Movie prime

ପେଟରୁ ଛୁଆ ନଷ୍ଟ କରି ପ୍ରେମିକ ହେଲା ଫେରାର ଦେଖନ୍ତୁ ସାଙ୍ଘାତିକ ଅଭିଯୋଗରେ ପରିବାର ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ ମଧ୍ୟ କରୁଛନ୍ତି।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ପ୍ରଥମେ ପ୍ରେମ ଆଉ ତା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଛନ୍ତି ପ୍ରେମିକ ଜଣକ। ଆଉ ପ୍ରେମିକା ସହ ଶା-ରୀ-ରି-କ ସଂପର୍କ ରଖି ଗ-ର୍ଭ-ବ-ତୀ ମଧ୍ୟ କଲା ପ୍ରେମିକ ଜଣକ। 
ଆଉ ତା'ପରେ ପେଟରୁ ଛୁଆ ନଷ୍ଟ କରି ଛାଡ଼ି ଚାଲିଗଲା ପ୍ରେମିକାକୁ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଣ୍ଡବାହାର ଗ୍ରାମରେ। ସୂଚନା ଅନୁସାରେ ସେହି ଗାଁର ସୁବାସ ବାଗଙ୍କ ଝିଅ ଅନୁପମା ବାଗ ଏବଂ
Special report
ସେହି ଗାଁ'ର ନୀଳକଣ୍ଠ ମେଷଙ୍କ ପୁଅ ରଙ୍କ ମେଷଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି ଦେଇ ଉଭୟ ଛତିଶଗଡ ଚାଲିଯାଇଥିଲେ। ସେଠାରେ ସରେଇ ଥାନ ଅନ୍ତର୍ଗତ କେଜୁଆ ଗାଁର ଏକ ମନ୍ଦିରରେ ବିବାହ କରିଥିଲେ। 
ଆଉ ବାହା ହୋଇସାରିବା ପରେ ଉଭୟ ଖୁସିରେ ରହୁଥିଲେ। ହେଲେ ଅନୁପମା ଦୁଇମାସର ଗ-ର୍ଭ-ବ-ତୀ ଥିବାର ଜାଣି ଖୁସି ହୋଇନଥିଲେ ରଙ୍କନ୍। ତା'ପରେ ଖାଦ୍ୟରେ ଔଷଧ ମିଶାଇ ଗ-ର୍ଭନଷ୍ଟ କରିଦେଇଥିଲେ।
Special report
ଖାଲି ସେତିକି ନୁହେଁ ଗ-ର୍ଭନଷ୍ଟ ହେବାପରେ ଅନୁପମାଙ୍କୁ ଛାଡି ଚାଲିଆସିଥିଲେ ରଙ୍କନ୍। ତାପରେ ଛତିଶଗଡର ସରେଇ ଥାନାରେ ଅଭିଯୋଗ ପରେ ସେଠାକାର ପୋଲିସ ବଲାଙ୍ଗୀର ପୁଇଁତଳା ଥାନାକୁ ଅଭିଯୋଗ ପଠାଇ ଦେଇଛି। 
ଏହାପରେ ନିଜ ଗାଁ'କୁ ଆସି ଥାନାରେ ଅଭିଯୋଗ କରିଛନ୍ତି ଅନୁପମା। ସେପଟେ ପୁଇଁତଳା ଥାନା ଅଧିକାରୀ ରଙ୍କନ୍ ଙ୍କ ବାପା ମାଆଙ୍କୁ ଡ଼ାକି ଝିଅକୁ ନେବା ପାଇଁ କହିଥିଲେ। ହେଲେ ସେମାନେ ନେବା ପାଇଁ ମନା କରିଦେଇଥିଲେ।
ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଏବେ ଦେଖିବାକୁ ବାକି ରହିଲା ପ୍ରେମିକା ଅନୁପମାଙ୍କୁ କେବେ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.