Movie prime

ସାମାନ୍ୟ ଗୋଟେ ଭୁଲ ଇଞ୍ଜେକସନ ପାଇଁ ମରିଗଲେ ଅଭିନେତ୍ରୀ। ହସ୍ପିଟାଲ ବେଡରେ ଛଟପଟ ହୋଇ କଲେ ଶେଷ ଚିତ୍କାର...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦଙ୍ଗଲ ଗାର୍ଲ୍ ଭାବେ ଜଣା ଶୁଣା ସୁହାନୀ ଆଉ ଏ ଦୁନିଆ ରେ ନାହାନ୍ତି।ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ମାତ୍ର ୧୯ ବର୍ଷ ବୟସ ରେ ସେ ମୃ-ତ୍ୟୁ ବରଣ କଲେ।
Special report
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ। ଦଙ୍ଗଲ ସିନେମା ରେ ଅମୀର ଖାଁ ଙ୍କ ଝିଅ ଭୂମିକା ରେ ଅଭିନୟ କରି ଥିଲେ।ବବିତା ଙ୍କ ଭୂମିକା ଟି କୁ ସେ ବହୁତ ସୁନ୍ଦର ଭାବେ ପ୍ରଦର୍ଶନ କରି ଥିଲେ।ହେଲେ ଏବେ ଖବର ଆସୁଛି କି ସେ ଆଉ ଏ ଦୁନିଆ ରେ ନାହାନ୍ତି।
ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ସୂଚନା ଅନୁସାରେ କିଛି ଦିନ ପୂର୍ବେ ସୁହାନି ଙ୍କ ର ଏକ ସଡ଼କ ଦୁ-ର୍ଘ-ଟ-ଣା ହୋଇ ଥିଲା।ଏଥିରେ ତାଙ୍କ ଗୋଡ ଭାଙ୍ଗି ଯାଇ ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ କୁ ନିଆ ଯାଇ ସେଠାରେ ଚିକିତ୍ସିତ କରା ଯାଉ ଥିଲା।
ହେଲେ ସେ ଯେଉଁ ମେଡ଼ିସିନ୍ ଖାଉ ଥିଲେ ତାହା ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇ ଥିଲା।ତାଙ୍କ ଶରୀର ଆହୁରି ଅଧିକ ଖରାପ ହେବାକୁ ଲାଗିଲା।ଡାକ୍ତର ମାନେ ଜାଣି ପାରିଲେ ନାହିଁ ତାଙ୍କର ଏପରି କାହିଁକି ହେଉଚି।ଏହା ପରେ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।
Special report
ସୁହାନି ଭଟ୍ଟନଗର ବଲିଉଡ ର ଜଣେ ପ୍ରସିଦ୍ଧ ଶିଶୁ କଳାକାର ଥିଲେ।ତାଙ୍କର ମୃ-ତ୍ୟୁ ଦିଲ୍ଲୀ ର ଏକ ଘରୋଇ ହସ୍ପିଟାଲରେ ହୋଇଚି।ତାଙ୍କ ଶେଷ ରୀତିନୀତି ଫରିଦାଵାଦ ର ସେକ୍ଟର ୧୫ ରେ କରା ଯିବ। ଦଙ୍ଗଲ ଫିଲ୍ମ ରେ ଅଭିନୟ କରିବା ପରେ ଲୋକ ମାନେ ତାଙ୍କୁ ଜାଣିବା ଆରମ୍ଭ କଲେ।
ସେଥିରେ ସେ ଅମୀର ଖାଁ ଙ୍କ ଝିଅ ଭୂମିକା ରେ ଅଭିନୟ କରି ଥିଲେ।ଏତେ କମ୍ ବୟସ ରୁ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିବ ବୋଲି କେହି ବିଶ୍ବାସ କରି ନ ଥିଲେ।ତାଙ୍କ ମୃତ୍ୟୁ ପରେ ବଲିଉଡ ରେ ଏକ ଶୋକ ର ଛାୟା ଖେଳି ଯାଇଛି।
ଏହା ପୂର୍ବ ରୁ ସେ ଅନେକ ସିରିଏଲ୍ ରେ କାମ କରିଥିଲେ। ଦଙ୍ଗଲ ପରେ ତାଙ୍କୁ ଅନେକ ସିନେମା ପାଇଁ ଅଫର୍ ମିଳି ଥିଲା।ହେଲେ ଏତେ କମ୍ ବୟସ ରୁ ସେ ଅଭିନୟ ଠାରୁ ଦୂରେଇ ରହି ପାଠ ପଢା ରେ ମନୋନିବେଶ କଲେ।ଆଜି ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଯାଇଚି ଯାହାକୁ ଶୁଣି ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.