Movie prime

Chandrayaan-3 ସଫଳ ହେଲେ ଭାରତକୁ ମିଳିବ ଏହି ସବୁ ଲାଭ ଜାଣି ରଖନ୍ତୁ ଲାଭ ଗୁଡ଼ିକ କଣ - Special Report

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ ।
Special report
ଏହି ଭିଡିଓ ଦ୍ଵାରା ଆପଣମାନେ ଜାଣିପାରିବେ କି ଚନ୍ଦ୍ରଯାନ ବିଷୟରେ । ଆପଣମାନେ ସମସ୍ତେ ଜାଣିଥିବେ ଗତକାଲି ଚନ୍ଦ୍ରଯାନ -୩ ଚନ୍ଦ୍ରକୁ ଛଡ଼ା ଯାଇଥିଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପ୍ରଫେସର ଅମିତ ମିଶ୍ର ଏହି ଚନ୍ଦ୍ରଯାନକୁ ନେଇ ଅନେକ କଥା କହିଛନ୍ତି । ଏହିସବୁ ଆପଣମାନେ ଜାଣିପାରିବେ ।
Special report
୨୦୧୯ ମସିହା ସେପ୍ଟେମ୍ବର ମାସରେ ସମସ୍ତେ ଅପେକ୍ଷା କରିଥିଲେ କି ଚନ୍ଦ୍ରଯାନ ସଫଳ ହେବ ବୋଲି ଆଉ ଏହା ଆକାଶକୁ ଛୁଇଁବ । ଆଉ ଚନ୍ଦ୍ର ପୃଷ୍ଠରେ ନାଁ ରଚିବ ବୋଲି କିନ୍ତୁ ଏହି ଅଭିଯାନ ସେହି ସମୟରେ ବିଫଳ ହୋଇଥିଲା । ଆଉ ଗତକାଲି ଚନ୍ଦ୍ର ପୃଷ୍ଠକୁ ଛଡ଼ା ଯାଇଥିଲା ।
ଏହା ସଫଳ ହେବ କି ନାହିଁ ଏହି କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ବିଷୟକୁ ନେଇ ପ୍ରଫେସର ଜଣଙ୍କୁ ପଚରା ଯାଇଛି । ଆଉ ଏହି ବିଷୟରେ ସେ ସବୁ କଥା କହିଛନ୍ତି । ସେ କହିଛନ୍ତି ଚନ୍ଦ୍ରଯାନ ସଫଳ ହୋଇପାରେ ।
Special report
ଏହିଥର ଆଶା କରାଯାଇଛି କି ଏହା ସଫଳ ହୋଇପାରେ । ଏହା ସଫ୍ଟ ଲ୍ୟାଣ୍ଡ କରିବ । କାହିଁକି ମଧ୍ୟରେଖା ଅଞ୍ଚଳରେ ଅବତରଣ କରିବ ଚନ୍ଦ୍ରଯାନ । ମୁନ ଇଜୁଏଟର ବା ଚନ୍ଦ୍ରର ମଧ୍ୟରେଖା ନିକଟରେ ଅବତରଣ କରିବା ସଫଳ ଆଉ ନିରାପଦ ଅଟେ ।
ଚନ୍ଦ୍ରଯାନ ୧ ରେ କମ୍ୟୁନିକେସନ ସମସ୍ୟା ହୋଇଥିଲା । ଆଉ ଚନ୍ଦ୍ରଯାନ ୨ ଏବଂ ୩ ମଧ୍ୟରେ ସେତେ ବେଶି କିଛି ଫରକ୍ ନାହିଁ । ଗତଥର ଏହି ଚନ୍ଦ୍ରଯାନ ବିଫଳ ହୋଇଥିଲା । ଆଉ ଏବେ ଏହାର ସୁଧାର ଆଉ ବିଫଳ ହେବାର କାରଣ ଜାଣି ଏହାକୁ ଛଡା ଯାଇଛି । 
Special report
ଆଉ ଏହି ପ୍ରଫେସର ଜଣକ କହିଛନ୍ତି ୯୯ ପ୍ରତିଶତ ଏହି ଚନ୍ଦ୍ରଯାନ ୩ ସଫଳ ହେବ । ଏହି ଚନ୍ଦ୍ରଯାନରେ ଅରପିଟର ଲଗା ଯାଇଛି । ଆଉ ଏହା ବିଷୟରେ ମଧ୍ୟ ପ୍ରଫେସର୍ ଜଣକ କହିଛନ୍ତି । ରୋବୋଟ ଦ୍ଵାରା ମାଟି ଅଣାଯାଇ ଏହାର ଟେଷ୍ଟ କରାଯାଇପାରିବ ।
ଚନ୍ଦ୍ର ପୃଷ୍ଠରେ ଅନେକ ଏଭଳି ଜିନିଷ ଅଛି ଯାହା ବହୁତ ରୋମାଞ୍ଚକ ଅଟେ । ଏହି ପ୍ରଫେସର ଜଣକ ଏହି ଚନ୍ଦ୍ରଯାନକୁ ନେଇ ଅନେକ କଥା କହିଛନ୍ତି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସାଧାରଣ ଲୋକମାନେ ଏହାକୁ ନେଇ ଅନେକ କଥା ଜାଣିପାରିଲେ ।