Movie prime

ମୁଁ ସେଦିନ ଛେଳି ଚରାଉଥିଲି ମତେ ପଛପଟୁ ଟେକି ନେଇ ସେ ପିଲା ବଳାତ୍କାର କଲା ଆଉ ଭିଡିଓ ରେକର୍ଡ କରି ରଖିଲା....

 
Special Report
ନମସ୍କାର ପାଠକ ବନ୍ଧୁ।ଘରେ କେହି ନ ଥିବା ବେଳେ ୧୭ ବର୍ଷୀୟ ଝିଅ କୁ ଉ-ଲ-ଗ୍ନ କରି ବ-ଳା-ତ୍କା-ର କରିଛି ଜଣେ ଯୁବକ।ଝିଅ ଟି ଯେତେ ବାରଣ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ତାଙ୍କ କଥା କୁ ଶୁଣି ନ ଥିଲା।
Special Report
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମ ରେ।ସେଠାରେ ଜଣେ ନା-ବା-ଳି-କା ଝିଅ କୁ ସେହି ଗ୍ରାମ ର ଜଣେ ଯୁବକ ବ-ଳା-ତ୍କା-ର କରିଛି।ଝିଅ ଟି ଏବେ ଥାନା ରେ ଉକ୍ତ ଯୁବକ ଙ୍କ ନାମରେ ଅଭିଯୋଗ କରିଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଜଣେ ଅସହାୟ ମହିଳା ନିଜ ଝିଅ ସହିତ ସେହି ଅଞ୍ଚଳ ରେ ରହୁଥିଲେ।ମହିଳା ଜଣକ ସବୁଦିନ ନିଜ ଝିଅ କୁ ଘରେ ଛାଡି ଛେଳି ଚରାଇବାକୁ ଜଙ୍ଗଲ କୁ ଚାଲି ଯାଇଥିଲେ।
ହେଲେ ଦିନେ ତାଙ୍କ ସହିତ ଏପରି କିଛି ଘଟିବ ସେ କେବେ ବି ଭାବି ନ।ଥିଲେ।ମହିଳା ଜଣକ ସବୁଦିନ ଛେଳି ଚରାଇବାକୁ ଯିବାର ସେହି ଗ୍ରାମ ର ଲିଟୁ ଦେଖିବାକୁ ପାଇ ଥିଲେ।ସେ ଏହାର ସୁଯୋଗ ନେଇ ଘର ଭିତରେ ପ୍ରବେଶ କଲେ।
Special Report
୧୭ ବର୍ଷୀୟ ନା-ବା-ଳି-କା ଝିଅ କୁ ସେ ଟାଣି ନେଇ ଥିଲେ।ତାଙ୍କ ସହିତ ଜୋର୍ ଜବରଦସ୍ତି କରୁଥିଲେ।ଝିଅ ର ପୋଷାକ କୁ ଚିରି ଦେଇଥିଲେ।ଏହା ପରେ ତାଙ୍କ ପୋଷାକ କୁ ସମ୍ପୂର୍ଣ୍ଣ ରୂପେ ଖୋଲି ତାଙ୍କୁ ବ-ଳା-ତ୍କା-ର କରିବାକୁ ଲାଗି ଥିଲେ।
ଝିଅ ଟି ଜୋର୍ ରେ ଚିତ୍କାର କରିଥିଲା।ହେଲେ ତାର କଥା କୁ କେହି ଶୁଣି ନ ଥିଲେ।ଏହା ପରେ ଝିଅ ର ମା ଘଟଣା ସ୍ଥଳ ରେ ପହଞ୍ଚି ଥିଲେ।ଅଭିଯୁକ୍ତ ଲିଟୁ କୁ ସେ ଏକ ବାଡ଼ି ସାହାର୍ଯ୍ୟ ରେ ମାରିଥିଲେ।
ଏହା ପରେ ଲିଟୁ ମହିଳା ଙ୍କ ଉପରେ ଆକ୍ରମଣ କରିଥିଲା।ଓ କହିଥିଲା କି ତୋ ଝିଅ କୁ ଆଉ କାହାରି କୁ ବିବାହ କରିବୁ ନାହି।ତାକୁ ମୁଁ ବାହା ହେବି।
ଏ କଥା କହି ସେ ଚାଲି ଯାଇଥିଲା।ଏହା ପରେ ମହିଳା ଓ ତାଙ୍କ ଝିଅ ଥାନା ରେ ଅଭିଯୁକ୍ତ ଲିଟୁ ବିରୋଧ ରେ ଅଭିଯୋଗ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଝିଅ କୁ ନ୍ୟାୟ ମିଳୁଛି।