Movie prime

ମଦ ନିଶାରେ ଛେଳି ସହ ଖରାପ କାମ କରିଦେଲା ଯୁବକ , ପରେ ନିଶା ଉତୁରିବାରୁ କହିଲା ଏମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ପାଉଥିବେ ଆପଣମାନେ। ତେବେ ବେଳେବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନାକୁ ଆସିଥାଏ
ଯାହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହାକି ଖୁବ୍ ଲ-ଜ୍ୟା-ଜ-ନ-କ ଅଟେ। 
ନିଜ କାମନାକୁ ପୂର୍ଣ୍ଣ କରିବା ପାଇଁ ମଣିଷ ଘଟାଇ ବସୁଛି ଜଘନ୍ୟ ଅପରାଧ। ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣମାନେ ମଧ୍ୟ ଚକିତ ହୋଇଯିବେ। ମଣିଷ ବଦଳରେ ଏବେ ଦୁ-ଷ୍କ-ର୍ମ-ର ଶୀକାର ହେଉଛି ପଶୁ।
ଡେରାବିଶ ଥାନା ତିଲଙ୍ଗ ଗାଁ'ରେ ମଣିଷର ପାଶବିକ କାଣ୍ଡ। ହିତାହିତ ଜ୍ଞାନ ଭୁଲିଲା ଯୁବକ। ରାତି ଅଧିଆ ଏକ ଗୁହାଳରେ ପଶି ଏକ ଛେଳିକୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ଉମାଶଙ୍କର ନାୟକ। 
ସୂଚନା ଅନୁଯାୟୀ କବିତା ପ୍ରଧାନଙ୍କ ଗୁହାଳରେ ପଶି ଛେଳିକୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଡେରାବିଶ ପୋଲିସ ଅ-ଭି-ଯୁ-କ୍ତଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଥିଲା।
ଅ-ଭି-ଯୁ-କ୍ତ ଉମାଶଙ୍କର ନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ଏହା ସହିତ ପୋଲିସ ଉମାଶଙ୍କର ନାୟକର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି। 
ଅଭିଯୋଗକୁ ଭିତ୍ତି କରି ଡେରାବିଶ ପୋଲିସ ଉମାଶଙ୍କକୁ ତା ଗାଁ'ରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି ପୋଲିସ। ସେପଟେ ପୀ-ଡ଼ି-ତା ଛେଳିକୁ ଡେରାବିଶ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଛି।
ପୀ-ଡ଼ି-ତା ଛେଳିର ଆହୁରି ଟେଷ୍ଟ ପାଇଁ ତାକୁ ଭୁବନେଶ୍ଵର ଫରେନସି ଲ୍ୟାବକୁ ପଠାଇ ଯିବ ବୋଲି ସୂଚନା ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।