Movie prime

ସ୍ଵାମୀଙ୍କ ସହ ମିଶି ଖୁସିରେ ପୁଅ ବାହାଘରର କାର୍ଡ ବାଣ୍ଟିଲେ ଲୋକପ୍ରିୟ ଗୀତିକାର ନମିତା ଅଗ୍ରୱାଲ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ
Special Report
ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଅଭିନେତା, ଅଭିନେତ୍ରୀମାନଙ୍କ ଏବଂ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଆସୁଥିବା ଖବର ବା ଓଲିଉଡ ତାଙ୍କ ଜୀବନରେ ଘଟୁଥିବା ଘଟଣା ସବୁ ଜାଣି ପାରୁଛନ୍ତି । 
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ଏବଂ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଜାଣିଥିବେ । ଏହି କଣ୍ଠଶିଳ୍ପୀ ଜଣକ ଅନେକ ଗୀତ ଗାଇଛନ୍ତି । ତାଙ୍କ ଗୀତରେ ଯାଦୁରେ ସାରା ରାଜ୍ୟ ଆଜି ଝୁମୁଛି । ଭଜନ ହେଉ ବା ଆଧୁନିକ ସେ ସବୁ ଗୀତ ଗାଇଛନ୍ତି ।
Special Report
ତାଙ୍କର କଣ୍ଠ ସ୍ୱର ବହୁତ ମଧୁର ଅଟେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅଭିନେତା ଏବଂ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବେ ଶାଶୁ ହେବାକୁ ଯାଉଛନ୍ତି । 
ସେ ତାଙ୍କ ପୁଅର ବାହାଘର କରିବାକୁ ଯାଉଛନ୍ତି । ଆଉ ସେଥିପାଇଁ ସେ ବିବାହର ସବୁ କଥା କରୁଛନ୍ତି । ବିବାହ ପାଇଁ ଝିଅ ଦେଖି ସେ କାର୍ଡ ଛପେଇ ମଧ୍ୟ ସାରିଲେଣି । ଆଉ ଏବେ ତାଙ୍କ ପୁଅ ବିବାହର କାର୍ଡ ନେଇ ସେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯାଇଛନ୍ତି ।
Special Report
ଏହି ଭିଡିଓରେ ଆପଣମାନେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ତାଙ୍କ ପୁଅ ବିବାହର କାର୍ଡ ନେଇ ଯାଉ ଥି ଦେଖିପାରିବେ । ସେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି । 
କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ସିତାରାମ ଅଗ୍ରୱାଲ ତାଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରେ ତାଙ୍କର ବାହାଘର ହେବ । କଣ୍ଠଶିଳ୍ପୀ ନମିତାଙ୍କ ପୁଅ ସିଦ୍ଧାର୍ଥ ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ
ତଥା ଫିଲ୍ମ୍ ହିରୋଇନ୍ ତମନ୍ନାଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କର ବିବାହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଣ୍ଠଶିଳ୍ପୀ ନମିତା ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ । ସେ ସମସ୍ତଙ୍କୁ କାର୍ଡ ବାଣ୍ଟି ସାରିଛନ୍ତି ।