Movie prime

ଛେଳି ଚୋର କୁ ମାଡିବସି ଜବରଦସ୍ତି କାଟିଦେଲେ ଗାଆଁ ମାଇପେ.

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ଜାଣି ଥିବେ।ଚୋ-ରି ଡ-କା-ୟ-ତି ହ-ତ୍ୟା ଭଳି ଜଘନ୍ୟ ଅପରାଧ ଦିନ କୁ ଦିନ ବଢ଼ିବାରେ ଲାଗିଛି।ଆପଣ ମାନେ ଏ ବିଷୟ ରେ ସବୁଦିନ ଖବର କାଗଜ ରେ ପଢୁଥିବେ।
Special report
ଆମେ ଆଜି ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ସାନଖୁଡି ଗାଁ ରେ।ଏଠାରେ ଜଣେ ବ୍ୟକ୍ତି ଛେଳି ଚୋ-ରି କରିଥିବା ଯୋଗୁ ତାକୁ ଦଣ୍ଡ ଦିଆ ଯାଇଛି।ସେ ଅପରାଧ ସାବ୍ୟସ୍ତ ହେବା ପରେ ଗାଁ ଲୋକ ମାନେ ମିଶି ତାକୁ ଜୋତା ମାଳ ପକାଇ ଗାଁ ରେ ବୁଲାଇ ଥିଲେ।
ସୂଚନା ଅନୁସାରେ ସାନଖୁଡି ଗାଁ ର ବଂଶୀଧର ଦାସ ଙ୍କ ପୁଅ ହେଉଛନ୍ତି କରୁଣା କର ଦାସ।ସେ ଗତ କିଛି ଦିନ ତଳେ ଅନ୍ୟ ଜଣକ ଘରୁ ଛେଳି ଚୋ-ରି କରିଥିଲେ।ଏହା ପରେ ଗାଁ ର ସବୁ ମୂରବୀ ଲୋକ ମାନେ ବସି ଏହାର ସମାଧାନ କରିବା ପାଇଁ ଚେଷ୍ଟା କଲେ।
ଶେଷ ରେ ଜଣା ଗଲା ଯେ କରୁଣାକର ଦାସ ସେହି ଛେଳି କୁ ଚୋ-ରି କରିଥିଲେ।ଲୋକ ମାନେ ତାଙ୍କ ଉପରେ ବହୁତ ରାଗୀ ଯାଇଥିଲେ।ଏହା ପରେ ତାଙ୍କୁ ଦଣ୍ଡ ଦିଆ ଯିବାର ବ୍ୟବସ୍ଥା ହେଲା।ମୂରବୀ ଲୋକ ମାନେ କହିଲେ କି ତାଙ୍କ ବେକ ରେ ଜୋତା ମାଳ ପକାଇ ମୁହଁ କାଳୀ ମାରି ଗାଁ ରେ ବୁଲାଇ ଆଣ।
Special report
ଶେଷ ରେ ଗାଁ ର ସ୍ତ୍ରୀ ଲୋକ ମାନେ ସେଇଆ କଲେ।ତାଙ୍କ ବେକ ରେ ଜୋତା ମାଳ ପକାଇ ମୁହଁ ରେ କାଳୀ ବୋଳି ଗୋଇଠା, ବିଧା ମାରିବାକୁ ଲାଗିଲେ।ତାଙ୍କୁ ରାସ୍ତା ମଝିରେ ଠିଆ କରି ନିର୍ଦ୍ଧୁମ ପିଟିଲେ।ତାଙ୍କୁ ବାନ୍ଧି ପକାଇ ଟାଣି ଟାଣି ଗାଁ ରାସ୍ତା ରେ ଭିଡ଼ି ନେଇ ଗଲେ ଗାଁ ର ମହିଳା ମାନେ।
ଏ କଥା କିଛି ସମୟ ପରେ ପୋଲିସ ଜାଣିବାକୁ ପାଇଲା।ସାଙ୍ଗେ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗାଁ ର ସ୍ତ୍ରୀ ଲୋକ ମାନଙ୍କ କବଳ ରୁ ଯୁବକ ଙ୍କୁ ଉଦ୍ଧାର କଲା।ଏହା ପରେ ତାଙ୍କୁ ଥାନା କୁ ନିଆ ଯାଇଥିଲା।
ଏହା ବିଷୟ ରେ ଯିଏ ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଯୁଗ ବଦଳି ସାରିଛି ହେଲେ ଲୋକମାନଙ୍କ ଠାରେ ଏଭଳି ଦଣ୍ଡ ଦେବାର ବ୍ୟବସ୍ଥା ଆଜି ଯାଏଁ ଅଛି।ପୋଲିସ ଉକ୍ତ ଯୁବକ ଙ୍କ ଉପରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।