Movie prime

ଛାତ୍ରଙ୍କୁ ସେକିଦେଲେ ମଦୁଆ ଶିକ୍ଷକ ଆଉ ତା ପରେ ଦେଖନ୍ତୁ କଣ ହେଲା ସମସ୍ତଙ୍କ ସାମ୍ନାରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ।
Special report
ଶିକ୍ଷକମାନେ ଆମ ସମାଜରେ ଉଚ୍ଚ ସ୍ଥାନରେ ରହିଥାନ୍ତି । ଶିକ୍ଷକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇଥାଏ । ଏବେ କିଛି ଖବର ଆସିଛି ଜଣେ ମଦୁଆ ଶିକ୍ଷକଙ୍କୁ ନେଇ । ମଦୁଆ ଶିକ୍ଷକ ଜଣକ କରିଛନ୍ତି ଏଭଳି ନିର୍ଲଜ୍ଜ କାମ ।
ଶିକ୍ଷକ ଜଣକ ମଦ ପିଇ ଛାତ୍ର ଜଣଙ୍କୁ ମାଡ଼ ମାରିଥିଲେ । ଆଉ ମାଡ ମାରିବା ପରେ ଶିକ୍ଷକ ଜଣକ ନାଁରେ ଅଭିଯୋଗ ଆଣିଥିଲେ ଛାତ୍ର ଜଣଙ୍କର ଅଭିଭାବକ । ଅଭିଭାବକ ବ୍ଲକକୁ ଯାଇ ଏହି ମଦୁଆ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଥିଲେ ।
Special report
ଏବେ ଏହି ମଦୁଆ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ତାଙ୍କୁ ତାଙ୍କ ଚାକିରୀରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ସମ୍ବଲପୁର ଜିଲ୍ଲା ଯୋଜମୋରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତର ଭାଡ଼ିମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । 
ଏହି ବିଦ୍ୟାଳୟର ଶିକ୍ଷକ ଅଂଶୁମାନ ବାଗ ଏବେ ନିଲମ୍ବିତ ହୋଇଛନ୍ତି । ବ୍ଲକ୍ ଶିକ୍ଷାଧିକାରୀ କହିଛନ୍ତି ଏହି ଅଭିଯୋଗ ଆସିବା ପରେ ସେ ସ୍କୁଲକୁ ଯାଇଥିଲେ । ଆଉ ଏହି ଅଭିଯୋଗ ଆଧାରରେ ସବୁ ପ୍ରମାଣ ପାଇବା ପରେ ସେ ଏହି ଶିକ୍ଷକ ଜଣଙ୍କୁ ନିଲମ୍ବିତ କରିଛନ୍ତି ।
Special report
ଏବେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଶିକ୍ଷକ ହୋଇ ଏଭଳି କାମ କରିବା କଣ ଠିକ୍ ? ଶିକ୍ଷକ ହେଉଛନ୍ତି ଆମ ସମାଜ ପାଇଁ ଏକ ଗର୍ବ ଆଉ ଗୌରବ।
Special report
କିନ୍ତୁ ଏହି ଶିକ୍ଷକ ଜଣକ ଯାହା କରିଛନ୍ତି ତାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଶିକ୍ଷକ ରହିବା ଉଚିତ୍ ନୁହେଁ । ଏହି ଶିକ୍ଷକ ସମାଜ ପାଇଁ ଖରାପ । ଶିକ୍ଷକ ଅଂଶୁମାନ ବାଗ ଶିକ୍ଷକ ହୋଇ ଏଭଳି କାମ କରିବା ସତରେ ନିନ୍ଦନୀୟ ଅଟେ ।
ପିଲାମାନେ ଶିକ୍ଷକଙ୍କ ଠାରୁ ଅନେକ କଥା ଶିକ୍ଷା କରିଥାନ୍ତି କିନ୍ତୁ ଯଦି ଶିକ୍ଷକ ଏଭଳି କାମ କରିବେ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ। ଏବେ ଏହି ଘଟଣା ସଂପର୍କରେ ସବୁ ଖବର ଆପଣମାନେ ପାଇପାରିଲେ ।