Movie prime

ଚାଷ କଲାବେଳେ ଚାଷୀ କୁ ମିଳିଲା ଲମ୍ବା ସୁଡ଼ଙ୍ଗ..ସୁଡ଼ଙ୍ଗ ଭିତରୁ ବାହାରିଲା ଗୋଟେ ରହସ୍ୟମୟ ଏଲିଆନ..!

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଏପରି ଅନେକ ସ୍ଥାନ ଦେଖିଥିବେ ଯେଉଁ ଠାରେ ମାଟି ତଳେ ଅନେକ ପ୍ରକାର ଜିନିଷ ରହି ଥାଏ।ଆଜି ଆମେ ସେଭଳି ଏକ ସ୍ଥାନ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ କି ଏକ ଐତିହାସିକ ସ୍ଥାନ କହିଲେ ଭୁଲ ହେବ ନାହିଁ।
ଏଭଳି ଏକ ସ୍ଥାନ ଦେଖିବାକୁ ମିଳିଚି ବ୍ରିଟେନ ରେ।ସେଠାରେ ଜଣେ ବ୍ୟକ୍ତି ଙ୍କ ବଗିଚା ରେ ଗୋଟିଏ ବଡ ସୁଢ଼ଙ୍ଗ ମିଳିଚି।ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଆମେ ଆଜି ସେହି ବିଷୟ ରେ କହିବୁ।
Special report
ବ୍ରିଟେନ ରେ ଜଣେ ମହିଳା ବ୍ରେସ ତାଙ୍କ ସ୍ବାମୀ ଙ୍କ ସହିତ ବଗିଚା ରେ କାମ କରୁ ଥିଲେ।ଏହି ସମୟ ରେ ସେ ବଗିଚା ରେ ଗୋଟିଏ ବଡ ଗାତ ଖୋଳି ଥିଲେ।ଏହି ଗାତ ଭିତରେ ତାଙ୍କ ସ୍ଵାମୀ ପ୍ରଥମେ ଏକ ବଡ ସୁଢ଼ଙ୍ଗ ଦେଖିବାକୁ ପାଇ ଥିଲେ।
ତାହା ବିଷୟ ରେ ଅଧିକ ଜାଣିବା ପାଇଁ ସେ ଚେଷ୍ଟା କରୁ ଥିଲେ।ଉଭୟ ସେହି ଗାତ ଭିତରେ ପଶି ଦେଖିଲେ କି ବହୁ ପୁରୁଣା ଜିନିଷ ତାହା ମଧ୍ୟ ରେ ରହି ଥିଲା।କିଛି ଜଙ୍ଗ ଲାଗି ଥିବା ବାସନ କୁସନ ସହିତ ମାଟି ର ଜିନିଷ ରହି ଥିଲା।
ଏହାକୁ ଦେଖି ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଏହା ପରେ ସେମାନେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଥିଲେ।ଏଥିରେ ଅନେକ ଲୋକ ଅନେକ ପ୍ରକାର କଥା କହି ଥିଲେ।
Special report
କିଛି ଲୋକ ଏହାକୁ ସତ ଭାବି ଥିବା ସମୟ ରେ କିଛି ଲୋକ ଏହାକୁ ମିଛ ବୋଲି କହି ଥିଲେ। ବ୍ରେସ୍ ଙ୍କ କହିବା ଅନୁଯାୟୀ ସେ ସେଠାକାର ଲୋକ ଙ୍କ ସହିତ ଏ ବିଷୟରେ କଥା ହୋଇ ଥିଲେ।ସେମାନେ କହି ଥିଲେ କି ଏହା ବହୁତ ଦିନ ରୁ ରହି ଅଛି।
ଏଠାରେ ଗୋଟିଏ ରାସ୍ତା ଅଛି।ତମ ବଗିଚା ଭିତରୁ ଅନ୍ୟ ଏକ ସ୍ଥାନ କୁ ରାସ୍ତା ନିର୍ମାଣ କରା ଯାଇ ଥିଲା।ଏହି ସୁଢ଼ଙ୍ଗ କୁ ବନ୍ଦ କରି ଦିଆ ଯାଇଛି।କେବଳ ଏହି ବଗିଚା ରୁ ଗୋଟିଏ ରାସ୍ତା ରହି ଯାଇଚି ବୋଲି ସେମାନେ କହି ଥିଲେ।ଏହାକୁ ଶୁଣି ସାରିବା ପରେ ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.