Movie prime

ପ୍ରେସ ମିଟ୍ କରି ଚିଲେଇଲେ ସଲମାନ୍, ମିଠା ବଣ୍ଟା ହେଉ ମୋର ୨୦୨୪ ରେ ବାହାଘର ଫିକ୍ସ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସଲମାନ୍ ଖାନ୍ ଙ୍କୁ ଜାଣି ଥିବେ।ବଲିଉଡ ର ଅନ୍ୟ ଅଭିନେତା ମାନଙ୍କ ମଧ୍ୟରେ ସଲମାନ୍ ଖାନ୍ ହେଉଛନ୍ତି ଅନ୍ୟତମ।ସେ ନିଜ ଅଭିନୟ ମାଧ୍ୟମ ରେ ଲୋକ ଙ୍କ ନିକଟ ରେ ଆଜି ପରିଚିତ ହୋଇ ଛନ୍ତି।ତାଙ୍କ ଫିଲ୍ମ ଗୁଡ଼ିକ ଲୋକ ଙ୍କୁ ଖୁବ୍ ପସନ୍ଦ ଆସି ଥାଏ।
Special Report
ଆଜି ଏହି ଅଭିନେତା ଜଣକ ନିଜ ବିବାହ କୁ ନେଇ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ପୁଣି ଥରେ ଖାଁ ପରିବାର ରେ ବିବାହ ର ବାଜା ବାଜିବାକୁ ଯାଉଛି।ଦୀର୍ଘ ବର୍ଷ ପରେ ପୁଣି ଗୋଟିଏ ଖୁସି ଖବର ଆସିବ ତାଙ୍କ ପରିବାର କୁ।
ସଲମାନ୍ ଖାନ୍ ଙ୍କ ବିବାହ କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହୋଇ ଥାଏ।ଅନେକ ଥର ତାଙ୍କୁ ବିବାହ ରେ ପ୍ରଶ୍ନ ର ସାମନା କରିବାକୁ ପଡିଛି।ହେଲେ ସେ ଏହାର କିଛି ଉତ୍ତର ନ ଦେଇ ଚାଲି ଯାଆନ୍ତି।ହେଲେ ଏବେ ଆମେ ଆପଣ ମାନଙ୍କୁ ତାଙ୍କ ବିଷୟ ରେ କିଛି କହିବାକୁ ଯାଉଛୁ।
ତାଙ୍କ ପରିବାର ପାଇଁ ପୁଣି ଥରେ ଗୋଟିଏ ଖୁସି ର ଖବର ଆସିବାକୁ ଯାଉଛି।ଯାହାକୁ ନେଇ ସଲମାନ୍ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି।ଆମେ ଏଠାରେ ସଲମାନ୍ ଖାନ୍ ଙ୍କ ବିବାହ ବିଷୟ ରେ କହୁ ନାହିଁ।
ଆମେ ଏଠାରେ ତାଙ୍କ ଭାଇ ଅରବାଜ ଖାଁ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଅନେକ ଥର ତାଙ୍କ ନାମ କୁ ଅନ୍ୟ ଝିଅ ମାନଙ୍କ ସହିତ ଯୋଡା ଯାଇଛି।ଏବେ କୁହା ଯାଇଚି ଯେ ସେ କୁଆଡେ ବିବାହ କରିବାକୁ ଯାଉଛନ୍ତି।ପ୍ରସିଦ୍ଧ ମେକ ଅପ୍ ଆର୍ଟିଷ୍ଟ୍ ଶୌରା ଙ୍କୁ ସେ ବିବାହ କରିବାକୁ ଯାଇଛନ୍ତି।
Special Report
ହେଲେ ଏହି ଖବର ଟି କେତେ ଦୂର ସତ୍ୟ ତାହା ଜଣା ପଡି ନାହିଁ।ଏହି ବିବାହ ଟି ହେଲେ ତାଙ୍କ ପରିବାର ରେ ଆଉ ଗୋଟିଏ ବିବାହ ହେବ।ଏଥିରେ ତାଙ୍କ ପରିବାର ର ସଦସ୍ୟ ମାନେ ଭାଗ ନେବେ।
ସଲମାନ୍ ଖାଁ ଙ୍କ ବିବାହ ବୟସ ହେବେ ଗଡି ଗଡି ଯାଉଛୁ।କୁହା ଯାଉଚି ଯେ ସେ ଆଉ ବିବାହ କରିବେ ନାହିଁ।ଏତେ ଅଧିକ ବୟସ ରେ ତାଙ୍କୁ କିଏ ଅବା ବିବାହ କରିବ।
ତାଙ୍କ ପରିବାର ଲୋକ ମାନେ ଅରବାଜ ଖାଁ ଙ୍କ ବିବାହ କୁ ନେଇ ଏବେ ସବୁ ପ୍ରସ୍ତୁତି ଶେଷ କରି ସାରିଲେଣି।ଆଗକୁ ଦେଖିବାକୁ ବାକି ରହିଲା କେବେ ଶୌରା ବୋହୂ ହୋଇ ଖାଁ ପରିବାର କୁ ଆସୁଛନ୍ତି। ଏବଂ କେବେ ଅରବାଜ ଖାଁ ବର ବେଶ ରେ ସଜ ହେଉଛନ୍ତି।