Movie prime

କଲେଜ୍ ପଢୁଆ ପ୍ରେମିକ ସହ ଅନୈତିକ କାମ ରେ ବ୍ୟସ୍ତ ଥିଲା ସ୍ତ୍ରୀ, ଘରେ ସିସିଟିଭି ଲଗେଇ ସ୍ତ୍ରୀ କୁ ଧରିଲା ସ୍ଵାମୀ....

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନିଜ ସ୍ତ୍ରୀ କୁ ପ୍ରେମିକ ସହିତ ବିବାହ କରାଇଲା ସ୍ଵାମୀ।ଯାହାକୁ ନେଇ ଏବେ ସ୍ଵାମୀ ଖୁବ୍ ପ୍ରଶଂସା କରା ଯାଉଚି।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମହିଳା ମାନେ କିଭଳି କାଣ୍ଡ କରୁଛନ୍ତି।
Special report
ନିଜ ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କୁ ପ୍ରେମ କରୁଛନ୍ତି ମହିଳା ମାନେ ଥରେ ହେଲେ ନିଜ ପରିବାର ସ୍ଵାମୀ କଥା ଭାବୁ ନାହାଁନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସ୍ତ୍ରୀ ର ସତ ଜାଣି ସାରିବା ପରେ ସ୍ଵାମୀ ଜଣକ ନିଜ ସ୍ତ୍ରୀ ର ବିବାହ କରାଇ ଦେଇଛନ୍ତି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଶିବାନୀ ନାମକ ଝିଅ ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସେ ଚାକିରି କରିବାକୁ ଇଛା କରି ଥିଲେ।ସେଥିପାଇଁ ତାଙ୍କ ସ୍ବାମୀ ତାଙ୍କୁ ଚାକିରି କରିବା ପାଇଁ ଅନୁମତି ଦେଇ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟିବ।
ସବୁଦିନ ଶିବାନୀ ଅଫିସ ରେ କାମ କରେ।ରାତି ରେ ଡ୍ୟୁଟି ମଧ୍ୟ କରନ୍ତି।ଏହି ସମୟ ରେ ସେ ଅନ୍ୟଜଣେ ଯୁବକ ସଚିନ ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ। ହଟାତ ଦିନେ ଶିବାନୀ ଙ୍କ ର ରାତି ଡ୍ୟୁଟି ଥିଲା।ତାଙ୍କ ସ୍ଵାମୀ ଙ୍କ ର ଆଗରୁ ଶିବାନୀ ଉପରେ ସନ୍ଦେହ ହେଉଥିଲା।
Special report
ଏହି ସମୟ ରେ ସେ ତାଙ୍କ ଅଫିସ କୁ ଯାଇ ଥିଲେ।ସେଠାରେ ସେ ଶିବାନୀ ଙ୍କୁ ପର ପୁରୁଷ ଙ୍କ ସହିତ ଶୋଇ ଥିବାର ଦେଖିବାକୁ ପାଇ ଥିଲେ।ଏହା ଦେଖିଲା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ସେ ନିଜ ସ୍ତ୍ରୀ କୁ ଘର କୁ ଆଣି ବୁଝାଇ ବାକୁ ବହୁତ ଚେଷ୍ଟା କଲେ।
ହେଲେ ତାଙ୍କ ସ୍ତ୍ରୀ ସଚିନ ଙ୍କୁ ବିବାହ କରିବା ପାଇଁ କହିଲେ।ତାଙ୍କ ବିନା ସେ ବଞ୍ଚି ପାରିବେ ନାହିଁ ବୋଲି କହିଲେ।ଏହା ପରେ ସଚିନ ଙ୍କ ଘର କୁ ଯାଇ ଥିଲେ ମହିଳା ଙ୍କ ସ୍ଵାମୀ।ସଚିନ ଙ୍କ ପିତା ମାତା ଙ୍କ ସହିତ କଥା ହୋଇ ସେ ଶିବାନୀ ଓ ସଚିନ ଙ୍କ ବିବାହ କରାଇ ଦେଇଥିଲେ।
ଏହା ପରେ ଜଣେ ସ୍ବାମୀ ଙ୍କ ର ଏଭଳି କାମ କୁ ଦେଖି କିଛି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।କିଭଳି ନିଜ ସ୍ତ୍ରୀ କୁ ସେ ଅନ୍ୟ ହାତ ରେ ଟେକି ଦେଲେ ବୋଲି ସବୁ କହିଲେ।
ଏବେ ତାଙ୍କର ଖୁବ୍ ପ୍ରଶଂସା କରା ଯାଉଛି।ଆପଣ ମାନେ ଏଭଳି ଘଟଣା ବିଷୟ ରେ ଆଗରୁ କେଉଁ ଠାରୁ ବି ଶୁଣି ନ ଥିବେ।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।