Movie prime

ଚାଲିଥିଲା ସୁଟିଂ ହଠାତ୍ ମାଡ଼ି ଆସିଲା ଚିତା ବାଘ ଦେଖନ୍ତୁ ତା ପରେ କଣ ହେଲା ହଠାତ୍

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଖବର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ଖବର ଏବେ ସୋସିଆଲ ମିଡ଼ିଆ ଦ୍ଵାରା ଚର୍ଚ୍ଚାକୁ ଆସିଛି । ଫିଲ୍ମର ସୁଟିଂ ଚାଲିଥିଲା । ଆଉ ସେହି ସମୟରେ ସେଠାରେ ସେଭଳି କିଛି ଘଟଣା ଘଟିଥିଲା ଯାହା ବିଷୟରେ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ ।
ଏହି ଭିଡିଓ ମାଧ୍ୟମରେ ଆପଣ ଏହି ଖବର ଜାଣିପାରିବେ । ମୁମ୍ବାଇର ଗୋର ଗାଓଁ ଫିଲ୍ମ୍ ସୁଟିଂ ସେଟରେ ଚାଲିଥିଲା ଫିଲ୍ମ୍ ସୁଟିଂ ଆଉ ଏହି ସୁଟିଂ ସେଟରେ ଏକ ବାଘ ପଶି ଆସିଥିଲା । ଆଉ ଏହି ବାଘକୁ ଦେଖି ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।
Special report
ଏହି ଖବର ଏବେ ଚର୍ଚ୍ଚାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିଛନ୍ତି । ଟିଭି ସିରିଏଲ୍ ସୁଟିଂ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଚିତାବାଘ ପଶି ଆସିଥିଲା । ଆଉ ସେଠାରେ ୨୦୦ ରୁ ଅଧିକ ଲୋକ ଥିଲେ । 
ସମସ୍ତେ ଏହି ବାଘକୁ ଦେଖି ଭୟଭୀତ ହୋଇ ଯାଇଥିଲେ । ଏହି ସୁଟିଂ ସେଟରେ ୨୦୦ ରୁ ଅଧିକ ଲୋକ ଥିଲେ କିନ୍ତୁ କାହାର କୌଣସି କ୍ଷତି ହୋଇନାହିଁ । ୧୦ ଦିନ ଭିତରେ ଏଭଳି ଅନେକ ଥର ଅର୍ଥାତ୍ ଚାରି କି ପାଞ୍ଚ ଥର ଏହିଭଳି ବାଘ ଦେଖା ଗଲାଣି ।
Special report
ଆଉ ଏହି ବିଷୟରେ ସରକାର କିଛି କରୁନାହାଁନ୍ତି ବୋଲି ଭାରତୀୟ ଫିଲ୍ମ୍ ଆସୋସିଏସନର ମୁଖ୍ୟ କହିଛନ୍ତି । ଏଠାକୁ ବାରମ୍ବାର ଏଭଳି ଚିତାବାଘ ଆସୁଛି କେଉଁ ସମୟରେ କାହା ସହିତ କଣ ଘଟଣା ବି ଘଟିପାରେ । ଆଉ ଏହିସବୁ କଥା ଭାବି ଲୋକମାନେ ସେଠାକୁ ମଧ୍ୟ ସୁଟିଂ ଦେଖିବାକୁ ଯିବେ ନାହିଁ ।
Special report
ଏହି ସୁଟିଂ ସେଟରେ ଏଭଳି ଘଟୁଥିବାରୁ ଏହି ବିଷୟରେ ଏହି ଫିଲ୍ମ୍ ଆସୋସିଏସନର ମୁଖ୍ୟ ବିଧାନସଭାରେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସେ କହିଛନ୍ତି । ଏଭଳି ଅନେକ କଥା ସେ ଗଣମାଧ୍ୟମ ଆଗରେ କହିଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ମହାରାଷ୍ଟ୍ର ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତେ ଅନୁରୋଧ କରିଛନ୍ତି । ନହେଲେ କାହାର କିଛି ବି ହୋଇପାରେ ।