Movie prime

ଚନ୍ଦ୍ର ରେ ଏଥର ହୋଇପାରିବ ଚାଷ ! ଶାଗ ମଞ୍ଜି ପକେଇ ଦେଲେ ବି ଫଟାଫଟ ଉଠିଯିବ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ର ଯାନ ତିନି କୁ ଚନ୍ଦ୍ର କୁ ପଠାଇଛି।ଲ୍ୟାଣ୍ଡର ବିକ୍ରମ ମାଧ୍ୟମ ରେ ସେ ରୋଭର୍ ପ୍ରଜ୍ଞାନ କୁ ପଠାଇଛି।ଏହା ପୂର୍ବରୁ କୌଣସି ଦେଶ ଚନ୍ଦ୍ର ର ଦକ୍ଷିଣ ମେରୁ କୁ ଚନ୍ଦ୍ର ଯାନ ପଠାଇ ନ ଥିଲା।
Special report
ଭାରତ ପ୍ରଥମ ଥର ପାଇଁ ଏହା କରି ଇତିହାସ ସୃଷ୍ଟି କରିଛି।ଆଜି ଭାରତ ର ଏହି ସଫଳତା ପାଇଁ ତାକୁ ଅନେକ ଦେଶ ତରଫ ରୁ ପ୍ରଶଂସା କରା ଯାଇଛି।ଏହା ଭାରତୀୟ ଲୋକ ଙ୍କ ପାଇଁ ଏକ ଗର୍ବ ର ବିଷୟ।ରୋଭର୍ ପ୍ରଜ୍ଞାନ ଚନ୍ଦ୍ର ରେ ଚଉଦ ଦିନ ରହିବ।ଏହା ପରେ ସେ ପୃଥିବୀ କୁ ଫେରି ଆସିବ।
ସୂଚନା ଅନୁସାରେ ରୋଭର ପ୍ରଜ୍ଞାନ ଏବେ ବହୁ ଧିର ଗତି ରେ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ବୁଲୁଛି।ଏହି ୧୪ ଦିନ ମଧ୍ୟ ରେ ସେ ଜଳ ର ସନ୍ଧାନ କରିବ।ବିକ୍ରମ ଚନ୍ଦ୍ର ଯାନ ରୁ ରୋଭର ପ୍ରଜ୍ଞାନ ଓହ୍ଲାଇବା ପରେ ସେ କେବଳ ତାର କାମ କରି ଚାଲିଛି।
ସେ ଏବେ ଚନ୍ଦ୍ର ରେ ଜଳ ଥିବାର ସୂଚନା ଦେଇଛି।ଏହା ଛଡ଼ା ଚନ୍ଦ୍ର ରେ ଅମ୍ଳଜାନ,ଉଦଜାନ,ସଲଫର୍,କାର୍ବନ,ମାଗ୍ନେସିୟମ,ଥିବାର ସୂଚନା ଦେଇଛି।ଏହା ଛଡା ଚନ୍ଦ୍ର ରେ ମାଟି କୁ ନେଇ ଏବେ ପରୀକ୍ଷା କରିଛି ରୋଭର ପ୍ରଜ୍ଞାନ।
Special report
ରୋଭର ପ୍ରଜ୍ଞାନ ଆଖି ରେ ଦୁଇଟି କ୍ୟାମେରା ଲାଗିଛି।ଯେଉଁ ଥିରେ ସେ ଚନ୍ଦ୍ର ପୃଷ୍ଠ ର ଟିକି ନିଖୀ ଖବର ଦେଇ ପାରୁଚି।ଅଗଷ୍ଟ ୨୩ ତାରିଖ ଦିନ ୬.୦୪ ମିନିଟ ରେ ଚନ୍ଦ୍ର ପୃଷ୍ଠ ରେ ବିକ୍ରମ ରୋଭର ପ୍ରଜ୍ଞାନ କୁ ତାର ଯାନ ରୁ ଓହ୍ଲାଇଲା।
ଏହା ପରେ ପ୍ରଜ୍ଞାନ ଏକୁଟିଆ ଚନ୍ଦ୍ର ରେ ବୁଲୁଛି।ଚନ୍ଦ୍ର ର ଉପର ସ୍ତର ଖାଲ ଢିପ ରେ ପରିପୂର୍ଣ୍ଣ।ସେଥିପାଇଁ ପ୍ରଜ୍ଞାନ ଧୀରେ ଧୀରେ ଚନ୍ଦ୍ର ପୃଷ୍ଠ ରେ ଚାଲିଛି।କ୍ୟାମେରା ରେ ତାକୁ ଦେଖିଲେ ପୁରା ସ୍ପଷ୍ଟ ଭାବେ ଚନ୍ଦ୍ର ପୃଷ୍ଠ ଦେଖା ଯାଉଚି।
ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଏହାର ପ୍ରତି ଟି ଛବି ଲୋକ ମାନଙ୍କୁ ସେୟାର କରିଛନ୍ତି।ଏବେ ଜହ୍ନ ରେ ବଞ୍ଚିବା ସମ୍ଭବ ବୋଲି ସମସ୍ତେ କହୁଛନ୍ତି।
ଏବେ ଦେଖିବାକୁ ବାକି ରହିଲା ଆଉ କେତେ ଦିନ ମଧ୍ୟ ରେ ମଣିଷ ଜହ୍ନ ରେ ଜାଇ। ରହୁଚି।ଏହାକୁ ଦେଖିବା ପାଇଁ ଲୋକ ଙ୍କ ମନ ରେ ଆଗ୍ରହ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.