Movie prime

ଛେଳି ଥିଲେ ଚାଲିଯିବ ଜୀବନ ! ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ପରିସ୍ଥିତି ଦେଖନ୍ତୁ କେମିତି ହେଲା ଏମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ସମାଜରେ ଏଭଳି ଘଟଣା ମାନ ଘଟିବାରେ ଲାଗୁଛି। ଯାହାକୁ ବିଶ୍ଵାସ କରିବା ମଧ୍ଯ କଷ୍ଟକର ହୋଇପଡୁଛି। ଆଜିକାଲି ଅନେକ ପ୍ରକାରର ଚୋର ମାନେ ବାହାରିଲେଣି।
ପଇସା ପାଇଁ ଏବେ ଲୋକ ମାନେ କିଛି ନା କିଛି କରୁଛନ୍ତି। ଆପଣ ମାନେ ପ୍ରତ୍ୟେକ ଦିନ ନିୟୁଜରେ ଚୋରି ଘଟଣା ମାନ ଦେଖୁଥିବେ। ଚୋରି କରିବା ଘଟଣାକୁ ନେଇ ଅନେକ ଚୋର ମଧ୍ୟ ଧରା ପଡ଼ିଲେଣି।
ଆଜି ଆମେ ଆପଣଙ୍କୁ ଏକ ନିଆରା ଚୋରଙ୍କ ବିଷୟରେ କାହିବାକୁ ଯାଉଛୁ। ଯିଏକି ଜିନିଷ ପତ୍ର ନୁହେଁ ବରଂ ଛେଳି ଚୋରୀ କରୁଛନ୍ତି। 
ଜମନକିରା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକି ରାତି ଅଧରେ ପି-ସ୍ତ-ଲ ଓ ଭୁ-ଜା-ଲି ଦେଖାଇ ଛେଳି ଚୋରି କରୁଛନ୍ତି ଦୂ-ର୍ଭୁ-କ୍ତ। ଜମନକିରା ଥାନା ଅନ୍ତର୍ଗତ ପୁକୁଡ଼ା ଗ୍ରାମରୁ ଆସିଛି ଏପରି ଅଭିଯୋଗ।
ଗାଁ ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଅଚାନକ କିଛି ଦୂ-ର୍ଭୁ-କ୍ତ ପଶିଆସିଥିଲେ। କିଛି ବୁଝିବା ଆଗରୁ ସେହି ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବ-ନ୍ଧୁ-କ ଏବଂ ଭୁ-ଜା-ଲିରେ ଭୟଭୀତ କରି ରଖିଥିଲେ ୪ ଜଣ ଦୂ-ର୍ଭୁ-କ୍ତ। 
ଅନ୍ୟ କେତେଜଣ ଦୂ-ର୍ଭୁ-କ୍ତ ତାଙ୍କ ଛେଳି ଗୁହାଳରେ ପଶି ପିକକ୍ ଭ୍ୟାନରେ ଲଦି ଫେରାର ହୋଇ ଯାଇଥିଲେ। ଏହି ଖବର ପାଇଁ ଜମନକିରା ଗ୍ରାମର କିଛି ଯୁବକ ଥାନାରେ ଅଭିଯୋଗ ଦେଇଥିଲେ।
ଏହାପରେ ସେଠାରେ ଜମନକିରା ପୋଲିସ ପହଞ୍ଚି କୁଚିଣ୍ଡା ଓ ଗଡପୋଷ ପୋଲିସ ସହାୟତାରେ ସୁନ୍ଦରଗଡ ପର୍ଯ୍ୟନ୍ତ ପିକକ୍ ଭ୍ୟାନର ପିଛା କରିଥିଲେ। କିନ୍ତୁ ଛେଳି ଚୋରା ମାନେ ଝାଡ଼ଖଣ୍ଡ ଯାଉଥିବା ରାସ୍ତାରେ ପୋଲିସଙ୍କୁ ଚଖମା ଦେଇ ଫେରାର ମାରିଥିବା ଜଣାପଡିଛି।
ଏନେଇ ଥାନାରେ ଏତଲା ଦେଇଛନ୍ତି ଲୁଟ ହୋଇଥିବା ଛେଳିର ମାଲିକ। ତେବେ ବନ୍ଧୁଗଣ ପୋଲିସ ପିକକ୍ ଭ୍ୟାନ ଗାଡି ନମ୍ବରକୁ ଆଧାର କରି ତଦନ୍ତ ଜାରିରଖିଛି। ଶତ୍ରୁଘ୍ନ ଓ କୌଶଲ୍ୟା ସବୁଦିନ ୬୦ ଗୋଟି ଛେଳିର ଯତ୍ନ ରଖୁଥିଲେ।
ଏବଂ ଦରକାର ବେଳେ ଛେଳି ବିକି ପରିବାର ଚଳାଉଥିଲେ। ବନ୍ଧୁଗଣ ଛେଳି ପାଇଁ ମାଲିକର ଜୀବନ ନେଇଯାଇଥାନ୍ତେ ଛେଳି ଦୂ-ର୍ଭୂ-କ୍ତ ମାନେ। ତେବେ ବନ୍ଧୁଗଣ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.