ସବୁ ଅଣ୍ଡା ଛତୁଆ ଗିଳି ପକାଉଛନ୍ତି ଅଙ୍ଗନବାଡ଼ି ଦିଦି ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଅଭିଯୋଗ
Jan 6, 2024, 14:57 IST
![Special Report](https://www.online16media.com/static/c1e/client/93724/uploaded/51c943266b4dc58bd2106f05848629ba.jpg?width=968&height=514&resizemode=4)
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ଯୋଡ଼ିହୋଇ ରହୁଛନ୍ତି। ତେବେ ଦିନକୁ ଦିନ ସମାଜରେ ଅଜବ ଘଟଣା ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ପାଉଛନ୍ତି।
![Special Report](https://www.online16media.com/static/c1e/client/93724/uploaded/52721fa60275f57b951804f673d5613b.jpg)
ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।
ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିଛି।
![Special Report](https://www.online16media.com/static/c1e/client/93724/uploaded/4b9434299336407bb20cef93a0486ae3.jpg)
ବନ୍ଧୁଗଣ ଦୁର୍ଗମ ଅଞ୍ଚଳରେ ଫାଇଦା ନେଉଛନ୍ତି ଅଙ୍ଗୱାଡ଼ି ଦିଦି ବାସନ୍ତୀ ନାଏକ। ଛତୁଆ ଅଣ୍ଡା ମଧ୍ୟାର୍ଣ୍ଣ ଭୋଜନ ପୋଷାକ ଏହି ଗ୍ରାମର କୋମଳମତି ଶିଶୁ ଓ ଗର୍ଭବତୀ ପ୍ରସୂତି ମା ମାନେ ପାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମା ଆଉ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତି ହେଉଥିବା ବେଳେ ଛତୁଆ, ଅଣ୍ଡା, ମଧ୍ୟାହ୍ନ ଭୋଜନ ଏମିତିକି ପୋଷାକ ଏହି ଗାଁ ର ଶିଶୁ ଆଉ ଗର୍ଭବତୀ ମାଆମାନେ ପାଇ ପାରୁନାହାନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁନାହିଁ।
![Special Report](https://www.online16media.com/static/c1e/client/93724/uploaded/3a6142f322e4e7f6000e812b0825387f.jpg)
କାରଣ ଏହି ଗାଁ ଟି ଦୁର୍ଗମ ଅଞ୍ଚଳରେ ରହିଛି। ଯାହାର ଫାଇଦା ଉଠାଉଛନ୍ତି ଅଙ୍ଗନୱାଡ଼ି ଦିଦି। ଅଙ୍ଗନୱାଡ଼ି ଦିଦୀଙ୍କୁ ଇଚ୍ଛା ହେଲେ ଆସୁଛନ୍ତି ଆଉ ଇଚ୍ଛା ହେଲେ ଆସୁନାହାନ୍ତି। ଏମିତିକି ମାସକୁ ୧୨ ଅଣ୍ଡା ଦେବା ଜାଗାରେ ୮ ଟା ଦେଉଛନ୍ତି।
![Special Report](https://www.online16media.com/static/c1e/client/93724/uploaded/39b80ff34ecf48d0cec5563d7a44be35.jpg)
ଏହି ଘଟଣାକୁ ନେଇକି ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମବାସୀ ଜାଣିଥିବାରୁ ଅଙ୍ଗନୱାଡ଼ି ଦିଦି ଗ୍ରାମବାସୀଙ୍କ ସହିତ ଝଗଡ଼ା କରିଥିଲେ। ଉପରିସ୍ଥ ଅଧିକାରୀମାନେ ଏହି ବିଷୟରେ ଜାଣି ମଧ୍ୟ ଅଜଣା ହେଉଛନ୍ତି।
ଯାହା ଫଳରେ ଶିଶୁ ଆଉ ଗର୍ଭବତୀ ମାଆ ମାନଙ୍କ ସହିତ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି ସହିତ ଉପରିସ୍ଥ ଅଧିକାରୀ ମାନେ। ତେବେ ଦେଖିବାକୁ ବାକି ରହିଲା ଏହି ଅଙ୍ଗନୱାଡି ଦିଦି ବସନ୍ତିଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।