Movie prime

ମିଳିଲା ଚିଠି ଏଥର ସବୁ ଗୁମର ପର୍ଦାଫାସ ! ଦେଖନ୍ତୁ କେଉଁ ସତ ଆସିଲା ସାମ୍ନାକୁ

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ନବ ଦାସ ଙ୍କ ହତ୍ୟା ମାମଲା ରେ ସାମ୍ନା କୁ ଆସିଛି ନୂଆ ମୋଡ଼,
ନବ ଦାସ ଙ୍କ ହ-ତ୍ୟା ମାମଲା ରେ ପ୍ରକୃତ କାରଣ ଜାଣିବା ପରେ ଏକ ବଡ ଖବର ସାମ୍ନା କୁ ଆସିଛି। ତାଙ୍କ ହ-ତ୍ୟା ମାମଲା ପଦାକୁ ଆସିବା ପରେ ଏକ ବଡ ଖବର ସାମ୍ନା କୁ ଆସିଛି।
ନବ ଦାସ ଙ୍କ ହ-ତ୍ୟା ପରେ ଗୋପାଲ ଦାସ ଯାଇଥିଲେ ନବ ଦାସ ଙ୍କ ଶୌଚାଳୟ କୁ ସେଠି ଶୌଚାଳୟ କୁ ସଫା କରି ସାରି କିଛି କାଗଜ କୁ ନଷ୍ଟ କରିବା ପରେ ସେଠାରୁ ଚାଲି ଆସି ଥିଲେ।
ଯେତେ ବେଳେ କ୍ରା-ଇ-ମ୍ ବ୍ରା-ଞ୍ଚ ଟିମ୍ ଆସିବା ପରେ ଖୋଳ ତାଡ଼ କରିବା ପରେ ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଏକ ନୂଆ ତଥ୍ୟ କ୍ରା-ଇ-ମ୍ ବ୍ରା-ଞ୍ଚ ଟିମ୍ ପାଖରେ ହସ୍ତଗତ ହୋଇଛି।
ଏହା ପରେ ଆଉ ଏକ ପ୍ରଶ୍ନ ଶୃଷ୍ଟି କରୁଚି ଯେ ନବ ଦାସ ଦାସ ଙ୍କ ହତ୍ୟା ମାମଲା ରେ ଗୋପାଲ ଦାସ ଙ୍କ ଙ୍କ ଭୂମିକା କଣ ରହିଚି। ସେ କଣ ପାଇଁ ତାଙ୍କ ଶୌଚାଳୟ କୁ ସଫା କରିବା ପାଇଁ ଯାଇଥିଲେ ।
ଏହି ପରେ ପାଠକ ବନ୍ଧୁଗଣ କ୍ରା,ଇ-ମ-ବ୍ରା-ଞ୍ଚ୍ ଟିମ୍ ହାତ ରେ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସିଛି। ଯେ କଣ ପାଇଁ ସେ ତାଙ୍କ ଶୌଚାଳୟ କୁ ଯାଇ ସଫା ସଫି କରୁଥିଲେ ।
ପାଠକ ବନ୍ଧୁଗଣ ଏବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ପାଇଁ ଗୋପାଳ ଦାସ ତାଙ୍କ ଘରକୁ ଯାଇଥିଲେ। ଏହା ଏକ ଷଡ଼ଯନ୍ତ୍ର ହୋଇପାରେ ନା ଆଉ କଣ ରହସ୍ୟ ରହିଛି।
ତାହା ପରେ ଜଣା ପଡ଼ିବ। ଏ ପର୍ଯ୍ୟନ୍ତ କିଛି ତଥ୍ୟ ସାମ୍ନା କୁ ଆସିଛି।କ୍ରାଇମ୍ ବ୍ରାଞ୍ଚଅଫିସରମାନେ ମିଶି ନବ ଦାସ ଙ୍କ ଶୌଚାଳୟ କୁ ଖୋଳ ତୋଡୋ କଲା ପରେ ଆଉ କିଛି ନୂଆ ତଥ୍ୟ ସାମ୍ନା କୁ ଆସିଛି।