ଚିଲେଇବାକୁ ଲାଗିଥାଏ। କିଛି ସମୟ ପରେ ସେହି ଲୋକକୁ ଖାଇ ଦେଇଥାଏ। ଆଉ କିଛି ପ୍ରମାଣ ରଖି ନଥାଏ।
Special report
ଏହାପରେ ହେଉଛି SCP 682 ଏହାକୁ ଆପଣ କୌଣସି ହତିଆର ସାହାଯ୍ୟରେ ସହଜରେ ମାରି ପାରିବେ ନାହିଁ। ଯଦି ଆପଣ ଏଭଳି କରିବେ ତେବେ ଏହା ତାହାର ଶରୀରର ସେହି ଅଙ୍ଗ କୁ ପୁଣି ଥରେ ପୂର୍ବ ଭଳି କରି ଦେଇଥାଏ।
ଏହା କୌଣସି ଜୀବିତ ଜିନିଷ କୁ ଦେଖିବା ପରେ ହିଁ ତାହା ଉପରେ ସଙ୍ଗେ ସଙ୍ଗେ ହମଲା କରିଦେଇ ଥାଏ। ଏଥିରୁ ଏଭଳି ଏକ ଏସିଡ ବାହାରେ ଯାହା ମଣିଷର ଶରୀରକୁ ତରଳ କରି ଦେଇଥାଏ।
Special report
ଏହାପରେ ଅନ୍ୟଟି ହେଉଛି SCP 957 ଏହା ଏକ ଖାଲି ଥିବା ମଣିଷ ପରି ଦେଖା ଯାଇଥାଏ ଯେପରି କି ଏହା ଭିତରେ କିଛି ନାହିଁ। ଏହା ସେହି ଘର ଉପରେ ଆକ୍ରମଣ କରିଥାଏ ଯେଉଁ ଠାରେ କି କେବଳ ପୁରୁଷ ହିଁ ଥିବ।
ଏହା ସେହି ମଣିଷ ପଛରେ ଯାଇ ସେଠାରୁ ତାକୁ ଧରି ନେଇଥାଏ। ଏହାପରେ ତାକୁ ଖାଇ ପୁର୍ନବାର ତାର ପେଟରୁ ବାହାର କରି ଦିଏ ଯାହା ଫଳରେ ସେ ଲୋକଟି SCP ହୋଇ ଯାଏ।
ଆଉ ଶେଷରେ ହେଉଛି SCP 1471 ଏହା ହେଉଛି ଏକ ଆପ୍ଲିକେସନ୍ ଏହାକୁ ଯେତେବେଳେ ଆପଣ ଆପଣଙ୍କ ଫୋନ ରେ ଇନ୍ଷ୍ଟାଲ କରିବେ ତାହାର ଛଅ ଘଣ୍ଟା ପରେ ଆପଣଙ୍କ ଫୋନ କୁ ଅଜବ ଅଜବ ଫଟୋ ସବୁ ଆସିବାକୁ ଲାଗିବ।
ସବୁ ଫଟୋ ରେ ଆପଣଙ୍କୁ ମଧ୍ଯ ଏହି SCP ର ମୁହଁ ଦେଖିବାକୁ ମିଳିବ। ଆଉ ୯୦ ଘଣ୍ଟା ପରେ ସେହି ମଣିଷ କୁ ସବୁ ଜାଗାରେ ସେହି SCP ଦେଖା ଦେଇଥାଏ ।