Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ସମୟ

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମନୁଷ୍ୟକୁ ସବୁବେଳେ ନିଜ ଭାଗ୍ୟ ବିଷୟରେ ବା ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଜାଣିବା ପାଇଁ ବହୁତ ଜିଜ୍ଞାସା ରହିଥାଏ। ତେବେ ବର୍ତମାନ ଦୁଇଟି ସଂଖ୍ୟା ଦିଆଯାଇଛି, ଗୋଟିଏ ହେଉଛି ୪୪ ଏବଂ ଅନ୍ୟଟି ହେଉଛି ୭୭।
ଏହି ଦୁଇଟି ସଂଖ୍ୟା ମଧ୍ୟରୁ ଭଗବାନଙ୍କ ନାମ ନେଇ ଗୋଟିଏ ସଂଖ୍ୟା ବାଛନ୍ତୁ। ଏବଂ ଜାଣନ୍ତୁ ଆଗକୁ ଆପଣଙ୍କ ଭାଗ୍ୟ କେଉଁ ଆଡ଼କୁ ନେଇଯିବ। ଆଗକୁ ଆପଣଙ୍କ ଭାଗ୍ୟରେ କଣ ସବୁ ଲେଖା ଅଛି। ଆଗକୁ ସମୟ ଭଲ ଅଛି କି ଖରାପ ଅଛି ସବୁ କିଛି ଆଜିର ବିଷୟରେ ଜାଣିବେ। 
Gh
୪୪- ଯେଉଁମାନେ ଏହି ନମ୍ବରଟି ବାଛିଥିଲେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଯେମିତି ସମୟ ଚାଲିଛି ଏବେ ଆପଣଙ୍କୁ ସମୟ ସହ ହିଁ ତାଳ ଦେଇ ଚାଲିବାକୁ ପଡିବ ।ନିଜର ଧ୍ୟାନ ଲଗାଇବା ଜରୁରୀ କାରଣ ଜରୁରୀ ନୁହେ କି ଆପଣ ଯେଉଁ ଜିନିଷ ଚାହୁଛନ୍ତି ତାହା ଠିକ ହୋଇଥିବ ।
ଆପଣଙ୍କୁ ବୁଝା ପଡିବନି ଆପଣ ଯାହା କରୁଛନ୍ତି ତାହା ଠିକ କି ଭୁଲ। ଆଗକୁ ଯାଇ ଜଣା ପଡେ କି ମୁଁ ଚାହୁଥିଲି କିଛି ଆଉ ଦେଖ କଣ ଘଟିଲା ମୋ ସହ ଏହି ଭଳି ରେଜଲ୍ଟ ଆପଣ ପାଇବେ ।ତେଣୁ ସବୁ କାମରେ ଏବେ ଆପଣଙ୍କୁ ଆଡଜଷ୍ଟ କରିବାକୁ ପଡିବ।
ଆପଣଙ୍କ ଜୀବନରେ ଯଦି କୌଣସି କଥାକୁ ନେଇ ଯୁକ୍ତି ତର୍କ ଚାଲୁଛି ଆପଣଙ୍କ ସାଥି ସହ ଏବଂ ପରିସ୍ଥିତି ବାଧ୍ୟ କରୁଥିବ ଆପଣଙ୍କୁ ନଇଁବା ପାଇଁ ତେବେ ତେବେ ଏହା ହିଁ କରନ୍ତୁ ଆପଣ। 
Hj
୭୭:- ଯେଉଁ ବ୍ୟକ୍ତି ଏହି ନମ୍ବରଟି ବାଛିଥିଲେ ଜାଣିରଖନ୍ତୁ କି, ଆପଣଙ୍କ ଏବେ ଜୀବନକୁ ଜାଣିବା ଚିହ୍ନିବାର ବୟସ ତେଣୁ ନିଜକୁ ଟିକେ ସମସ୍ତ ଜିନିଷରୁ ଫ୍ରୀ ରଖନ୍ତୁ।ଆପଣଙ୍କୁ ବହୁତ ବେସୀ ଟେନସନ କିମ୍ବା ସବୁ ସମୟରେ କେବଳ କାମ କାମ ଏଭଳି ହେବା ଉଚିତ ନୁହେ।
ଜୀବନର ମଜା ନିଅନ୍ତୁ। ଯଦି ଆପଣ ସବୁବେଳେ ନିଜ କ୍ୟାରିଅରକୁ ନେଇ ଚିନତରେ ରୁହନ୍ତି ତେବେ ଏହା ଆପଣ ଆପଣଙ୍କ ଜୀବନ ପାଇଁ ଠିକ କରୁନାହାନ୍ତି। ଲୋକଙ୍କୁ ସହର୍ଜ୍ୟାକରନ୍ତୁ ତାଙ୍କ କାମରେ ଲାଗନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶାନ୍ତି ଓ ଖୁସି ମିଳିବ।
ଜରୁରୀ ନୁହେ କି ଆପଣ ଯାହା ଚାହୁଛନ୍ତି ସେଥିରେ ହିଁ ଆପଣଙ୍କୁ ସଫଳତା ମିଳିଲେ ହିଁ ଆପଣଙ୍କୁ ଖୁସି ମିଳିବ। ପଶୁ ପକ୍ଷୀଙ୍କ ସେବା କରନ୍ତୁ ଏହିସବୁରୁ ବେଶି ଖୁସି ଆପଣଙ୍କୁ କେଉଁଠାରୁ ମିଳିବ ନାହିଁ। ଆପଣ ଏବେ ଆପଣଙ୍କୁ ଟିକେ ଚିନ୍ତା କରନ୍ତୁ କାରଣ ଆପଣ ନିଜ ଜୀବନକୁ ବହୁତ ଭାରି ବନେଇ ଦେଇଛନ୍ତି।