Movie prime

ଚାଲିଗଲେ ଆପଣଙ୍କ ଲୋକପ୍ରିୟ କଳାକାର ଦେଖନ୍ତୁ ହଠାତ୍ କଣ ହେଇଗଲା ଏମିତି ସମସ୍ତଙ୍କ ଆଖିରେ ଲୁହ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ସବୁ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special report
ଆପଣମାନେ ଓଲିଉଡ, ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ପୁଣି ଏକ ଦୁଃଖଦ ଖବର ଆସିଛି ।
ଆପଣମାନେ ସମସ୍ତେ ଏହି ଦୁଃଖଦ ଖବର ଶୁଣିଲେ ଆପଣ ମନ ଦୁଃଖ କରିବେ । ଆପଣମାନେ ଏହି ଦୁଃଖଦ ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଚଳଚିତ୍ର ଜଗତ ପାଇଁ ଏକ ଦୁଃଖଦ ଖବର ଆସିଛି ।
Special report
ଏହି ଅଭିନେତା ଜଣକ ଆମ ଦେଶ ପାଇଁ ଗର୍ବ ଆଉ ଗୌରବ । ଆମ ଦେଶରେ ଅନେକ କଳାକାର ଅଛନ୍ତି । ଆମ ଦେଶ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାର ଅଛନ୍ତି ଆଉ ସେମାନଙ୍କ ମୃ-ତ୍ୟୁ ଖବରରେ ସମସ୍ତେ ଭାଙ୍ଗି ପଡିଛନ୍ତି ।
ଟେଲି ଅଭିନେତା ଜଣଙ୍କର ମୃ-ତ୍ୟୁ ହୋଇଛି । ଟେଲି ଅଭିନେତା ଜଣଙ୍କର ମୃ-ତ୍ୟୁରେ ସିନେମା ଜଗତ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ସମସ୍ତ କଳାକାର ଏବଂ ତାଙ୍କର ପ୍ରଂଶସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
Special report
ଏହି ଟେଲି ଅଭିନେତା ଜଣଙ୍କର ହୃଦଘାତରେ ପରଲୋକ ହୋଇଛି । ଏହି ଟେଲି ଅଭିନେତା ଜଣକ ଅଗ୍ନାଶୟ ରୋଗରେ ପୀଡିତ ଥିଲେ । ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ହଠାତ୍ ତାଙ୍କର ପରଲୋକ ଘଟିଲା ।
ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏହାପରେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ଶେଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃ-ତ୍ୟୁ ବେଳକୁ ଅଭିନେତା ଜଣଙ୍କୁ ୬୫ ବର୍ଷ ହୋଇଥିଲା ।
ଏହି ଅଭିନେତା ଜଣକ ହେଉଛନ୍ତି ଋତୁରାଜ ସିଂ । ସେ ରାଜସ୍ଥାନର କୋଟାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀରେ ତାଙ୍କର ପାଠପଢା କରିଥିଲେ । ୧୯୯୩ ମସିହାରେ ସେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ମୃ-ତ୍ୟୁରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।