Movie prime

ଚନ୍ଦ୍ରପୃଷ୍ଠ୍ ରେ ଚନ୍ଦ୍ରୟାନ୍ କୁ ଗୋଲାପ ଫୁଲ ଦେଲେ ଏଲିଆନ୍ କହିଲେ ଆମେ ଭାରତ ଖୁବ୍ ଜଲଦି ଆସୁଛୁ, ତାଜ୍ ମହଲ ଦେଖିବାକୁ

 
Sprinter report
ନମସ୍କାର ପାଠକ ବନ୍ଧୁ।ଚନ୍ଦ୍ର ଯାନ ୩ କୁ ନେଇ ଭାରତୀୟ ମାନଙ୍କ ମନ ରେ ଅନେକ ପ୍ରଶ୍ନ ରହିଛି।ଗତ ଅଗଷ୍ଟ ୨୩ ତାରିଖ ରେ ଚନ୍ଦ୍ର ଯାନ ୩ ବିକ୍ରମ କୁ ଚନ୍ଦ୍ର ରେ ଲ୍ୟାଣ୍ଡିଙ୍ଗ କରାଇବାରେ ସଫଳ ହୋଇ ଥିଲା ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ।
Special w
ଏହା ପରେ ସାଢେ଼ ଚାରି ଘଣ୍ଟା ପରେ ସେଥିରୁ ଓହ୍ଲାଇଥିଲେ ରୋଭର ପ୍ରଜ୍ଞାନ।ପ୍ରଜ୍ଞାନ ସେଠାରେ ୧୪ ଦିନ ରହି ପୁଣି ଭାରତ କୁ ଫେରି ଆସିବ ବୋଲି ସୂଚନା ରହିଛି।ଏହି ରହିବା ଭିତରେ ସେ ଚନ୍ଦ୍ର ପୃଷ୍ଠ ରେ ଜଳ ଓ ଖଣିଜ ପଦାର୍ଥ ର ଅଛି କି ନାହିଁ ସେ ବିଷୟ ରେ ସୂଚନା ଦେବ।ଏ ବିଷୟ ରେ ଲୋକ ମାନେ ଜାଣିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି।
ଏହା ସଫଳ ହେବା ପରେ ବିଭିନ୍ନ ଦେଶ ରୁ ଭାରତ କୁ ଶୁଭେଛା ର ସୁଅ ଛୁଟି ଆସିଚି।ପାକିସ୍ଥାନ ମଧ୍ୟ ଭାରତ କୁ ଏ ନେଇ ଶୁଭେଛା ଜଣାଇଛି।ଚନ୍ଦ୍ର ପୃଷ୍ଠ ରେ ବିକ୍ରମ ରୋଭର ୧୪ ଦିନ ରହିବ।ସେଠାରେ ସେ ସୂର୍ଯ୍ୟ ଙ୍କ କିରଣ ରୁ ଶକ୍ତି ପାଉ ଥିଲା।
Special report
ମାତ୍ର ଚନ୍ଦ୍ର ପୃଷ୍ଠ ରେ ସୂର୍ଯ୍ୟ ଙ୍କ କିରଣ ୧୪ ଦିନ ପଡ଼ି ଥାଏ।ଏହା ପରେ ଅନ୍ଧାର ହୋଇ ଯାଏ।ଏବେ ଚନ୍ଦ୍ର ପୃଷ୍ଠ ରେ ଅନ୍ଧାର ରହିଛି।ବିକ୍ରମ ଓ ପ୍ରଜ୍ଞାନ କୁ ଶକ୍ତି ମିଳୁ ନାହିଁ।ସେଥିପାଇଁ ଇସ୍ରୋ ଅଧ୍ୟକ୍ଷ ମାନେ ପ୍ରଜ୍ଞାନ କୁ ସ୍ଲିପ ମୋଡ଼ ରେ ରଖିଛନ୍ତି।ଚନ୍ଦ୍ର ପୃଷ୍ଠ ରେ ରୋଭର ପ୍ରଜ୍ଞାନ ଶୋଇ ପଡିଚି।
ତାର ଏକ ଫଟୋ ଏହି କିଛି ଦିନ ତଳେ ଇସ୍ରୋ ତାର ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଲୋକ ମାନଙ୍କ ପାଖକୁ ଛାଡି ଥିଲା।ପ୍ରଜ୍ଞାନ ରୁ ଚାର୍ଜ ସରି ଯାଇଛି।
ଆଶା କରା ଯାଇଛି ଯେ ଅଗଷ୍ଟ ୨୨ ତାରିଖ ରେ ଚନ୍ଦ୍ର ପୃଷ୍ଠ ରେ ସୂର୍ଯ୍ୟ ଙ୍କ କିରଣ ପଡ଼ିବ।ଯାହା ଦ୍ଵାରା ପୁନର୍ବାର ପ୍ରଜ୍ଞାନ ଉଠି ତାର କାମ କରିବ।କିନ୍ତୁ ଏହା ହେବ କି ନାହିଁ ତାହାକୁ ଏବେ ସମସ୍ତଙ୍କ ମନ ରେ ଚିନ୍ତା ଲାଗି ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.