Movie prime

ଭୁବନେଶ୍ୱର ରେ ମାତିଛନ୍ତି ଚିକେନ ପକୋଡା ଚୋର, ଖାଇ ଦେଉଛନ୍ତି ହଜାର ହଜାର ଟଙ୍କା ର ଚିକେନ ପକୋଡା ହେଲେ ଦେଉ ନାହାନ୍ତି ପଇସା

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନିକଟ ରେ ଜଣେ ଚିକେନ ପକୋଡା ଚୋର ଧରା ପଡିଚି।ବର୍ତ୍ତମାନ ସମୟ ରେ ଲୋକ ମାନେ ଅନ୍ୟ ମାନଙ୍କୁ ଠକିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।ଆଜି ଆମେ ସେଭଳି ଗୋଟିଏ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ଏପରି ଘଟଣା ଦେଖିବାକୁ ମିଳିଛି ଆମ ରାଜଧାନୀ ଭୁବନେଶ୍ୱର ଠାରେ।ସେଠାରେ କିଛି ଯୁବକ ମାନେ ପ୍ରତିଦିନ ଚିକେନ ପକୋଡା ଖାଇ ଦୋକାନୀ ଙ୍କୁ ଠକି ଚାଲି ଯାଇଥିଲେ।ଶେଷ ରେ ଦୋକାନୀ ଜଣକ ତାଙ୍କୁ ଧରି ଖୁବ୍ ମାଡ ମାରିଛନ୍ତି।ପୋଲିସ ଙ୍କୁ ମଧ୍ୟ ଖବର ଦିଆ ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଗତ କିଛି ଦିନ ତଳେ ଭୁବନେଶ୍ୱର ରେ ଘର ଭଡ଼ା ନେଇ ରହିଥିଲେ।ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି ପ୍ରତିଦିନ ପଣ୍ଡା ବାବୁ ଙ୍କ ଦୋକାନ କୁ ଖାଇବା ପାଇଁ ଯାଉ ଥିଲେ।ସେଠାରେ ସେମାନେ ପ୍ରତିଦିନ ଚିକେନ ପକୋଡା ଖାଉ ଥିଲେ।ସେଠାରେ ପେ ଟି ଏମ୍ ରେ ଟଙ୍କା ଦେଇଥିଲେ।
ହେଲେ ଘରେ ଆସି ସେହି ଟଙ୍କା କୁ ଦୋକାନୀ ଙ୍କ ଠାରୁ ଫେରେଇ ଆଣୁ ଥିଲେ। ଯାହାକୁ କେହି ଜାଣି ପାରୁ ନ ଥିଲେ।ଏପରି ଘଟଣା ଦିନ କୁ ଦିନ ବଢିବାରେ ଲାଗିଥିଲା।ଦିନ କୁ ଏକ ହଜାର ରୁ ଦୁଇ ହଜାର ଟଙ୍କା ଭିତରେ ସେମାନେ ଖାଉ ଥିଲେ।
Special Report
ଆଉ କିଛି ଘର କୁ ନେଇ କରି ଯାଉଥିଲେ।ହେଲେ ନିକଟରେ ସେମାନେ ଦୋକାନ କୁ ଖାଇବାକୁ ଆସି ଥିଲେ।ପାଞ୍ଚ ଶହ ଟଙ୍କା ର ଖାଇ ପେ ଟି ଏମ୍ ରେ ଟଙ୍କା ଦେଇ ଚାଲି ଯାଇଥିଲେ।ପରେ ପଣ୍ଡା ବାବୁ ଙ୍କ ଫୋନ୍ କୁ ରି ଫଣ୍ଡ ହୋଇଛି ବୋଲି ମ୍ୟାସେଜ୍ ଆସିଲା।
ଦୋକାନ ରେ କମ୍ ଲୋକ ଥିବାରୁ ପଣ୍ଡା ବାବୁ ସେହି ମ୍ୟାସେଜ କୁ ସମସ୍ତଙ୍କୁ ଦେଖାଇ ଥିଲେ।ସେମାନେ କହିଥିଲେ କି ଟଙ୍କା ପୁଣି ଥରେ ଫେରସ୍ତ ହୋଇ ଯାଇଛି।ଏଠାରେ ପଣ୍ଡା ବାବୁ ଙ୍କ ର ସନ୍ଦେହ ହେଲା।ସେ ସଙ୍ଗେ ସଙ୍ଗେ ସେହି ପିଲା ମାନଙ୍କ ମ୍ୟାସେଜ କୁ ଦେଖିଲେ ।
ସେ ସତ ଜାଣି ସାରିବା ପରେ ସେହି ପ୍ରଶାନ୍ତ କୁମାର ସାହୁ ଙ୍କୁ ଧରି ପକାଇ ଥିଲେ।ତାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ସେ ଏବେ ତାଙ୍କୁ ଧରି ପକାଇ ଛନ୍ତି।ଯଦି ସେ ଟଙ୍କା ନ ଦିଅନ୍ତି ତେବେ ସେ ତାଙ୍କୁ ପୋଲିସ ରେ ଦେବେ ବୋଲି କହିଛନ୍ତି।
ଏଥିରେ କେବଳ ପ୍ରଶାନ୍ତ କୁମାର ସାହୁ ନାହାନ୍ତି।ତାଙ୍କ ସହିତ ତାଙ୍କ ସାଙ୍ଗ ମାନେ ମଧ୍ୟ ଅଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେମାନେ ପଣ୍ଡା ବାବୁ ଙ୍କ ଟଙ୍କା ଫେରାଇବାକୁ କେତେ ଦିନ ସମୟ ନେଉଛନ୍ତି।