Movie prime

ଛାତ୍ରୀ ବଦଳାଇଦେଲେ ଚିନ୍ତାଧାରା ଦେଖନ୍ତୁ ସଭାକୁ ଯାଉଥିଲେ ଏହା ନିଶ୍ଚିନ୍ତ ଶୁଣନ୍ତୁ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାଣ୍ଡିଆନଙ୍କ ସଭାକୁ ଯାଇଥିବା ଜଣେ ଛାତ୍ରୀଙ୍କ ଭାଷଣ ବର୍ତ୍ତମାନ ଶୁଣିବାକୁ ମିଳିଛି। ଯାହାଙ୍କ ନାମ ହେଉଛି ସ୍ଥିତି ପ୍ରଜ୍ଞା ତ୍ରିପାଠୀ। ତେବେ ଆସନ୍ତୁ ଜାଣିବା ଏହି ଭାଷଣରେ କଣ କହିଛନ୍ତି ସ୍ଥିତି ପ୍ରଜ୍ଞା ତ୍ରିପାଠୀ।
Special report
ସେ କହିଛନ୍ତି ହିନ୍ଦୁ ମହାସାଗର ଉତ୍ତରରେ ଏହି ବିଶାଳ ଭାରତ ବର୍ଷର ହିରୋ, ବିର, ଗୁଣି, ଜ୍ଞାନୀ ମହାପୁରୁଷ ମାନେ ନିଜ ରକ୍ତ ଏବଂ ଅଶ୍ରୁର ମିଶ୍ରଣରେ ଆମକୁ ପ୍ରଦାନ କରିଛନ୍ତି ଆମ ହସ। ବନ୍ଧୁଗଣ ଆମର ସ୍ୱତନ୍ତ୍ରତା ହେଉଛି ଗଣତନ୍ତ୍ର। 
ସେ କହିଛନ୍ତି ଗଣତନ୍ତ୍ର ଅର୍ଥ ହେଉଛି ଆମର ନିଜ ପ୍ରତିନିଧିଙ୍କୁ ନିଜେ ବାଛି ପାରିବା। ତେବେ ତାଙ୍କ ମତରେ ସେହି ଅଧିକାରର ମର୍ଯ୍ୟଦାକୁ ଆମେ ରଖି ପାରିଲେ ନାହିଁ। କାରଣ ଯେତେବେଳେ ପର୍ଯ୍ୟନ୍ତ ଆମେ ସେହି ଅଧିକାରକୁ ଆମର କର୍ତ୍ତବ୍ୟ ବୋଲି ହୃଦୟଙ୍ଗମ କରିନପାରିବା
ସେତେଦିନ ପର୍ଯ୍ୟନ୍ତ ଗଣତନ୍ତ୍ର ଭାରତରେ ସଫଳ ହୋଇଛି ବୋଲି ପୂର୍ଣ୍ଣ ମାତ୍ରାରେ ଆମେ କହିପାରିବା ନାହିଁ। ନେତା ମାନେ ମଦ ମାଂସ ଦେଇ ଆମକୁ ପ୍ରଲୋଭନ କରୁଛନ୍ତି କିନ୍ତୁ ପ୍ରଲୋଭିତ ହେଉଛୁ ଆମେ ମାନେ। 
Special report
ଯେତେବେଳେ ଏକଲବ୍ୟଙ୍କୁ ଦ୍ରୋଣାଚାର୍ଯ୍ୟ ମାଗିଥିଲେ ବୁଢ଼ା ଆଙ୍ଗୁଠି ସେହି ସମୟରେ ଆଙ୍ଗୁଠି ଛେଦନ ଏକଲବ୍ୟଙ୍କ ବିରତା ଠାରୁ ଦ୍ରୋଣାଚାର୍ଯ୍ୟଙ୍କ ଦୃବଳ ମାନସିକତା କୁ ଦର୍ଶାଇ ଥାଏ। କାରଣ ନିଜେ ପରିଶ୍ରମ ନକରି ଆମେ ଯେତେବେଳେ ଯେ କୌଣସି କାର୍ଯ୍ୟରେ ପ୍ରଥମ ଆସିଥାଉ
 ତାହା ନିଜର ଅଯୋଗ୍ୟ ତାକୁ ଲୁଚାଇ ଦେଇ କାହାର ଅଧିକାରକୁ ହନନ କରିବା ସହିତ ସମାନ। ଯାହାକି ସ୍ଥିତି ପ୍ରଜ୍ଞା କହିଛନ୍ତି ଆଜି ମଧ୍ୟ ସେହି ଆଙ୍ଗୁଠି ଛେଦନ ହେଉଛି। କିନ୍ତୁ ତଫାତ ଏତିକି ଯେ ଆଜି ଭାରତ ବର୍ଷରେ ଆଙ୍ଗୁଠି ଛେଦନ ହେବାଟା ଗୋଟିଏ ଆଇନ ହୋଇସାରିଛି। 
ଏବଂ ଏହା ସହିତ ସ୍ଥିତି ପ୍ରଜ୍ଞା ତ୍ରିପାଠୀ ନାରୀଙ୍କ ସୁରକ୍ଷା ବିଷୟରେ କହିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀ କହିଥିଲେ ଯେ, ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଯେତେବେଳେ ଗୋଟିଏ ନାରୀ ବିଚରଣ କରି କରିବ ସେତେବେଳେ ଭାରତ ବର୍ଷ ସଂପୂର୍ଣ୍ଣ ସ୍ଵତନ୍ତ୍ରତା ଲାଭ କରିପାରିବ।
ଆମର ପୂର୍ବତନ ରାଷ୍ଟ୍ରପତି ଡ଼. ଏପିଜେ ଅବଦୁଲ କାଲାମ କିଛି ବର୍ଷ ପୂର୍ବେ ସ୍ବପ୍ନ ଦେଖୁଥିଲେ ୨୦୨୨ ମସିହା ପର୍ଯ୍ୟନ୍ତ ଭାରତକୁ ମହାସକ୍ତା ରେ ପରିଣତ କରିବା ପାଇଁ। ୨୦୦୯ ମସିହାରେ ଲୋକ ସଭା ନିର୍ବାଚନ ପାଇଁ ଏକ ହଜାର ସାତସହ କୋଟି ଟଙ୍କା ବ୍ୟୟ ହୋଇଥିଲା। ଏବଂ ୨୦୧୪ ମସିହାରେ ଚାରି ହଜାର କୋଟି ଟଙ୍କା ବ୍ୟୟ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.