ଏହି ଭଉଣୀ ଙ୍କ ବାଇଟ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଦେଖନ୍ତୁ ଏହି Viral Video
Thu, 9 Mar 2023

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳୁଛି। ଯାହାକି କି ନିୟୁ ଦିଲ୍ଲୀରେ ଗୋଟେ ପ୍ରୋଗରାମ ରଖା ଯାଇଥିଲା। ଯାହାର ନାଁ ହେଉଛି 'ପିସ୍ ଫୁଲ୍ ପ୍ରୋଟେକ୍ଟ'।
ଯେଉଁଠାରେ ଖ୍ରୀଷ୍ଟ ବିଶ୍ବାସୀ ଲୋକ ମାନେ ଯୋଗ ଦେଇଥିଲେ। ତେବେ ଖ୍ରୀଷ୍ଟିଆନ ମାନଙ୍କୁ ନେଇକି ଯେଉଁ ଅତ୍ୟାଚାର ହେଉଅଛି, ଆଉ ଚର୍ଚ୍ଚ ମାନ ଭାଙ୍ଗି ଦିଆ ଯାଉଛି ଏବଂ ତାହା ସହିତ ଅନେକ ଖ୍ରୀଷ୍ଟ ବିଶ୍ୱାସ ଲୋକ ମାନଙ୍କ ଘର ଭାଙ୍ଗି ଦିଆଯାଉଛି।
ଆଉ ସରକାରୀ ପ୍ରଶାସନ ତରଫରୁ ଆସୁଥିବା ସୁବିଧାକୁ ମଧ୍ୟ ବନ୍ଦ କରି ଦିଆଯାଉଛି। ତେବେ ବନ୍ଧୁଗଣ ଏହି ପ୍ରକାର ଘଟଣା ଘଟୁଥିବାର ଅନେକ ଜାଗାରେ ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଗଣମାଧ୍ୟମ ଆଗରେ ଜଣେ ମହିଳାଙ୍କୁ
ଦେଖିବାକୁ ମିଳୁଛି। ସେ କହୁଛନ୍ତି ଯେ, ହିନ୍ଦୁ ରାଷ୍ଟ୍ର କେବେ ହେଇପାରିବ ନାହିଁ। ହିନ୍ଦୁ, ମୁସଲମାନ,ଶିଖ, ଇସାଇ ଚାରି ଜାତିର ଲୋକ ଏହି ଦେଶରେ ରହୁଛନ୍ତି।
ଯାହାକି ଏହି ଦେଶ ସମସ୍ତଙ୍କର ବୋଲି ମହିଳା ଜଣଙ୍କ କହିଛନ୍ତି। ଆଉ ମହିଳା ଜଣକ କହିଛନ୍ତି, ଏହି ଦେଶ ଯେତେ ହିନ୍ଦୁ ଲୋକଙ୍କର ସେତେ ମୁସଲମାନଙ୍କର ଆଉ ସରକାରଙ୍କର ମଧ୍ୟ। ଏବଂ ମହିଳା ଜଣକ କହିଛନ୍ତି ବାଇବେଲ ଆମକୁ ପ୍ରେମ ଶିଖାଏ।
ଭଗବାନ୍ କେବେ କହି ନାହାଁନ୍ତି ଆଖି ବଦଳରେ ଆଖି ହେଉ କି ମାଡ଼ ବଦଳରେ ମାଡ। କିନ୍ତୁ ଭଗବାନ୍ କହିଛନ୍ତି ଆପଣଙ୍କୁ ହଇରାଣ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କର ଆଉ ଆପଣଙ୍କ ଶତ୍ରୁଙ୍କୁ ମଧ୍ୟ ଭଲ ପାଆ।
ଏବଂ ମହିଳା ଜଣଙ୍କ କହିଛନ୍ତି ବାବା ରାମଦେବଙ୍କ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି ଯେ ଭଗବାନ୍ ତାଙ୍କୁ ବି କେବେ ସତ୍ୟର ମାର୍ଗ ଦେଖନ୍ତୁ। ଆଉ ମହିଳା ଜଣକ କହିଛନ୍ତି ବାଇବେଲ ତାଙ୍କୁ କେବେ କହି ନାହିଁ ଯେ ତଲବାର ଧରିକି ମାରପିଟ ଆରମ୍ଭ କର ବୋଲି।
ଏବଂ ମହିଳା ଜଣଙ୍କ ଶେଷରେ କହିଛନ୍ତି ଯଦି ସିଏ ଏହି ପ୍ରୋଗରାମକୁ ଆସିଛନ୍ତି ତାହା କେବଳ ନିଜର ଅଭିଯୋଗ ପାଇଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମହିଳା ଜଣଙ୍କ କଥା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।