Movie prime

ଛାଡପତ୍ର ପରେ ବର୍ଷାଙ୍କୁ ମନେ ପକାଇ କାନ୍ଦୁଛନ୍ତି ହିରୋ ଅନୁଭବ ମହାନ୍ତି!! ଜାଣନ୍ତୁ କଣ ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୦ ବର୍ଷର ଯନ୍ତ୍ରଣାରୁ ଯେତେବେଳେ ଅନୁଭବ ମହାନ୍ତି ମୁକ୍ତି ପାଇଛନ୍ତି ସେତେବେଳେ ତାଙ୍କ ସୋସିଆଲ ମିଡିଆରେ ବର୍ତମାନ ଏକ ପୋଷ୍ଟ ଦେଖୁବାକୁ ମିଳିଛି। ୧୦ ବର୍ଷ ପୂର୍ବେ ଉଭୟ ଅନୁଭବ ବର୍ଷାଙ୍କର ପଡିଥିଲା ହାତ ଗଣ୍ଠି।
Special report
ଆଉ କାଲି ଥିଲା ବିବାହ ବାର୍ଷିକ। ଅନୁଭବ ମହାନ୍ତି ଯାହା ପାଇଁ ନ୍ୟାୟିକ ଲଢେଇ ଲଢୁଥିଲେ ଯିଏ ସବୁବେଳେ କହୁଥିଲେ ନ୍ୟାୟର ଜୟ ହେବ ସେ ଏବେ ୧୦ ବର୍ଷର ଯନ୍ତ୍ରଣାରୁ ମୁକ୍ତ ଅନୁଭବ କରିଛନ୍ତି।
ଭୁଲ ବୁଝାମଣା ଆରୋପ ପ୍ରତ୍ୟରୋପ କୋର୍ଟ କଚେରୀ ଲଢେଇ ଦୀର୍ଘ ଦିନର ପରେ ଶେଷରେ ବିଛେଦ ହୋଇଛି। ସେଦିନ ବେଷ୍ଟ କପୁଲଙ୍କୁ ଛା-ଡ଼ପ-ତ୍ର ପାଇଁ ଅନୁମତି ମିଳିସାରିଛି।
Special report
ଆଉ ସେତେବେଳେ ଅନୁଭବ ଲେଖନ୍ତି ଏଇ ଯେଉଁ ୧୦ ବର୍ଷ ଖୁବ ଥିଲା ଯନ୍ତ୍ର-ଣାଦାୟକ। ହୃଦୟ ହୀନ ଅର୍ଥ ହୀନ ମି-ଥ୍ୟା ବିବାହ। ମୋ ପାଇଁ ମୋ ପରିବାର ପାଇଁ ଯେଉଁମାନେ ପ୍ରାର୍ଥନା କରିଛନ୍ତି ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଇଛନ୍ତି ଅନୁଭବ।
ଏହା ସହିତ ବର୍ଷାଙ୍କ ଖୁସି ପାଇଁ ବି ସେ ପ୍ରାର୍ଥନା କରିଛନ୍ତି। ଆଉ ହାପି ରୋଜ ଡେ ବୋଲି କହିଛନ୍ତି। ଏଠାରେ ଜଣେଇଦେବା ପାଇଁ ଚାହିଁବୁ ୨୦୧୪ ମସିହା ଫେବୃଆରୀ ୮ ତାରିଖରେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀଙ୍କ ହାତ ଧରିଥିଲେ
Special report
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। କିନ୍ତୁ ଗତ ୪ ବର୍ଷ ହେଲା ଉଭୟେ ବର୍ଷା ଅନୁଭବଙ୍କ ଦାମ୍ଫତ୍ୟ ଝଡ଼ରେ ଶିକାର ହୋଇ ଖୁବ ଚର୍ଚ୍ଚାକୁ ଆସିଛନ୍ତି।
Special report
ତେବେ ହାଇକୋର୍ଟ ଏ ସଂକ୍ରାନ୍ତରେ ରାୟ ଦେବା ପରେ ମାମଲା ଥଣ୍ଡା ପଡିଥିଲା। ଆଉ ଯେତେବେଳେ ଅନୁଭବଙ୍କର ଏହି ପୋଷ୍ଟ ଦେଖିଛନ୍ତି ତା ତଳେ ତାଙ୍କ ପ୍ରଶଂସକ ମାନେ ଖୁସିରେ ବିଭର ହୋଇଯାଇଛନ୍ତି ଆଉ ଧର୍ମର ଜୟ ହେଉ ବୋଲି କହିଛନ୍ତି।
ଆଉ ସମସ୍ତେ କହୁଛନ୍ତି ଯେଉଁ ଦିନ ହୋଇଥିଲା ବାହାଘର ସେହି ଦିନ ହେଲା ଛା-ଡ଼ପ-ତ୍ର। ୧୦ ବର୍ଷର ଯନ୍ତ୍ରଣାରୁ ତାଙ୍କ ଭାଇ ଅନୁଭବ ମହାନ୍ତି ଏବେ ମୁକ୍ତ।