Movie prime

ସ୍ତ୍ରୀ ମାନେ ଏଥର ହୋଇ ଯାଆନ୍ତୁ ସାବଧାନ ! ଆଉ ସ୍ଵାମୀ ଦେବେନି ଭରଣପୋଷଣ ଖର୍ଚ୍ଚ , କୋର୍ଟ ଶୁଣାଇ ଦେଲେ ରାୟ

 
Special report
ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଉଛି କି?ଆଉ ଆପଣ ଆପଣଙ୍କ ସ୍ବାମୀ ଙ୍କୁ ଛାଡପତ୍ର ଦେବାପାଇଁ ଚାହୁଁଛନ୍ତି କି?ଆଉ ସ୍ବାମୀ ଙ୍କ ସମ୍ପତି ରୁ ଭାଗ ପାଇଁ ଛାଡପତ୍ର ଚାହୁଁଛନ୍ତି ତେବେ ଏଥିପାଇଁ ସାବଧାନ ହୋଇ ଯାଆନ୍ତୁ।
ଯଦି ଆପଣ ସମ୍ପତି ଲୋଭ ରେ ସ୍ବାମୀଙ୍କ ନାମରେ ମିଛ ନିର୍ଯାତନା କେଶ ଫାଇଲ କରି ଛାଡପତ୍ର ନେବାକୁ ଚାହୁଁଛନ୍ତି ତେବେ ଆଉ ଚାରଣା ମିଳିବ ନାହିଁ।
ସ୍ବାମୀଙ୍କୁ ମିଳି ଯାଇଛି ସମ୍ପତି ରୁ ଭାଗ ନ ଦେବାର ନୂଆ ଉପାୟ।ଏମିତି ଘଟଣା ମୋରକ ରେ ଦେଖିବାକୁ ମିଳିଛି।ମୋରକ ରେ ହାକିମ ଙ୍କ ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଏବଂ ମୋରକ ଫୁଟବଲର ସମ୍ପତି ରୁ ଅଧା ରୁ ଅଧିକ ଚାହୁଁଥିଲେ।ସେମାନେ କୋର୍ଟ ରେ ପହଞ୍ଚିବା ପରେ ଅନୁଭବ କରିଲେ ଯେ ହାକିମ ଙ୍କ ର କିଛି ବି ସମ୍ପତି ନାହିଁ।ହାକିମ ତାଙ୍କର ସବୁ ସମ୍ପତି ତାଙ୍କ ମା ଙ୍କ ନାମରେ କରି ଦେଇଥିଲେ।
ଯାହାଫଳରେ ତାଙ୍କ ପତ୍ନୀ ତାଙ୍କ ଠାରୁ କୌଣସି ସମ୍ପତି ନେଇ ପାରି ନଥିଲେ।ହାକିମ ଙ୍କ ପତ୍ନୀ ସମ୍ପତି ଲୋଭ ରେ ନିଜ ସ୍ବାମୀ ଙ୍କୁ ମଧ୍ୟ ଛାଡ଼ିବା ପାଇଁ ପଛେଇ ନଥିଲେ।ସେଥିପାଇଁ ମିଛ ରେ ମହିଳା ଜଣଙ୍କ ତାଙ୍କ ସ୍ବାମୀ ଙ୍କ ନି-ର୍ଯା-ତ-ନା ଦେଉଛନ୍ତି
 ବୋଲି ଅଭିଯୋଗ କରିଥିଲେ।କିନ୍ତୁ ହାକିମ ତାଙ୍କ ମା ଙ୍କ ନାମରେ ସବୁ ସମ୍ପତି କରି ଦେଇଛନ୍ତି ବୋଲି ସେ ଜାଣି ନଥିଲେ।କୋର୍ଟ ରେ ପହଞ୍ଚିବା ପରେ ସବୁ କଥା ଜଣା ପଡିଥିଲା।
ତେଣୁ ଛାଡପତ୍ର ଦେଉଥିବା ମହିଳା ମାନେ ସାବଧାନ ହୋଇ ଯାଆନ୍ତୁ ବୋଲି କୁହାଯାଇଛି।ଏଥିପାଇଁ ସମସ୍ତେ ସତର୍କ ମଧ୍ୟ ରହିବାକୁ ପଡ଼ିବ।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ମଧ୍ୟ ଅନେକ ମନ୍ତବ୍ୟ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.