Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କ ଦୁହିଁଙ୍କର କେବେହେବ ମିଳନ

 
Nh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ। ବର୍ତ୍ତମାନର ଦୁନିଆରେ ପ୍ରେମ ସମ୍ବନ୍ଧ ବହୁତ ସାଧାରଣ ହୋଇଯାଇଛି। ହେଲେ ପୂର୍ବରୁ ଏହାକୁ ଲୋକମାନେ ଅସମର୍ଥ କରୁଥିଲେ।
ପ୍ରେମର ବିରୋଧରେ ରହୁଥିଲେ। ହେଲେ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ପ୍ରେମ ସମ୍ବନ୍ଧରେ ରହିଛନ୍ତି। ବନ୍ଧୁଗଣ ଆପଣ ମାନେ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ପ୍ରେମ କରୁଥିବେ। 
Hh
ଏମିତି ଅନେକ ଯୋଡି ଅଛନ୍ତି ଯେଉଁ ମାନେ ନିଜ ଭଲ ପାଇବା କୁ ହାସଲ କରିବା ପାଇଁ ଜୀବନ ଦେବାକୁ ପଛାନ୍ତିନାହିଁ। ଯେତେବେଳେ ପୁଅ କିମ୍ବା ଝିଅ ବଡ ହୋଇଥାନ୍ତି ସେତେବେଳେ ସେମାନେ କୌଣସି ନା କୌଣସି ବନ୍ଧୁ କିମ୍ବା ପାର୍ଟନର ନିଜ ପାଇଁ ଖୋଜିଥାନ୍ତି।
ଯାହା ତାଙ୍କୁ ସୁଖ ଦୁଃଖରେ ସାଥ ଦେବ, ତାଙ୍କର ସମସ୍ତ ସମସ୍ୟା ଗୁଡିକ ବୁଝିପାରୁଥିବ ଓ ତାଙ୍କର ସମସ୍ତ କଷ୍ଟକୁ ଦୂର କରିବାକୁ ଚେଷ୍ଟା କରୁଥିବ। ଏମିତିରେ ଯଦି ଆପଣ ବି ନିଜ ପାଇଁ କୌଣସି ପାର୍ଟନର ଖୋଜୁଛନ୍ତି ତେବେ ଆଜି ଆମେ ଆପଣଙ୍କର ପାର୍ଟନର ବିଷୟରେ କହିବାକୁ ଯାଉଛୁ।
୧:- ଯଦି ଆପଣ ପ୍ରଥମ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଲାଇଫ ପାର୍ଟନର ବହୁତ ପ୍ରେମ କରୁଛନ୍ତି। ଏତେ ପ୍ରେମ କରୁଛନ୍ତି କି ସେ ଆପଣଙ୍କ ବୀନା ରହିପାରିବେ ନାହିଁ। ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କିଛି ବି କରିପାରନ୍ତି କାହିଁକି ନା ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପଛେଇବେ ନାହିଁ।
Nn
ସେ ଆପଣଙ୍କୁ ଯେ କୌଣସି ପରିସ୍ଥିତିରେ ଥିଲେ ମଧ୍ୟ ପାଇବାକୁ ଇଚ୍ଛା କରନ୍ତି। ଆପଣ ଯେଉଁ ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ସେ ଆପଣଙ୍କୁ ଭଲ ପାଇଥାନ୍ତି । ଆପଣ ଯେଉଁ ବ୍ୟକ୍ତିଙ୍କୁ ମନେ ମନେ ଭଲ ପାଉଛନ୍ତି ତାଙ୍କୁ ଆପଣଙ୍କ ମନ କଥା କହିବା ପାଇଁ ଭୟ କରନ୍ତି। ଆପଣ ସବୁବେଳେ ଆପଣଙ୍କ ପ୍ରେମିକକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି।  
୨:- ଯଦି ଆପଣ ଦ୍ୱିତୀୟ ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ଟିକିଏ ଭାବୁକ ଓ ଲାଜକୁଳା ଲୋକ ଅଟନ୍ତି। ଆପଣ ଏକ ସଚ୍ଚୋଟ ପ୍ରେମୀ ଅଟନ୍ତି। ଆପଣ ଯାହାକୁ ବି ପ୍ରେମ କରନ୍ତି ତାକୁ ନିଜ ଠାରୁ ବି ଅଧିକ ମନ ଦେଇ ପ୍ରେମ କରିଥାନ୍ତି। ଆପଣ ସବୁବେଳେ ତାଙ୍କ କଥା ଭାବି ଭାବି ଦିନ ବିତାଇ ଥାନ୍ତି। ଆପଣଙ୍କ ଦୁଇଜଣଙ୍କ ମଧ୍ୟରେ ପ୍ରେମର ପ୍ରଗାଢତା ଦୃଢ ଥାଏ।
ଆପଣ ଯାହାକୁ ବି ପ୍ରେମ କରନ୍ତି ପୁରା ହୃଦୟର ସହିତ ପ୍ରେମ କରିଥାନ୍ତି। ଆପଣ ଜଣେ ନିର୍ମଳ ହୃଦୟର ବ୍ୟକ୍ତି ଅଟନ୍ତି। ଆପଣ ନିଜର ସାଥିଙ୍କୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି। ଦୁନିଆରେ ସେ ଆପଣଙ୍କ ଛଡା ଆଉ କିଛି ଭାବନ୍ତି ନାହିଁ। ଆପଣଙ୍କ ପ୍ରେମିକ ସହ ଭଲ ପାଇବା ଅଛି ସେଥିପାଇଁ ଆପଣଙ୍କୁ ସେ ବହୁତ ଜଲ୍ଦି ପରପୋଜ କରିବାକୁ ଚାହୁଞ୍ଚନ୍ତି।