Movie prime

କାର ଭିତରେ ଯୁବତୀ କୁ ଜବରଦସ୍ତି ଟେକି ନେଇ ୩ ଜଣ ଯୁବକ କଲେ ଅନୈତିକ କାଣ୍ଡ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚାହା ଦୋକାନ କୁ ଚାହା ପିଇବା ପାଇଁ ଯୁବତୀ ଜଣକ ଆସିଥିଲେ। ସେହି କାର ବାଲା ଏକ ସୁନ୍ଦରୀ ଝିଅ ଦେଖି ତାଙ୍କୁ କାର ଭିତରକୁ ଟାଣି ଟାଣି ନେଇ ଯାଇଥିଲେ।
Special report
ଆଉ ଏହାପରେ ତିନିଜଣ ସାଙ୍ଗକୁ ଧରି ସେହି ସୁନ୍ଦରୀ ଯୁବତୀଙ୍କୁ ସେଠାରେ ହିଁ ଦୁ-ଷ୍କ-ର୍ମ କରି ଦେଇଥିଲା। ଶେଷରେ ଦୁ-ଷ୍କ-ର୍ମ ସମୟରେ ଭିଡିଓ ମଧ୍ୟ କରିଥିଲା ସେହି ଚାହା ବାଲା। ଏହି ତିନିଜଣ କୁ ଏବେ ପୋଲିସ ଗିରଫ କରି ସାରିଛି।
ସେହି ତିନିଜଣ ଯୁବକ ଙ୍କ ମଧ୍ୟରୁ ସତ୍ୟମ୍ ନାମକ ଏକ ଯୁବକ ହେଉଛନ୍ତି ଜଣେ ଚାହା ଦୋକାନୀ। ହେଲେ ଏହି ଚାହା ଦୋକାନୀ କୌଣସି ସାମାନ୍ୟ ଚାହା ଦୋକାନୀ ନୁହେଁ।
ଏହି ଦୋକାନୀ ତାର ଦୋକାନକୁ ଆସୁଥିବା ଯୁବତୀକୁ ମଧ୍ୟ ଶିକାର ବନାଇ ତାକୁ ଦୁ-ଷ୍କ-ର୍ମ ମଧ୍ୟ କରି ଦେଉଛି। ଏହି କଥା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ହେଉଛି ସଂପୂର୍ଣ୍ଣ ଭାବରେ ଏକ ସତ କଥା ଅଟେ।
Special report
ସତ୍ୟମ୍ ନିଜ ଦୋକାନ କୁ ଆସିଥିବା ଜଣେ ଯୁବତୀ ସହ ସେ ପ୍ରଥମେ ବନ୍ଧୁତା କରିଥିଲେ। ଏହାପରେ ସେହି ଯୁବତୀକୁ ନିଜ ସାଙ୍ଗରେ ମଧ୍ଯ ଡାକି ନେଇଥିଲେ। ଆଉ ତାଙ୍କର ଘରେ ଛାଡ଼ିଦେବା ପାଇଁ ମଧ୍ୟ ସେ କହିଥିଲେ।
ଯୁବତୀ ଜଣକ ସତ୍ୟମ୍ ଉପରେ ବିଶ୍ବାସ କରି ସେହି କାର ଉପରେ ବସି ସେଠାରୁ ଚାଲି ଆସିଥିଲେ। ହେଲେ ସେହି କାର ଭିତରେ ଅନ୍ୟ ଦୁଇଜଣ ଯୁବକ ମଧ୍ଯ ଥିଲେ। ସେମାନେ ଏହି ଯୁବକଙ୍କ ସାଙ୍ଗ ଥିଲେ।
ସେହି ଚଳନ୍ତା କାର ରେ ଜଣକ ପରେ ଜଣେ ଯୁବତୀକୁ ଦୁ-ଷ୍କ-ର୍ମ କରି ଚାଲିଥିଲେ। ଯୁବତୀ ଜଣକ ଯଦି କିଛି କହିବେ ତାଙ୍କ ଭିଡିଓ ଭାଇରାଲ୍ କରିବା ସହ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ସେ ଧମକ ଦେଇଥିଲେ।
ଯୁବତୀଙ୍କୁ ଲହୁ ଲୁହାଣ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ତାଙ୍କୁ ଏହାପରେ ନେଇ ହସ୍ପିଟାଲ ରେ ମଧ୍ୟ ଭର୍ତି କରାଯାଇ ଥିଲା। ବର୍ତ୍ତମାନ୍ ଯୁବତୀ ଜଣକ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।