Movie prime

ଛାଡ଼ପତ୍ର ପରେ ଆଉ କଣ ଆସିବନି ସମଥିଙ୍ଗ ସମଥିଙ୍ଗ ୩, ସତରେ କଣ ଅଲଗା ହେବେ ଅନୁଭବ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଓଡ଼ିଶାରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼ପତ୍ର।
Special Report
କାରଣ ଏବେ ମାନ୍ୟବର ହାଇ କୋର୍ଟ ତାଙ୍କର ନ୍ୟାୟ ଶୁଣାଇ ଦେଇଛନ୍ତି ଆଉ ସେ ବିବାହ ବିଚ୍ଛେଦ ପାଇଁ ଅନୁମତି ମଧ୍ୟ ପ୍ରଦାନ କରି ସାରିଛନ୍ତି। ଏହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି।
ତେବେ ଏହାରି ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି ଦୁହେଁ ବ୍ୟକ୍ତିଗତ ଭାବରେ ଅଲଗା ହେବା ପରେ ପୁଣି କଣ ଆଉ ଆଗ ଭଳି ଏକାଠି ହୋଇ ସିନେମା କରିବେ? ଏହାକୁ ନେଇ ଜଣେ ବ୍ୟକ୍ତି ଏବେ ତାଙ୍କର ମତ ରଖିଛନ୍ତି।
ସେ ପ୍ରଥମେ କହିଥିଲେ କି ଅନୁଭବ ମହାନ୍ତି ଖୁବ୍ ମାନସିକ ଅଶାନ୍ତି ରେ ରହୁଥିଲେ ସେଥିପାଇଁ ଯାହା ମଧ୍ୟ ହୋଇଛି ତାହା ଠିକ୍ ହିଁ ହେଇଛି। ଦୁହେଁ ଯଦି ଶାନ୍ତି ରେ ଏକାଠି ରହି ପାରୁ ନାହାଁନ୍ତି ତେବେ ସେମାନେ ଦୂରେଇ ଯିବା ହିଁ ଭଲ।
Special Report
ଯେତେବେଳେ ତାଙ୍କୁ ଅନୁଭବ ଓ ବର୍ଷା ଙ୍କ ଆଗମୀ ଫିଲ୍ମ୍ ମାନଙ୍କ ସମ୍ପର୍କରେ ପଚରା ଯାଇଥିଲା ଯେମିତି କି ସମଥିଂ ସମଥିଂ ପାର୍ଟ ୱାନ ବାହାରି ସାରିଛି ପାର୍ଟ ଟୁ ମଧ୍ୟ ବାହାରି ସାରିଛି ସେମିତି ତାହାର ପାର୍ଟ 3 ଆସିବ ନା ନାହିଁ ପଚରା ଯାଇଥିଲା।
ଏହାପରେ ବ୍ୟକ୍ତି ଜଣକ କହିଥିଲେ କି ଯଦି ଦୁହିଁଙ୍କ ମନ ପୁଣି ଥରେ ପ୍ରଫେସନାଲି ଏକାଠି ହୁଏ ତେବେ ସେମାନେ ପୁର୍ନବାର ଏକାଠି ଫିଲ୍ମ ରେ ନଜର ଆସି ପାରିବେ।
ଆଉ ଏହା ହେଉଛି ତାଙ୍କର ବ୍ୟକ୍ତିଗତ କଥା। ସେଥିପାଇଁ ସେମାନେ ବୋଧ ହୁଏ ପୁଣି ଥରେ ଏକାଠି ଭାବରେ ପରଦା ଉପରେ ନଜର ଆସି ପାରନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଲୋକ ମାନଙ୍କ ମନରେ ମଧ୍ୟ ଏନେଇ ଅନେକ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।