Movie prime

ମୋବାଇଲକୁ ଆସିଲା ଅଚାନକ ଏହି ସତର୍କ ସୂଚନା ଦେଖନ୍ତୁ କେଉଁ ମାନଙ୍କ ପାଇଁ ଆସିଲା ଏହି ସୂଚନା

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି । ସବୁ ସୀମା ପାର କରି ସାରିଲାଣି ତାତି । ଏବେ ସ୍ଥିତି ଏଭଳି ହେଲାଣି ଯେ ସାରା ରାଜ୍ୟବାସୀ ଖରାରେ ଡହଳ ବିକଳ ହେଉଛନ୍ତି । 
Hh
ଏବେ ସାରା ରାଜ୍ୟରେ ସ୍ଥିତି ପୁରା ଭୟଙ୍କର ଅଟେ । ପୂର୍ବରୁ ପଶ୍ଚିମ, ଉତ୍ତର ରୁ ଦକ୍ଷିଣ ଅସହ୍ୟ ଖରାରେ ଜଳୁଛି ସାରା ଓଡ଼ିଶା । ଲୋକମାନେ କଲବଲ ହେଉଛନ୍ତି ଆଉ ଦିନକୁ ଦିନ ତାତିର ପରିମାଣ ବଢ଼ିବାରେ ଲାଗିଛି ।
ଏବେ ଆସିଥିବା ଖବର ମୁତାବକ ଅନୁଗୁଳ ସହର ହେଉଛି ସବୁଠାରୁ ଉତପ୍ତ ସହର । ଦୁଇଦିନ ଯାଏଁ ରାଜ୍ୟରେ ତାପମାତ୍ରା ଆହୁରି ବଢିବ । ଆଉ ରାଜ୍ୟରେ ଆହୁରି ଦୁଇ ଡିଗ୍ରୀ ଯାଏଁ ତାପମାତ୍ରା ବଢିବ ବୋଲି ଖବର ଆସିଛି । 
ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ତୁଳନାରେ ବହୁତ ଅଧିକ ରହିଛି । ଫଳରେ ଭୀଷଣ ରୁ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଆଉ ଏହି କାରଣ ପାଇଁ ଅଧିକାଂଶ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
Bb
ଆଗାମୀ ଚାରିଦିନ ରାଜ୍ୟର ସମସ୍ତ ଜିଲ୍ଲା ଉତପ୍ତ ହୋଇ ରହିବ ବୋଲି ସୂଚନା ମିଳିଛି । ଏଥିପାଇଁ ସତର୍କ ରୁହନ୍ତୁ ଏବଂ ଘରୁ ବାହାରନ୍ତୁ ନାହିଁ ବୋଲି ଏବେ ସମସ୍ତଙ୍କ ମୋବାଇଲକୁ ମେସେଜ ଆସିଛି । ଏଭଳି କିଛି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ମୋବାଇଲ୍ ରୁ ମୋବାଇଲ୍ ଏହି ମେସେଜ ଏବେ ସମସ୍ତଙ୍କ ମୋବାଇଲକୁ ଆସିଛି । ଜନ ସାଧାରଣଙ୍କୁ ଏହି ମେସେଜ ମାଧ୍ୟମରେ ସତର୍କ କରାଯାଇଛି । ଆସନ୍ତା ୪ ଦିନ ପାଇଁ ପାଗ ଏଭଳି ରହିବ । ଆଉ ଖରାରେ ଲୋକମାନେ ଘରୁ ନ ବାହାରିବା ପାଇଁ କୁହାଯାଇଛି ।
ଲୋକମାନେ ଘରୁ ନ ବାହାରିବା ପାଇଁ ମୋବାଇଲକୁ ମେସେଜ ଦେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲୋକମାନେ କିଭଳି ସୁରକ୍ଷିତ ରହିବେ ସେନେଇ ଏଭଳି ଯୋଜନା କରିଛି ପାଣିପାଗ ବିଭାଗ । ଆଜି ଗ୍ରୀଷ୍ମ ଲହରୀ ପାଇଁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଏବଂ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।