Movie prime

କଲେଜ ଛାତ୍ରୀ ଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ୨ ଜଣ ଯୁବକ କରି ଦେଲେ ଧର୍ଷଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବକ କୁ ଦୁଇଜଣ ଯୁବତୀ ଧରି କରୁଥିଲେ ରାସଲୀଳା। ସ୍କୁଲ୍ କୁ ପାଠ ପଢ଼ିବାକୁ ଆସି ସେମାନେ ମଝି ରାସ୍ତାରେ ଅଟକି ଯାଇଥିଲେ। ଏହାପରେ ସେମାନେ ଫାଙ୍କା ରାସ୍ତା ଦେଖି ଚଳାଇଥିଲେ ରୋମାନ୍ସ।
Special report
ଏପଟେ ସେମାନେ ଘରେ ପାଠ ପଢିବାକୁ ଯାଉଛନ୍ତି ବୋଲି କହି ବାହାରି ଆସିଛନ୍ତି। ସେପଟେ ପୁଅଟି ଝିଅ ମାନଙ୍କ ସହ ମଝି ରାସ୍ତାରେ ବୁଲୁଛି। ଆଉ ଏହା ସବୁ ଏକ ମୋବାଇଲ କ୍ୟାମେରା ରେ ରେକର୍ଡ ହୋଇଥିଲା।
ଝିଅ ମାନେ ମଧ୍ୟ ପାଠ ପଢ଼ିବେ ବୋଲି ସ୍କୁଲ୍ ପୋଷାକ ପିନ୍ଧି ଓ ହାତରେ ବ୍ୟାଗ୍ ଧରି ଆସିଛନ୍ତି। ହେଲେ ସେମାନେ ପାଠ ନପଢ଼ି ବାଟରେ ଦେଖା କରିଛନ୍ତି ଜଣେ ଯୁବକ କୁ। ଆଉ ସେହି ଯୁବକ ଜଣକ ମଧ୍ଯ ଦୁଇଜଣ ଯୁବତୀ ଙ୍କ ହାତ ଧରି କଥା ହେଉଛି।
Special report
ଆଉ ସେଥି ମଧ୍ୟରୁ ଏକ ଯୁବତୀ ଙ୍କୁ ନିଜ ହାତରେ ମଧ୍ୟ ଉଠାଇ ଘୁରାଇବା କୁ ଲାଗୁଛି। ମିଛରେ ଘରେ ସ୍କୁଲ୍ ଯିବେ ବୋଲି କହି ପ୍ଲାନ କରି ଚାଲି ଆସିଛନ୍ତି। ଆଉ ଏହି ଯୁବକ ଜଣକୁ ଆସି ଦେଖା କରିଛନ୍ତି।
ପ୍ରଥମେ ଘରୁ ଆସି ଏହି ଶୁନଶାନ୍ ରାସ୍ତାରେ ପହଞ୍ଚି ଯାଇଥିଲେ। ଆଉ ସ୍କୁଲ୍ ନଯାଇ ଏହି ମଝି ରାସ୍ତାରେ ସେମାନେ ମଧ୍ୟ ରାସଲୀଳା ଆରମ୍ଭ କରି ଦେଇଥିଲେ। ଏଭଳି ସବୁଦିନ ଚାଲୁଥିଲା।
Special report
ଘରେ ପାଠ ପଢ଼ାର ବାହାନା କରି ସେମାନେ ସବୁଦିନ ଏଭଳି ଭାବରେ ଚାଲି ଆସୁଥିଲେ। ଆଉ ବାପା ମାଆ ମଧ୍ୟ ପିଲାଙ୍କ ପାଠ ପଢିବା ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ଦେଉଥିଲେ। ହେଲେ ଏହି ପିଲା ମାନଙ୍କର ସେ ସବୁ ପ୍ରତି କୌଣସି ଖାତିର ନଥିଲା।
ବାପା ମାଆ ସ୍ବପ୍ନ ଦେଖୁଥିଲେ କି ତାଙ୍କ ପିଲା ମାନେ ବଡ଼ ହେଲେ ବଡ଼ ଚାକିରୀ କରି ତାଙ୍କର ଦୁଃଖ ବୁଝିବେ ଓ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ବଡ଼ ମଣିଷ ହେବେ। ହେଲେ ଏହି ପିଲା ମାନେ ନିଜ ବାପା ମାଆ ଙ୍କ ସ୍ବପ୍ନ କୁ କିଭଳି ଧୂଳିସାତ କରୁଛନ୍ତି
ତାହା ଆପଣ ମାନେ ଏହି ଭିଡ଼ିଓ ମାଧ୍ୟମରେ ବେଶ ଭଲ ଭାବରେ ଦେଖି ପାରୁଥିବେ।ତେବେ ଏହି ଭିଡ଼ିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.