Movie prime

କଲେଜ ଛାତ୍ରୀ କୁ ଜବରଦସ୍ତି କପଡା ଖୋଲିବା ପଡ଼ିଲା ମହଙ୍ଗା : ୩ ଜଣ ଙ୍କୁ ଧରିଲା ପୋଲିସ

 
Special Report
ନମସ୍କାର ପାଠକ ବନ୍ଧୁ।ବାହାର ର ଅସାମାଜିକ ବ୍ୟକ୍ତି ମାନେ ଆସି କଲେଜ୍ ଛାତ୍ରୀ ଙ୍କୁ କଲେ ଅ-ସ-ଦା-ଚ-ର-ଣ।ଯାହାକୁ ନେଇ ଏବେ ରାଜନୀତି ସରଗରମ ରହିଛି।ଉତ୍ତରପ୍ରଦେଶ ର ବାରାଣସୀ ଅଞ୍ଚଳ ର ବିଏଚୟୁ କଲେଜ୍ ରେ ଘଟିଛି ଏଭଳି ଘଟଣା।ଜଣେ ଛାତ୍ରୀ ଙ୍କ ସହିତ ଖରାପ ବ୍ୟବହାର କରା ଯାଇଚି।
Special Report
ବନ୍ଧୁକ ତାଙ୍କ ଛାତି ଉପରେ ରଖି ଡ୍ରେସ୍ ଖୋଲିବା ପାଇଁ କିଛି ଦୃ-ବୁ-ର୍ତ୍ତ କହିଥିଲେ।ନ ହେଲେ ତାଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।ଏବେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରି ଥାନା ରେ ଭର୍ତି କରି ଦେଇଚି।
ସୂଚନା ଅନୁସାରେ ଗତ ଦୁଇ ମାସ ତଳେ ବିଏଚୟୁ କଲେଜ୍ ର ଜଣେ ଛାତ୍ରୀ ଓ ଜଣେ ଛାତ୍ର ହଷ୍ଟେଲ ବାହାରେ ବୁଲୁ ଥିଲେ।ସେମାନେ ସେହି ହଷ୍ଟେଲ ରେ ରହୁଥିଲେ।କଥା ବାର୍ତା ହେବା ପାଇଁ ସେମାନେ ବାହାରକୁ ଚାଲି ଆସିଥିଲେ।
ଏହି ସମୟ ରେ ତିନି ଜଣ ବ୍ୟକ୍ତି ଗୋଟିଏ ବାଇକ୍ ରେ ଆସି ଛାତ୍ରୀ ଙ୍କୁ ଧରି ପକାଇ ଥିଲେ।ଛାତ୍ର ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଖୁବ୍ ମାଡ ମାରି ଥିଲେ।ଛାତ୍ରୀ ଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।ଏହା ପରେ ବନ୍ଧୁକ ମୁନ ରେ ସେମାନେ ଝିଅ ଟି କୁ ଧମକାଇ ଥିଲେ।
Special Report
ପିନ୍ଧିଥିବା ଡ୍ରେସ୍ କୁ ଖୋଲି ଦେବା ପାଇଁ ସେମାନେ କହିଥିଲେ।ଏହି କଥା କୁ ପ୍ରଥମେ ମାନି ନ ଥିଲେ ଛାତ୍ରୀ ଜଣକ। ଏହା ପରେ ତାଙ୍କୁ ମାରିବାର ଧମକ ଦେଇଥିଲେ।ଝିଅ ଟି ଭୟ ରେ ନିଜ ଦେହ ରୁ ପୋଷାକ କାଢି ଦେଇଥିଲା।ଏହା ପରେ ସେହି ବ୍ୟକ୍ତି ମାନେ ତାଙ୍କ ସହିତ ଖରାପ ବ୍ୟବହାର କରି ଚାଲି ଯାଇଥିଲେ।
ଯାହାକୁ ନେଇ ସେହି ଦୁଇ ଜଣ ଛାତ୍ର ଛାତ୍ରୀ ଥାନା ରେ ଅଭିଯୋଗ କରିଥିଲେ।କଲେଜ୍ ପିଲା ମାନେ ଏହାକୁ ନେଇ ଆନ୍ଦୋଳନ କରିଥିଲେ।ସେମାନଙ୍କ କହିବା ଅନୁଯାୟୀ ଏଭଳି ଘଟଣା ଅନେକ ଥର ଏହି କଲେଜ୍ ରେ ଦେଖା ଗଲାଣି।
ସେହି ତିନି ଜଣ ଅଭିଯୁକ୍ତ ବାରାଣାସୀ ର ହୋଇ ଥିବା ଜଣା ପଡିଛି।ଏବଂ ସେମାନଙ୍କ ର ରାଜନୀତି ସହିତ ସମ୍ପର୍କ ରହିଛି।ଅଭିଯୁକ୍ତ ଙ୍କ ନାମ ହେଉଚି କୁନାଲ ପାଣ୍ଡ୍ୟା ଅଭିଷେକ ଚୌହାନ ଏବଂ ସଭ୍ୟାମ ପଟେଲ।
ଏହି ତିନି ଜଣକୁ ଦୀର୍ଘ ଦୁଇ ମାସ ପରେ ପୋଲିସ ଗିରଫ କରିଛି।ଏହି ତିନି ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପାଇଁ କଲେଜ୍ ଛାତ୍ରୀ ଛାତ୍ର କହିଛନ୍ତି।ଏହା ସହିତ କଲେଜ୍ ଛାତ୍ର ଛାତ୍ରୀ ଙ୍କୁ ଯଥା ଶୀଘ୍ର ନ୍ୟାୟ ମିଳୁ।ଯେପରି ଏଭଳି କାର୍ଯ୍ୟ ଆଉ କେହି କରିବା ପାଇଁ ସାହାସ ପାଇବେ ନାହିଁ।