Movie prime

ବାଛନ୍ତୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କ ବାହାଘର ଆପଣଙ୍କ ଇଛାରେ କିମ୍ବା ଘର ଲୋକଙ୍କ ଇଛାରେ ହେବ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସବୁ ପୁଅ ଓ ଝିଅଙ୍କ ମନରେ ବାହାଘରକୁ ନେଇ ଅନେକ କିଛି ସ୍ଵପ୍ନ ରହିଥାଏ। ଯେ ସେମାନେ ବଡ ହେଲାପରେ କାହାକୁ ନିଜ ଜୀବନସାଥି ରୂପେ ପାଇବେ। ତାଙ୍କର ବାହାଘର ଲଭ ନା ଆରେଞ୍ଜ ମ୍ୟାରେଜ ହେବ ?
ଏହିପରି ଅନେକ କିଛି କଥା ତାଙ୍କ ମନକୁ ଆସିଥାଏ। ଯଦି ଆପଣଙ୍କ ବାହାଘର ବୟସ ହୋଇଯାଇଛି ଆପଣ ନିଜ ବାହାଘର କଥା ଭାବିବା ଆରମ୍ଭ କରିଦେଇଛନ୍ତି। ତେବେ କେବେ ଓ କିପରି ବାହାଘର ହେବ ଜାଣିବା ପାଇଁ ୨ ଟି ଛବିରୁ କୌଣସି ଏକ ଛବିକୁ ବାଛନ୍ତୁ।
Gh
1- ଯେଉଁ ମାନେ ପ୍ରଥମ ଛବିକୁ ବାଛିଛନ୍ତି। ସେମାନଙ୍କର ଆରେଞ୍ଜ ମ୍ୟାରେଜ ହେବାର ସମ୍ଭାବନା ବହୁତ ରହୁଛି। ସେମାନଙ୍କ ଆଗରେ ହୁଏତ ଅନେକ ସାରା ପ୍ରସ୍ତାବର ଅପସନ ରହିଛି। ହେଲେ ନିଜର ନିଷ୍ପତ୍ତି ନେବା ପାଇଁ ବିଳମ୍ବ ହେଉଥିବା ଅକରଣରୁ ବାହାଘର ମଧ୍ୟ ବିଳମ୍ବ ହୋଇଯାଉଛି।
ତେଣୁ ୬ ମାସରୁ ରୁ ୧ ବର୍ଷ ଭିତରେ ମ୍ୟାରେଜ ହେବାର ସମ୍ଭାବନା ରହୁଛି। ଥଣ୍ଡା ଋତୁ ଚାଲୁଥିବା ସମୟରେ ଆପଣଙ୍କର ମ୍ୟାରେଜ ହୋଇପାରେ। ଆଗାମୀ ସମୟରେ ଲାଇଫରେ ଗୋଟେ ବହୁତ ବଡ ଆଉ ଭଲ ପରିବର୍ତ୍ତନ ମଧ୍ୟ ଆସିବ।
Uu
2- ତେବେ ଦ୍ଵିତୀୟ ଛବି ଅନୁସାରେ ଆପଣଙ୍କର କୌଣସି କଥା ପାଇଁ ମନ ଭାଙ୍ଗିଯାଇଛି। ଲଭରେ ବ୍ରେକଅପ କିମ୍ବା ବାହାଘର ପ୍ରସ୍ତାବ ଠିକ ହୋଇ ମଧ୍ୟ ଭାଙ୍ଗି ଯାଇଛି।
ଯେଉଁ କାରଣରୁ ଆପଣ ହୁଏତ ମାନସିକ ଅବସ୍ଥାରେ ବର୍ତ୍ତମାନ ବହୁତ ବିଚଳିତ ଅଛନ୍ତି। ବାହାଘରକୁ ନେଇ ମଧ୍ୟ ଟେନସନରେ ରହୁଛନ୍ତି।ହେଲେ ସେମାନଙ୍କ ଜୀବନରେ ବହୁତ ଶୀଘ୍ର ଭଲ ପରିବର୍ତ୍ତନ ଆସିବା ସହ ମ୍ୟାରେଜ ମଧ୍ୟ ଆଗାମୀ ସମୟ ଖୁସି ଖବର ମିଳିବ।
ଏଥିମଧ୍ୟରୁ କିଛି ଲୋକଙ୍କର ୧ ସପ୍ତାହରୁ ୧ ମାସ ମଧ୍ୟରେ ବାହାଘର ବା ବାହାଘର ଡେଟଫିକ୍ଷ ମଧ୍ୟ ହୋଇଯାଇପାରେ। ଅନ୍ୟ କିଛି ଜଣଙ୍କର ଆଗାମୀ ସମୟରେ ଲାଇଫରେ ଗୋଟେ ବହୁତ ବଡ ଆଉ ଭଲ ପରିବର୍ତ୍ତନ ମଧ୍ୟ ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.