Movie prime

ସିନେ ଅଭିନେତା ମାନେ କରିଥିବା ଧାରଣା ସ୍ଥଳ ରୀ ଦେଲେ ପାଣ୍ଡିଆନ ଙ୍କୁ ଆହ୍ଵାନ, କୁଆଡେ ଗଲେ ନବୀନ ବାବୁ ଙ୍କ ଚଳନ୍ତି ପ୍ରତିମା ପାଣ୍ଡିଆନ ବାବୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରି ଏବେ ବିବାଦ ଘେରରେ। ଏହାକୁ ନେଇ ଏବେ ସାରା ଓଡ଼ିଶାରେ ମଧ୍ୟ ଖୁବ ଚର୍ଚ୍ଚା। ଏବେ ବିଧାନ ସଭା ସମ୍ମୁଖରେ ଧାରଣ ଦେଇଥିବା ବେଳେ ଅନେକ କଳାକାର ମାନେ ମଧ୍ୟ ନିଜେ ନିଜର ମତ ରଖିଛନ୍ତି।
Special Report
ସେ କହିଥିଲେ କି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଅତି ନିକଟରେ ଥିବା ପାଣ୍ଡିଆନ ଯିଏକି ଏବେ ଚଳନ୍ତି ପ୍ରତିମା ହୋଇଛନ୍ତି ତାଙ୍କୁ ଅନୁରୋଧ କରିଛନ୍ତି,
ଆଉ ତାଙ୍କ ସମସ୍ୟା କଣ ତାହା ସେ ନବୀନ ପଟ୍ଟନାୟକ ପାଖରେ ପହଞ୍ଚାଇବାକୁ ମଧ୍ୟ କହିଛନ୍ତି। ସେ କହିଥିଲେ କି କୁନା ତ୍ରିପାଠୀ ଡରି ଯାଇଛନ୍ତି ସେ ଭାବୁଛନ୍ତି କି ସେ ଯଦି ଆସନ୍ତି ତେବେ ତାଙ୍କର ଯେଉଁ ପଦ ପଦବୀ ଅଛି ତାହା କଟିଯାଇ ପାରେ।
ଖୁବ୍ ଡର ଭୟ ମଧ୍ୟ ଚାଲିଛି ଏହାରି ମଧ୍ୟରେ। ଆଉ କଳାକାର ଜଣକ କହିଥିଲେ କି ସେ ଆଦୌ ଡରିବା ଲୋକ ନୁହଁନ୍ତି। ଯେଉଁ କଳାକାର ମାନେ ତିଆରି ହୋଇଛନ୍ତି ତାହା ସେ ଦର୍ଶକ ଙ୍କ ପାଇଁ ହୋଇଛନ୍ତି।
Special Report
ପ୍ରଥମେ ଆଗ ମାଆ ଙ୍କୁ ସମ୍ମାନ ଦିଆ ଯାଏ ଆଉ ଯେଉଁ ମାନେ ମାଆ ଓ ବାପା ବାପା ହୁଅନ୍ତି ସେମାନେ ନିଜ ଘରକୁ ଆସିଯିବା କଥା ମଧ୍ଯ କହିଥିଲେ। ଏହାର ଅର୍ଥ ହେଉଛି କି ସେ କଳାକାର ମାନଙ୍କୁ ସେଠାକୁ ଆସି ଧାରଣାରେ ବସିବା ପାଇଁ ମଧ୍ୟ କହିଥିଲେ।
ଆଗକୁ ମଧ୍ୟ ଅନେକ କଳାକାର ମାନେ ଆସି ଯୋଗ ଦେବେ ବୋଲି ଏହି କଳାକାର ଜଣକ କହିଥିଲେ। ସବୁ ୟୁଥ୍ କଲେଜ୍ ପିଲାଙ୍କୁ ଡକା ହେବ ବୋଲି ମଧ୍ୟ କହିଥିଲେ।
ଅନେକ ସଂଘଠନ ରେ ନେତୃତ୍ୱ ମାନଙ୍କୁ ମଧ୍ୟ ଡକା ଯିବ। ଆଉ ଏକଥା ସେ ସରକାର ଙ୍କ କାନରେ ପହଞ୍ଚାଇ ଦେବା କଥା ମଧ୍ୟ କହିଥିଲେ। ଏସବୁ ସେ ଭଦ୍ରମିର ସହ ଲେଖାପଢ଼ି କରି ଦେବେ ଆଉ ସରକାର ମଧ୍ଯ ତାଙ୍କର କଥା ଶୁଣିବେ ବୋଲି
ଏହା ତାଙ୍କର ଆଶା ଅଛି। ତେବେ ଆପଣ ମାନଙ୍କୁ କଣ ଲାଗୁଛି ସରକାର୍ ତାଙ୍କର କଥା ଶୁଣିବେ କି ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।