Movie prime

ଚାକିରି ରେ ପ୍ରମୋସନ ପାଇବାକୁ ନିଜ ସ୍ତ୍ରୀ କୁ ଉପରିସ୍ଥ କର୍ମଚାରୀ ଙ୍କ ସହ ଶୁଆଇଦେଲା ସ୍ଵାମୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ହନିମୁନ କରୁଥିବା ବେଳେ ନିଜ ସ୍ତ୍ରୀ କୁ ମାରି ଦେଇଛି ସ୍ଵାମୀ। ବାହାଘର ପରେ ସମସ୍ତେ ହନିମୁନ ଯାଇ ଥାଆନ୍ତି।
Special report
ଆଉ ସେମାନେ ମଧ୍ୟ ନିଜର ଜୀବନସାଥୀ ମାନଙ୍କ ସହ କିଛି ଅଭୁଲା ମୁହୂର୍ତ୍ତ କାଟିବାକୁ ବେଶ ଭଲ ମଧ୍ୟ ପାଇ ଥାଆନ୍ତି। ବାହାଘର ପରେ ସମସ୍ତେ ନିଜର ଜୀବନର ଆରମ୍ଭ କିଛି ଖଟା ମିଠା ସ୍ମୃତି ରୁ ଆରମ୍ଭ କରିବା ପାଇଁ ମଧ୍ୟ ଚାହିଁ ଥାଆନ୍ତି।
ଆଉ ଏହି ସମୟ କୁ ବଞ୍ଚିବା ପାଇଁ ହନିମୁନ ପ୍ଲାନିଂ କରିଥିଲେ ଅନି ଦିୱାନି ଓ ସିରି। ସିରି ଏକ ବଡ଼ ଘରର ପୁଅ ହୋଇଥିବା ବେଳେ ଅନି ହେଉଛନ୍ତି ଏକ ନାମୀଦାମୀ ଘରର ଝିଅ। ଦୁହେଁ ଦୁହିଁକୁ ଲଣ୍ଡନ ରେ ହିଁ ଦେଖିଥିଲେ।
ଏହାପରେ ସେମାନେ ଦୁହେଁ ସାତ ଜନ୍ମର ସାଥୀ ହେବେ ବୋଲି ମଧ୍ୟ ଏହା ନିଷ୍ପତ୍ତି ନେଇ ଯାଇଥିଲେ। ଆଉ ତାଙ୍କର ନିଷ୍ପତ୍ତି କୁ ମଧ୍ୟ ସେ ଘରେ କହିବା ପରେ ଦୁଇ ପରିବାର ରାଜି ହୋଇ ତାଙ୍କର ଧୁମଧାମ ରେ ବାହାଘର କରାଇ ଥିଲେ।
Special report
ଏହାପରେ ଦୁହେଁ ହନିମୁନ ଯିବାର ପ୍ଲାନିଂ ମଧ୍ଯ କରିଥିଲେ। ସେମାନେ ସାଉଥ୍ ଆଫ୍ରିକା ରେ ନିଜର ହନିମୁନ କରିବେ ବୋଲି ମଧ୍ୟ ଏହା ନିଷ୍ପତ୍ତି ନେଇଥିଲେ। ଏହାପରେ ନିଜର ବ୍ୟାଗ୍ ପତ୍ର ପ୍ୟାକିଂ କରି ନିଜର ହନିମୁନ ରେ ବାହାରି ଯାଇଥିଲେ
ଏହି ପ୍ରେମୀ ଯୁଗଳ। ହେଲେ ସବୁକିଛି ବଦଳି ଯାଇଥିଲା। ସାଉଥ୍ ଆଫ୍ରିକାରେ ପହଞ୍ଚିବା ପରେ ସେଠାରେ ରାତି ବିତାଇ ଥିଲେ। ଆଉ ଜ୍ୱାଲା ନାମକ ଏକ କ୍ୟାବ୍ ଅନ୍ୟତ୍ର ଯିବା ପାଇଁ ବୁକ୍ ମଧ୍ୟ କରିଥିଲେ।
ହେଲେ ସେ ଜାଣି ନଥିଲେ ଏହା ତାଙ୍କୁ ଭାରି ପଡିବ ବୋଲି। ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କ ଠାରୁ ସବୁ ଜିନିଷ ଚୋରି କରି ନେଇ ଯାଇଥିଲେ। ଆଉ ସ୍ତ୍ରୀ ଅନି ଙ୍କୁ କିଡନ୍ୟାପ କରି ନେଇ ଯାଇଥିଲେ। ଏହାପରେ ସିରି ଅନିଙ୍କୁ ବହୁତ ଖୋଜିଲେ ହେଲେ ପାଇଲେ ନାହିଁ।
ଯଦିଓ ପାଇଲେ ଅନି ଙ୍କ ମର ଶରୀର କୁ ଆଉ ସେ ତାଙ୍କ ସ୍ତ୍ରୀ ଙ୍କ ବିନା କିଭଳି ବଞ୍ଚିବେ ତାହା ଭାବି ପାରି ନଥିଲେ। ହେଲେ ପରେ ଜଣାପଡି ଥିଲା କି ସିରି ଏଭଳି ଡ୍ରାମା କରିଥିଲେ। ହୋଟେଲ୍ ର ସିସି ଟିଭି ଓ କଲ୍ ରେକର୍ଡ ରୁ ଜଣା ପଡ଼ି ଯାଇଥିଲା କି ଏହା ପଛରେ ସିରି ଙ୍କ ହାତ ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.