Movie prime

ଛାତି ଫଟେଇ କାନ୍ଦୁଛି ବାପା, ଆଖି ଆଗରେ ଚାଲିଗଲା ଦୁଇ ଦୁଇଟି ପିଲା ର ଜୀବନ...

 
Special report
ନମସ୍କାର ପାଠକ ବନ୍ଧୁ।ଭଗବାନ ଙ୍କ ସୃଷ୍ଟି ରେ କେତେବେଳେ କାହାର ଜୀବନ ଚାଲି ଯିବ ତାହା କେହି ଜାଣି ନାହାଁନ୍ତି।ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ।ହେଲେ ଛୋଟ ଛୋଟ ପିଲା ମାନଙ୍କୁ ଭଗବାନ ଏବେ ତାଙ୍କ ପାଖକୁ ନେଇ ଯାଉଛନ୍ତି।
Special report
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ଇଟା ମାଟି ଥାନା ଅଞ୍ଚଳ ର ଅଭିରାମ ପୁର ଗାଁ ରେ।ଏଠାରେ ଦୁଇ ଜଣ ନାବାଳକ ର ମୃତ୍ୟୁ ଘଟିଛି।ପାଠ ପଢିବା ବୟସ ରେ ଭଗବାନ ତାଙ୍କୁ ତାଙ୍କ ପାଖକୁ ନେଇ ଗଲେ।ଏବେ ତାଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।
ସୂଚନା ଅନୁସାରେ ସେହି ଗ୍ରାମ ର ଚତୁର୍ଥ ଶ୍ରେଣୀ ରେ ପଢିଥିବା ଦୁଇ ଜଣ ଛାତ୍ର ହେଉଛନ୍ତି ପ୍ରଣବ କର ଓ ଲିଙ୍କୁନ କର।ଉଭୟ ପୋଖରୀ କୁ ଯାଇ ଥିଲେ ଗାଧୋଇବାକୁ ।ଘରେ ମା ଙ୍କୁ କହି ଦେଇ ଯାଇଥିଲେ ଆସିଲେ ଖାଇବା କରି ରଖି ଥିବୁ।ଆମେ ମାନେ ଆସିଲେ ବିଦ୍ୟାଳୟ କୁ ଯିବୁ।
ହେଲେ କିଏ ଜାଣି ଥିଲା ତାଙ୍କର ଏହି କଥା ଟି କଥା ରେ ରହି ଯିବ।ସେହି ପୋଖରୀ ରେ ତାର ଜୀବନ ଚାଲି ଯିବ।ଗାଧୋଉ ଥିବା ସମୟ ରେ ଦୁଇ ଜଣ ଙ୍କ ଗୋଡ ପୋଖରୀ ଭିତର କୁ ଖସି ଯାଇଥିଲା।
Special report
ନିଜ କୁ ବଞ୍ଚାଇବା ପାଇଁ ସେ ଜୋର୍ ରେ ଚିତ୍କାର କରିଥିଲେ।ହେଲେ କେହି ବି ଶୁଣି ନ ଥିଲେ।ହଟାତ ଜଣେ ମହିଳା ପୋଖରୀ ପାଖକୁ ଯାଇ ଦେଖିଲେ ଦୁଇ ଜଣ ପିଲା ଭାସୂଛନ୍ତି।ଏହା ପରେ ସେ ଗାଁ ଲୋକ ଙ୍କୁ ଖବର ଦେଲେ।
ଗାଁ ଲୋକେ ଆସି ଉଭୟ ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଥିଲେ।ହେଲେ ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କଲେ।ଉଭୟ ଦୁଇ ଭାଇ ଥିଲେ।ଏହି ଘଟଣା ପରେ ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।
ଜଣେ ବାପା ନିଜ କୋହ ସମ୍ଭାଳି ପାରୁ ନାହାଁନ୍ତି।କୁଆଡେ ଗଲୁ ମୋ ପୁଅ ବୋଲି କହି କହି ବେହୋସ୍ ହୋଇ ଯାଉଛନ୍ତି।ଯେ କେହି ବି ଏହି କୋହ ଭରା କାନ୍ଦ କୁ ଦେଖିଚି ଆଖିରୁ ଲୁହ ଆସି ଯାଇଛି।
ଏହାକୁ ନେଇ ଲୋକ ଙ୍କ ମଧ୍ୟ ରେ ଏବେ ଭୟ ମଧ୍ୟ ସୃଷ୍ଟି ହୋଇଛି।ସମସ୍ତେ କହୁଛନ୍ତି କି ଏବେ ଭଗବାନ ତାଙ୍କ ପରିବାର କୁ ସାହାସ ଦିଅନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.