Movie prime

ଚାଇନା ଉଡ଼ାଇଲା ଗୁଡ଼ି ଚାଲିଗଲା ଭାରତୀୟ ଯବାନଙ୍କ ଜୀବନ ଦେଖନ୍ତୁ ଏହି ଦୃଶ୍ୟ କେମିତି ହେଲା ଏମିତି ଅଘଟଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଯୁଦ୍ଧ ଆଦି ଆଦି ସବୁ ବିଷୟରେ ତ ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special Report
ଏବେ କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ । ଚାଇନା ପାଇଁ ପୁଣି ଚାଲିଗଲା ଆଉ ଜଣେ ଭାରତୀୟ ଯବାନଙ୍କ ଜୀବନ । ଭାରତୀୟ ଯବାନ ଜଣକ ଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । 
ଘରକୁ ଫେରୁଥିବା ବେଳେ ବେକରେ ଗୋଡେଇ ହୋଇଗଲା ଚାଇନିଜ ମଞ୍ଜା ସୂତା । ଆଉ ବେକ କଟିଗଲା ସେନା ଯବାନଙ୍କର । ତାପରେ ଯବାନଙ୍କର ମୃ-ତ୍ୟୁ ହୋଇଗଲା । ଏହି ପୁରା ଘଟଣା ବିଷୟରେ ଆପଣ ଶୁଣିଲେ ଆପଣଙ୍କ ଆଖୁରି ଲୁହ ଝରି ଆସିବ ।
ଚାଇନିଜ ମଞ୍ଜା ସୂତା ଲାଗି ଲୋକଙ୍କ ଜୀବନ ଚାଲିଯାଉଛି । ଆଉ ଏବେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ମଞ୍ଜା ସୂତା ଲାଗି ହାଇଦ୍ରାବାଦର ଯବାନଙ୍କ ସହିତ ଏଭଳି ଘଟଣା ଘଟିଛି । ଯବାନ ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିଲେ । 
Special Report
ସେ ବାଇକରେ ଫେରିବା ସମୟରେ ତାଙ୍କ ବେକରେ ମଞ୍ଜା ସୂତା ଲାଗି ଯାଇଥିଲା । ଆଉ ଏହି ସୂତା ଲାଗିବା ଦ୍ଵାରା ତାଙ୍କ ବେକ କଟି ଯାଇଥିଲା । ଏବେ ସେ ମୃ-ତ୍ୟୁବରଣ କରିଛନ୍ତି । ଏହି ମୃ-ତ ଯବାନ ଜଣକ ହେଉଛନ୍ତି କେ କୃତସେର ରେଡ୍ଡୀ ।
ସେ ଲଙ୍ଗର ହାଉସ ଅଞ୍ଚଳରେ ରହୁଛନ୍ତି । ଆଉ ଏହି ଯବାନ ଜଣକ ଘରେ ପହଞ୍ଚିବା ପୂର୍ବରୁ ଏଭଳି ଘଟଣା ଘଟିଥିଲା । ଏହି ମଞ୍ଜା ସୂତାରେ ଏଭଳି ଅଘଟଣ ଘଟିବା ନୂଆ ନୁହେଁ । ଏହି ମଞ୍ଜା ସୂତା ଲାଗି ଅନେକ ଲୋକଙ୍କ ଜୀବନ ଯାଇଛି ।
ଏହି ସୂତା ବହୁତ ମଜବୁତ ଅଟେ । ଏହି ଚାଇନିଜ ମଞ୍ଜା ସୂତା ଚାଉଳ ଅଠା, ଗଛ ଅଠା ଆଉ କାଚ ଗୁଣ୍ଡ ମିଶାଇ ତିଆରି କରାଯାଇଥାଏ । ଆଉ ଏହି ସୂତା ଦ୍ଵାରା ସହଜରେ ଅନ୍ୟ ଗୁଡ଼ି କାଟି ହୋଇ ଯାଇଥାଏ ।
ଆଉ ଏହି ସୂତା ବ୍ୟବହାର ନ କରିବାକୁ ମଧ୍ୟ ସୂଚନା ଦିଆଯାଇଛି । କିନ୍ତୁ ଏହି ସୂତା ଲାଗି ଆଜି ଏହି ଯବାନ ଜଣଙ୍କର ମୃ-ତ୍ୟୁ ହୋଇଗଲା । ଏବେ ଏହି ଘଟଣାକୁ ନେଇ ମାମଲା ରୁଜ୍ଜୁ କରାଯାଇଛି । ଆଉ ଏହି ଘଟଣାର ତଦନ୍ତ କରାଯାଉଛି ।