Movie prime

ଚିକେନ ଖାଇ ମହିଳାଙ୍କୁ ଉଲଗ୍ନ କରି କରିଦେଲେ ଏତେବଡ଼ କାଣ୍ଡ ଶୁଣିଲେ ଆଖିରୁ ଲୁହ ଆସିଯିବ ଆପଣଙ୍କର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଏହି ସମାଜରେ ମଣିଷ ଧୀରେ ଧୀରେ ସ୍ୱାର୍ଥପର ହେବାରେ ଲାଗିଛି। ମଣିଷ ନିଜର ସ୍ୱାର୍ଥ ପୂରଣ କାରିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ହେଇଯାଉଛି।
ଫଳରେ କେତେବେଳେ ହ-ତ୍ୟା, ଦୁ-ଷ୍କ-ର୍ମ, ଅ-ପ-ହ-ର-ଣ , ଚୋ-ରି କରିବା ଭଳି ନିନ୍ଦନୀୟ କାମ କରି ବସୁଛୁ। ଜାହାକି ଏହି ଯୁବ ସମାଜକୁ ଖରାପ ଶିକ୍ଷା ଯୋଗାଉଛି। ତେବେ ବନ୍ଧୁଗଣ ବର୍ତମାନ ସେହି ଭକି ଏକ ଘଟଣା ସାମ୍ନାକୁ ଆସିଛି।
Special report
ଯାହାକି ସମ୍ବଲପୁର ଶାସନ ଥାନା ବଲବସପୁରରୁ ମହିଳାଙ୍କ ମୃ-ତ-ଦେ-ହ ଉଦ୍ଧାର ହେଇଥିବା ବେଳେ ତାଙ୍କ ପରିଚୟ ମିଳିଛି। ମୃ-ତ ମହିଳାଙ୍କ ନାଁ ଶଶି ପାଗଡ। ମହିଳାଙ୍କ ମୃ-ତ୍ୟୁ ପରେ କେହି ତାଙ୍କୁ ପିଙ୍ଗ ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଶଶୀଙ୍କୁ କିଏ ଓ କାହିଁକି ହ-ତ୍ୟା କଲା କାରଣ, ଅସ୍ପଷ୍ଟ ରହିଛି।
ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃ-ତ-ଦେ-ହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି।
ଗତକାଲି ହୀରାକୁଦ ଡ଼୍ୟାମ ବାମ ପାର୍ଶ୍ୱ ଡାଇକ୍ ସନ୍ନିକଟ ବଳବସପୁର ଗ୍ରାମ ରାସ୍ତା ପାଖରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃ-ତ-ଦେ-ହ ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।