Movie prime

ଭାରତର ଚନ୍ଦ୍ରଯାନ ୩ ସଫଳତାକୁ ମିଛ କହିଲା ଚୀନ ଦେଖନ୍ତୁ କଣ କହିଲେ ଈର୍ଷା କରି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନ-୩ ର ସଫଳତା ସହିତ ପୁରା ବିଶ୍ୱରେ ଭାରତର ଚର୍ଚ୍ଚା ବୃଦ୍ଧି ପାଇଛି। ଏବଂ ଲୋକମାନେ ଗର୍ବ ଅନୁଭବ କରୁଛନ୍ତି। ତେବେ ବନ୍ଧୁଗଣ ବିଶ୍ବର ପ୍ରଥମ ଦେଶ ଭାବରେ
Special report
ଭାରତର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ କରିଥିଲା। ତେବେ ଭାରତର ଏତେ ବଡ ସଫଳତାକୁ ଚିନ ଗ୍ରହଣ କରିପାରୁନାହିଁ। ବିଭିନ୍ନ କ୍ଷେତ୍ରରେ ଭାରତ ହାସଲ କରୁଥିବା ସଫଳତାକୁ ‌ଚୀନ ସହିପାରୁ ନାହିଁ।
ସୂଚନା ମୁତାବକ ଭାରତ ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ଚିନ ଏକ ବଡ ବୟାନ ଦେଇଛି। ସାରା ବିଶ୍ବରେ ଭାରତକୁ ପ୍ରଶଂସା କରୁଥିବା ବେଳେ ଚିନ କିନ୍ତୁ ଏହା ଉପରେ ପ୍ରଶ୍ନ ଉଠାଇଛି।
Special report
ଚୀନର ମୁନ୍ ମିଶନ ପୋଗ୍ରାମର ସଂସ୍ଥାପନ କହିଛନ୍ତି ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ନିକଟରେ ଅବତରଣ କରାଯାଇଥିବା ନେଇ ଭାରତ ଯେଉଁ ଦାବି କରୁଛି ତାହା ମିଛ। ଚନ୍ଦ୍ରଯାନ-୩ ଯେଉଁ ସ୍ଥାନରେ ଅବତରଣ କରିଥିଲା ତାହା ଦକ୍ଷିଣ ଧ୍ରୁବକ୍ଷେତ୍ର ନୁହଁ। 
ଅଗଷ୍ଟ ମାସ ୨୩ ତାରିଖରେ ଚନ୍ଦ୍ରଯାନ-୩ର ଲେଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଦେଶର ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ପ୍ରତିଭା ବଳରେ ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚି ପାରିଛି।
Special report
ଏହା ପୂର୍ବରୁ ବିଶ୍ଵର କୌଣସି ଦେଶ ଏହି ସଫଳତା ପାଇନଥିଲେ। ସେହିପରି ମିଶନ ସଫଳତା ପୂର୍ବକ ଚନ୍ଦ୍ରର ଦକ୍ଷିଣମେରୁ ନିକଟର ଅବତରଣ କରିଥିବା ଭାରତୀୟ ପ୍ରତି ରକ୍ଷା ଗବେଷଣା ସଂସ୍ଥା ଇସ୍ରୋ କହିଥିଲା। 
ଚୀନର ବୈଜ୍ଞାନିକ କହିଛନ୍ତି ଚନ୍ଦ୍ରଯାନ-୩ ଦକ୍ଷିଣ ଧ୍ରୁବକ୍ଷେତ୍ର ନିକଟରେ ନୁହେଁ ଆକର୍ତିକ ଧ୍ରୁବିୟ କ୍ଷେତ୍ର ନିକଟରେ ଅବତରଣ କରିଥିଲା। ଭାରତ ରୋଭର ପାଖାପାଖି ୬୯ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା।
ଚନ୍ଦ୍ରଯାନ-୩ ଯେଉଁ ଠାରେ ଲ୍ୟାଣ୍ଡିଂ କରିଥିଲା ତାହା ଦକ୍ଷିଣ ମେରୁନଥିଲା ବୋଲି ୟୁରୋପୀୟ ମହାଆକାଶ ସଂସ୍ଥା କହିଥିବା ବେଳେ ତାହା ଦକ୍ଷିଣ ଧ୍ରୁବିୟ କ୍ଷେତ୍ର ଥିଲା ବୋଲି ନାସା କହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.