Movie prime

ଚତୁର୍ଥୀ ରାତି ରେ ସ୍ତ୍ରୀ କୁ ନିଶା ଦେଇ ସ୍ଵାମୀ କଲା ଏମିତି...ଆଉ ଶେଷରେ ଯେତେବେଳେ ସ୍ତ୍ରୀ ଜାଣିଲା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସବୁଦିନ ରାତିରେ ସ୍ତ୍ରୀ କୁ ନିଶା ମେଡିସିନ ଖାଇବାକୁ ବାଧ୍ୟ କରି ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ସ୍ଵାମୀ। ସେଥିପାଇଁ ସ୍ତ୍ରୀ ଏବେ ତାର ମୁଣ୍ଡ ପିଟି ପିଟି ନିଜ ସ୍ଵାମୀ ଠାରୁ ବଞ୍ଚାଇବା ପାଇଁ କହୁଛି।
Special Report
ଏହି ମହିଳା ଜଣକ ନାମ ହେଉଛି ସ୍ଵାତୀ ଘୋଷ। ସ୍ଵାତୀଙ୍କ ସ୍ଵାମୀ ହେଉଛନ୍ତି ଜଣେ ପୋଲିସ ଅଫିସର। ସେ ୨୦୨୨ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ସେ ଭାବିଥିଲେ କି ତାଙ୍କ ସ୍ଵାମୀ ଜୀବନ ସାରା ତାଙ୍କର ସାଥ ଦେବ।
ସ୍ଵାତୀ ଭାବିଥିଲେ କି ତାଙ୍କ ସ୍ଵାମୀ ପୋଲିସ ଅଫିସର୍ ହୋଇ ଥିବାରୁ ତାଙ୍କୁ ସବୁଠାରୁ ଅଧିକ ସୁରକ୍ଷା ମିଳିବ ହେଲେ କିଛି ଅଲଗା ହିଁ ହୋଇଥିଲା।ସ୍ଵାତୀ ଜଣେ ଡ଼୍ରାଇଭର ର ଝିଅ ହୋଇ ଥିବାରୁ ତାଙ୍କୁ ଚତୁର୍ଥୀ ରାତିରୁ ହିଁ ନିର୍ଯାତନା ଦେବା ଆରମ୍ଭ ହୋଇ ଯାଇଥିଲା।
ଯେଉଁ ସ୍ବାମୀଙ୍କୁ ନେଇ ସେ ଗର୍ବ କରୁଥିଲେ ଆଜି ସେହି ସ୍ଵାମୀ ତାଙ୍କୁ ଆଣି ରାସ୍ତାରେ ଛିଡ଼ା କରି ଦେଇଛି। ସ୍ଵାମୀ ଠାରୁ ଆରମ୍ଭ କରି ଶାଶୁ , ନଣଦ ସମସ୍ତେ ସ୍ଵାତୀ ଙ୍କୁ ହାତ ଉଠାଇବା ଆରମ୍ଭ କରି ଦେଇଥିଲେ।
Special Report
ତାଙ୍କୁ ନିଶା ମେଡିସିନ ଦେଇ ଜୀବନରୁ ମାରି ଦେବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଏକଥା ନିଜେ ସ୍ଵାତୀ କହିଛନ୍ତି। ତାଙ୍କୁ ତାଙ୍କର ଶାଶୂ ଘରେ ଖୁବ୍ ମାଡ଼ ମାରାଯାଇ ଖୁବ୍ ନିର୍ଯ୍ୟାତନା ଦିଆ ଯାଉଥିଲା।
ସବୁ ବେଳେ ତାଙ୍କୁ ବୋକି ଓ ଜାଡ଼ି ବୋଲି କହୁଥିଲେ। ଏହାପରେ ତାଙ୍କୁ ଖୁବ୍ ଅତ୍ୟାଚାର କରୁଥିଲେ। ସେ ଗରୀବ ଘର ହୋଇ ଥିବାରୁ ତାଙ୍କୁ ଏଭଳି ନିର୍ଯ୍ୟାତନା ଦିଆ ଯାଉଥିଲା। କାରଣ ସେ ଏକ ଚାକିରିଆ ଘରର ବୋହୂ ଚାହୁଁ ଥିଲେ।
ସ୍ଵାତୀ କେସ ଦେଇଥିଲେ ହେଲେ ପବିତ୍ର ଙ୍କ ଅନେକ ଉପର ଅଫିସର୍ ଙ୍କ ସହ ଚିହ୍ନା ପରିଚୟ ଥିବାରୁ ସେ କେସ କୁ ଦବାଇ ଦେଇଥିଲେ। ଆଉ ଏବେ ପବିତ୍ର ,ସ୍ଵାତୀ ଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି।
ମାତ୍ର ଯେତେବେଳେ କି ପବିତ୍ର ଙ୍କ ଠାରୁ ସ୍ଵାତୀ ଏତେ ନିର୍ଯ୍ୟାତନା ପାଇଛନ୍ତି ସେଥିପାଇଁ ପୁଣି ଥରେ ସେଠାକୁ ଯିବାକୁ ସେ ରାଜି ହୋଇ ନାହାଁନ୍ତି। ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।