Movie prime

ବିବାଦ ଘେରରେ ଏହି ୨ ଟଙ୍କିଆ ଆଉ ୧୦ ଟଙ୍କିଆ କଏନ ! ଦେଖନ୍ତୁ କେମିତି

 
Special report
ନମସ୍କାର ପାଠକ ବନ୍ଧୁ l ଆମ ଭାରତରେ ବିଭିନ୍ନ ପ୍ରକାର ମୁଦ୍ରା ଦେଖିବାକୁ ମିଳେ l ପୂର୍ବେ ଭିନ୍ନ ଭିନ୍ନ ଧାତୁରେ ନିର୍ମିତ ହେଉଥିଲା ମୁଦ୍ରା l ଐତିହାସିକ ସମୟର ଗ୍ରନ୍ଥ ର ପୃଷ୍ଠା ଲେଉଟାଇଲେ,
ଭିନ୍ନ ଭିନ୍ନ ପ୍ରକାରର, ଭିନ୍ନ ଭିନ୍ନ ଡ଼ିଜାଇନ ର ମୁଦ୍ରା ଦେଖିବାକୁ ମିଳିଥାଏ l ପୂର୍ବରୁ ତମ୍ବା, ପିତଳ, ସ୍ବର୍ଣ୍ଣ ଏବଂ ରୌପ୍ୟ ମୁଦ୍ରା ପ୍ରଚଳନ ହେବl କଥା ଆମେ ଇତିହାସରୁ ପଢ଼ିଛେ l
କିନ୍ତୁ ବର୍ତ୍ତମାନର ମୁଦ୍ରା ଆଉ ଲୁହା, ତମ୍ବା,ପିତଳ, ସୁନା କିମ୍ବା ରୂପlରେ ଗଢ଼ା ଯାଉନି l ତେଣୁ ବର୍ତ୍ତମାନର ମୁଦ୍ରା ନିକେଲ, କପର ଏବଂ ଜିଙ୍କରେ ତିଆରି l କାରଣ ଅଳ୍ପ ଅର୍ଥ ବେୟରେ ଏଇ ମୁଦ୍ରା ତିଆରି ହେଇ ପାରୁଛି l
ଭାରତରେ ଏକ ଟଙ୍କା ରୁ ଆରମ୍ଭ କରି ପ୍ରାୟ ଦୁଇ ଟଙ୍କା, ପାଞ୍ଚ ଟଙ୍କା, ଦଶ ଟଙ୍କା, କୋଡିଏ ଟଙ୍କା, ଏପରିକି ଶହେ ଏବଂ ଦୁଇ ଶହ ଟଙ୍କା ମୁଦ୍ରା ବାହାରିବା କଥା ନେଇ ଚର୍ଚ୍ଚା ସାମ୍ନାକୁ ଆସିଥିଲା l
ବର୍ତ୍ତମାନ କଥାଟି ହେଉଛି ଦୁଇ ଟଙ୍କା ଓ ଦଶ ଟଙ୍କା ମୁଦ୍ରା ବିଷୟରେ l ବିବାଦ ଘେରରେ ଏବେ ଦୁଇ ଟଙ୍କିଆ ଆଉ ଦଶ ଟଙ୍କିଆ ମୁଦ୍ରା l ଆରମ୍ଭରୁ ମୁଦ୍ରା ର ପ୍ରଚଳନ ଚଳି ଆସୁଥିଲା
ହେଲେ ପରେ ପରେ ଅଧିକ ମୁଦ୍ରା ନେବାରେ ଅସୁବିଧା ଦେଖି ହାଲୁକା ନୋଟ ପ୍ରଚଳନର ବ୍ୟବସ୍ଥା ହୋଇଥିଲା l ଏହା ସହ ମଧ୍ୟ ମୁଦ୍ରାର ବ୍ୟବହାର କମି ନଥିଲା l
ସ୍ୱାଧୀନତା ପରେ ମଧ୍ୟ ଭାରତୀୟ ମୁଦ୍ରା ବହୁତ ବଦଳି ଯାଇଥିଲା l ବିଭିନ୍ନ ନାମରେ ମୁଦ୍ରା ପ୍ରଚଳନ ହେବାରେ ଲାଗିଥିଲା l ମଝିରେ ମଝିରେ ମୁଦ୍ରାରେ ମଧ୍ୟ କିଛି ପାରିବର୍ତ୍ତନ ଦେଖା ଯାଉଥିଲା l
Special report
ଦରକାର ପଡିଲେ ମୁଦ୍ରା ର ଡିଜାଇନରେ ପରିବର୍ତ୍ତନ ନଜର ଆସୁଥିଲା l ଏଠି ସେପରି ଘଟିଛି ଦୁଇ ଟଙ୍କିଆ ଏବଂ ଦଶ ଟଙ୍କିଆ ମୁଦ୍ରା ସହିତ l 
ଦୁଇ ଟଙ୍କା ଓ ଦଶ ଟଙ୍କା ମୁଦ୍ରାର ଡିଜାଇନ ପାଇଁ ଲାଗିଥିଲା କିଛି ବିବାଦ l କଣ ପାଇଁ ବନ୍ଦ ହୋଇଯାଇଥିଲା ସେଇ ମୁଦ୍ରା???? ସେଇ ଦୁଇଟି ମୁଦ୍ରାକୁ ଆପଣମାନେ ଦେଖନ୍ତୁ l
ସେଥିରେ ଥିବା ଡିଜାଇନରେ ମଧ୍ୟ ସମାନତା ଦେଖିବାକୁ ମିଳେ l ଦୁଇ ଦୁଇଟି ଟି ଗାର ଉଭୟ ପାର୍ଶ୍ୱରୁ ପରସ୍ପରକୁ ଛେଦ କରିଛି l 
ଚିହ୍ନଟି ଓଡ଼ିଆରେ ଯୁକ୍ତ ଚିହ୍ନ ପରି l ଆଉ ସବୁ ଭଗରେ ରହିଛି ଗୋଟେ ଗୋଟେ କରି ମୋଟରେ ଚାରିଟି ବିନ୍ଦୁ l ଆର ବି ଆଇ ଙ୍କ ମତରେ ଏଇ ସଂକେତ ଚାରିଟି ଭିନ୍ନ ଲୋକଙ୍କର ଏକତାର ପ୍ରତୀକ ଅଟେ l
 ହେଲେ ଏଥିରେ ବିବାଦ କଣ!!!! ଯୋଉଁଥିପାଇଁ ଏହାର ପ୍ରଚଳନ ବନ୍ଦ ହୋଇଯାଇଥିଲା l ଏଇ ସଂକେତ ଖ୍ରୀଷ୍ଟ ଧର୍ମର ପ୍ରତୀକ ବୋଲି କେହି କେହି ଆରୋପ କଲେ ସେଥି ପାଇଁ ବିବାଦ ଘେରକୁ ଆସି ଏହି ମୁଦ୍ରା ଦୁଇଟିର ପ୍ରଚଳନ ବନ୍ଦ ହୋଇଯାଇଥିଲା l